/odishatv-khabar/media/media_files/2026/02/19/blast-2026-02-19-21-19-55.jpg)
blast Photograph: (OTV)
ଭୁବନେଶ୍ବର ଭଳି କଟକ ଜଗତପୁର ଅଞ୍ଚଳରେ ବାଣ ବିସ୍ଫୋରଣ। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗତପୁର ମହାଜନପୁରରେ ଘଟିଛି ବାଣ ବିସ୍ଫୋରଣ। ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
Advertisment
ସୂଚନା ଅନୁଯାୟୀ, ଏହି ଗ୍ରାମର ଗୋବିନ୍ଦ ନାୟକ ଘରେ ବାଣ ମହଜୁଦ ଥିବା ସହିତ ଅଧିକ ବାଣ ଭିଡା ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିଲା। ବାଣ ବିସ୍ଫୋରଣରେ ଦୁଇ ବଖରା ଘର ମଧ୍ୟ ପୋଡି ଯାଇଛି। ଏଥିରେ ଗୋବିନ୍ଦଙ୍କ ପତ୍ନୀ, ବୋହୂ ଓ ନାତୁଣୀ ଗୁରୁତର ହୋଇଥିବା ଜଣା ପଡିଛି । ଜଗତପୁର ପୋଲିସ ଘଟଣାର ତଦନ୍ତ କରୁଛି।...
ଜଗତପୁରରେ ବାଣ ବିସ୍ଫୋରଣ, ୩ ଗୁରୁତର
କଟକ ଜଗତପୁର ଅଞ୍ଚଳରେ ବାଣ ବିସ୍ଫୋରଣ
୩ ଜଣ ଗୁରୁତର, ସମସ୍ତେ SCB ମେଡିକାଲରେ ଭର୍ତ୍ତି
ଘର ମାଲିକଙ୍କ ପତ୍ନୀ, ବୋହୂ ଓ ନାତୁଣୀ ଗୁରୁତର
ଜଗତପୁର ମହାଜନପୁରରେ ଘଟିଛି ବାଣ ବିସ୍ଫୋରଣ
ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ସୂଚନା
ଦୁଇ ବଖରା ଘର ମଧ୍ୟ ପୋଡି ଯାଇଥିବା ସୂଚନା
Advertisment
Advertisment


Related Articles
Odisha’s Golden Secret: ଓଡ଼ିଶା ଗର୍ଭରେ ସୁନା ଲୁଚିଥିବା ସ୍ପଷ୍ଟ, ୧୧ ଜିଲ୍ଲାର ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ତଥ୍ୟ
POSTED

Against All Odds: ପାଠ ପଢ଼ିବାର ଝୁଙ୍କ ଆଗରେ ହାର ମାନିଛି ଅକ୍ଷମତା, ସବୁ ଅସମ୍ଭବକୁ ପଛରେ ପକାଇ ଆଗକୁ ଯିବା ଲାଗି ପ୍ରୟାସ
POSTED

Above the Rush: ଟ୍ରାଫିକ୍ ଭିଡ଼ କଲବଲରୁ ମୁକ୍ତି ଦେବ ସ୍କାଏ ୱାକ୍, ଉପରେ ଚାଲିବେ ପଥଚାରୀ ଓ ତଳେ ଗଡ଼ିବ ଗାଡ଼ି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)