/odishatv-khabar/media/media_files/2025/12/11/panchang-2025-12-11-08-18-30.jpg)
Panchang Photograph: (OTV)
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୪ ରବିବାର । ଚନ୍ଦ୍ର- କନ୍ୟା ରାତ୍ରି ୦୯.୪୧ ଗତେ ତୁଳା । ତିଥି – ୧୦ମୀ ସନ୍ଧ୍ୟା ୦୬.୫୦ ଗତେ ୧୧ଶୀ । ଘାତଚନ୍ଦ୍ର – ବୃଷ ରାଶିର ରାତ୍ରି ୦୯.୪୧ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ
ପ୍ରାତଃ – ୦୬.୫୯ ରୁ ୦୯.୦୯
ଦିବା – ୦୧.୦୨ ରୁ ୦୨.୫୬
ଦିବା – ୦୩.୩୯ ରୁ ୦୩.୪୪
ରାତ୍ରି – ୦୭.୪୪ ରୁ ୦୯.୨୯
ରାତ୍ରି – ୧୨.୦୭ ରୁ ୦୧.୨୦
ରାତ୍ରି – ୦୨.୫୯ ରୁ ୦୬.୧୭
ଅଶୁଭ ସମୟ
ରାହୁକାଳ- ଦିବା ୦୩.୪୪ ରୁ ୦୫.୦୫
କାଳବେଳା - ଦିବା ୧୧.୪୧ ରୁ ୦୧.୦୨
ବାରବେଳା- ଦିବା ୧୦.୨୦ ରୁ ୧୧.୪୧
କାଳରାତ୍ରି – ରାତ୍ରି ୦୧.୨୦ ରୁ ୦୨.୫୯
Advertisment
Advertisment



Related Articles
From Soil to Success:୨୦ ଦିନରେ ୨୦ ହଜାର ରୋଜଗାର, ଗେଣ୍ଡୁ ଚାଷ କରି ମାଲେମାଲ୍
POSTED

KISS in the Dock: କିଟ୍ ପରେ କିସ୍ ମୁଣ୍ଡରେ ଲାଗିଛି କଳଙ୍କ, ନବମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ହତ୍ୟା ଅଭିଯୋଗ
POSTED

Power vs People: ସାଢ଼େ ୩ ଲକ୍ଷ ଦରମାରେ ସନ୍ତୁଷ୍ଟ ନୁହଁନ୍ତି ମନ୍ତ୍ରୀ ଓ ବିଧାୟକ, ଜନତାଙ୍କ ମତ କିନ୍ତୁ…
POSTED

From Frenzy to Fury: ମେସିଙ୍କୁ ନେଇ କୋଲକାତାରେ ଗଣ୍ଡଗୋଳ, ନିୟନ୍ତ୍ରଣ ବାହାରକୁ ଚାଲିଗଲା ସ୍ଥିତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)