Advertisment

Massive Fire Guts Ethanol Factory: ଜଳିଗଲା ଇଥାନଲ୍ ଫ୍ୟାକ୍ଟ୍ରି, ଜଳିପୋଡି ସବୁ ଛାରଖାର

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାନମୁରାସ୍ଥିତ ଇଥାନଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି ।

author-image
Chinmayee Sahoo
Factory

Factory Photograph: (OTV)

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାନମୁରାସ୍ଥିତ ଇଥାନଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି । 

Advertisment

ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଫ୍ୟାକ୍ଟିରେ ସବୁକିଛି ହୁତୁହୁତୁ ହୋଇ ଜଳିଯାଇଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ଏବଂ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ କିଛି ସ୍ପଷ୍ଟ ହୋଇନି ।



ଜଳିଗଲା ଇଥାନଲ୍ ଫ୍ୟାକ୍ଟ୍ରି
ସୁବର୍ଣ୍ଣପୁର ପାନମୁରାସ୍ଥିତ ଇଥାନଲ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ଇଥାନଲ୍ ଫ୍ୟାକ୍ଟ୍ରି
ବ୍ୟାପକ କ୍ଷୟକ୍ଷତି ନେଇ ସୂଚନା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

Advertisment
Ethanol Factory
Advertisment