Advertisment

Bhadrak Infant Sale Case: ୪୦ ଦିନର ଶିଶୁ କନ୍ୟା ବିକ୍ରି ଘଟଣା, ପରିବାରର ସଦସ୍ୟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!

ଭଦ୍ରକ ବୟାବନାପୁର ଗାଁରେ ୪୦ ଦିନର ଶିଶୁ କନ୍ୟା ବିକ୍ରି ଘଟଣା। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚି ଆଲୋଚନା କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ।

author-image
Chinmayee Sahoo
Bhadrak Infant Sale Case

Bhadrak Infant Sale Case Photograph: (OTV)

ଭଦ୍ରକ ବୟାବନାପୁର ଗାଁରେ ୪୦ ଦିନର ଶିଶୁ କନ୍ୟା ବିକ୍ରି ଘଟଣା। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚି ଆଲୋଚନା କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ। ଶିଶୁ କନ୍ୟାର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। 

Advertisment

ଏହାସହ ଆଜି CWCରେ ମାଆ, ଶିଶୁ କନ୍ୟା, ପରିବାରର ସଦସ୍ୟ ଉପସ୍ଥାପନ କରାଯିବା ନେଇ ସୂଚନା ଦେଇଛନ୍ତି। ଭଦ୍ରକ ବୟାବନାପୁର ଗାଁରେ ମଙ୍ଗଳବାର ଶିଶୁ କନ୍ୟାକୁ ବାପାମାଆ ବିକି ଦେଇଥିବା ଜେଜେମା ଅଭିଯୋଗ କରିବା ପରେ ଶିଶୁକନ୍ୟାକୁ କଟକରୁ ଉଦ୍ଧାର କରି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଥିଲା ଭଣ୍ଡାରିପୋଖରୀ ପୋଲିସ।

ଭଦ୍ରକରେ ୪୦ ଦିନର ଶିଶୁ କନ୍ୟା ବିକ୍ରି ଘଟଣା
ଶିଶୁର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଲେ CWC ସଦସ୍ୟା
ଆଜି CWCରେ ହାଜର ହେବେ ଶିଶୁର ପରିବାରର ସଦସ୍ୟ 
ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ

Advertisment
Bhadrak CWC
Advertisment
Related Articles
Advertisment