Advertisment

Major Accident: ୫୦ ଫୁଟ୍ ଉପରେ ଫସିଲେ ୮ ଲୋକ , କଟକ ବାଲିଯାତ୍ରାରେ ଦୋଳି ଅଚଳ

କଟକ ବାଲିଯାତ୍ରାରେ ଦୋଳି ଅଚଳ । ୫୦ ଫୁଟ୍ ଉପରେ ଫସିଲେ ୮ ଲୋକ । ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ସୁରକ୍ଷିତ ଉଦ୍ଧାର ପାଇଁ ନାକେଦମ୍ ହେଲା ପୋଲିସ । ୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଲେ ଲୋକେ ।

author-image
Manas Ranjan Mohanty
CTC-BALIYATRA

CTC-BALIYATRA Photograph: (OTV)

କଟକ ବାଲିଯାତ୍ରାରେ ଦୋଳି ଅଚଳ । ୫୦ ଫୁଟ୍ ଉପରେ ଫସିଲେ ୮ ଲୋକ । ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ସୁରକ୍ଷିତ ଉଦ୍ଧାର ପାଇଁ ନାକେଦମ୍ ହେଲା ପୋଲିସ । ୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଲେ ଲୋକେ । ବ୍ରୋଣ୍ଟୋ ସ୍କାଏ ମେସିନରେ ହେଲା ଉଦ୍ଧାର କାର୍ଯ୍ୟ  । ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ଡିସିପି ରିଶିକେଶ ଖିଲାରୀ  । ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହେଲେ ଫସିଥିବା ଲୋକେ । ଜଣକ ପରେ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ

Advertisment

କଟକ ବାଲିଯାତ୍ରାରେ ଦୋଳି ଅଚଳ 
୫୦ ଫୁଟ୍ ଉପରେ ଫସିଲେ ୮ ଲୋକ 
ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ 
ସୁରକ୍ଷିତ ଉଦ୍ଧାର ପାଇଁ ନାକେଦମ୍ ହେଲା ପୋଲିସ 
୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଲେ ଲୋକେ 
ବ୍ରୋଣ୍ଟୋ ସ୍କାଏ ମେସିନରେ ହେଲା ଉଦ୍ଧାର କାର୍ଯ୍ୟ  
ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ଡିସିପି ରିଶିକେଶ ଖିଲାରୀ  
ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହେଲେ ଫସିଥିବା ଲୋକେ 
ଜଣକ ପରେ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ

Advertisment
Related Articles
Advertisment