/odishatv-khabar/media/media_files/2025/11/12/air-force-2025-11-12-17-52-28.jpg)
AIR-FORCE Photograph: (OTV)
ଏୟାରକ୍ରାପ୍ଟରୁ ପାରାଚ୍ୟୁଟରେ ଖସିଲେ ଯବାନ। ଦମ୍ ଦେଖାଇଲା ଡ୍ରୋନ୍, ଶକ୍ତିର ପ୍ରମାଣ ଦେଲା ରୋବୋଟ୍। ପାକିସ୍ତାନ ସୀମାରେ ଭାରତୀୟ ସେନାର ଏକ୍ସରସାଇଜ୍ ମରୁଜ୍ଜ୍ବାଳା। ରାଜସ୍ଥାନର ଜୟସାଲମେର ମରୁଭୂମିରେ ଶକ୍ତି ଦେଖାଇଛନ୍ତି ଯବାନ। ତ୍ରିଶୂଳ ଅଭିଯାନରେ ହୋଇଛି ସ୍ବତନ୍ତ୍ର ଅଭ୍ୟାସ ମରୁଜ୍ବାଳା ।
ଏହି ଏକ୍ସରସାଇଜ୍ ମାଧ୍ୟମରେ ଭାରତ ତାର ପ୍ରଯୁକ୍ତି, ପ୍ରସ୍ତୁତି ଓ ସମନ୍ବୟକୁ ଦେଖାଇଛି। ଆକାଶରୁ ପ୍ୟାରାଚ୍ୟୁଟ୍ ଜମ୍ପ୍, ମରୁଭୂମିରେ ଟ୍ୟାଙ୍କ ଗର୍ଜନ ସହିତ ରୋବୋଟ୍ ଏବଂ ଡ୍ରୋନ୍ର କ୍ଷମତାକୁ ପ୍ରଦର୍ଶିତ କରିଛି। ଶକ୍ତି ଦେଖାଇ ଭାରତ ଦର୍ଶାଇଛି ଯେ ଯେକୌଣସି ପରିସ୍ଥିତିରେ, ଯେକୌଣସି ସମୟରେ ଶତୃର ମୁକାବିଲା ଏବଂ ଯୁଦ୍ଧ ପାଇଁ ଆମେ ସକ୍ଷମ।
ମରୁଜ୍ଜ୍ବାଳା ଅଭ୍ୟାସ ‘ତ୍ରିଶୂଳ’ ଡ୍ରିଲର ଅନ୍ତିମ ପର୍ଯ୍ୟାୟ। ଭାରତୀୟ ସେନାର ଏହି ଅଭ୍ୟାସ ଦର୍ଶାଉଛି ଯେ, ଦେଶର ସୀମା ସୁରକ୍ଷା ପାଇଁ ସେମାନେ ସଦା ସଚେତନ, ସଜାଗ ଓ ପ୍ରସ୍ତୁତ।
ଭାରତୀୟ ସେନାର ଏକ୍ସରସାଇଜ୍ `ମରୁଜ୍ଜ୍ବାଳା'
ଏୟାରକ୍ରାପ୍ଟରୁ ପାରାଚ୍ୟୁଟରେ ଖସିଲେ ଯବାନ
ଦମ୍ ଦେଖାଇଲା ଡ୍ରୋନ୍, ଶକ୍ତିର ପ୍ରମାଣ ଦେଲା ରୋବୋଟ୍
ପାକିସ୍ତାନ ସୀମାରେ ଭାରତୀୟ ସେନାର ଏକ୍ସରସାଇଜ୍
ରାଜସ୍ଥାନର ଜୟସାଲମେର ମରୁଭୂମିରେ ଶକ୍ତି ଦେଖାଇଲେ ଯବାନ
ତ୍ରିଶୂଳ ଅଭିଯାନରେ ସ୍ବତନ୍ତ୍ର ଅଭ୍ୟାସ `ମରୁଜ୍ଜ୍ବାଳା'
ଭାରତ ଦେଖାଇଲା ପ୍ରଯୁକ୍ତି, ପ୍ରସ୍ତୁତି ଓ ସମନ୍ବୟର ପରାକାଷ୍ଠା
Camera to Center Stage: ଡେବ୍ୟୁ ପାଇଁ ୩୫ କୋଟି , ନିର୍ଦ୍ଦେଶକ ହେବେ ଅଭିନେତା....ବ୍ଲକବଷ୍ଟର ହେବ ଫିଲ୍ମ

Smartphone: ଇଏମଆଇରେ ଦାମୀ ଫୋନ କିଣିଛନ୍ତି କି ? ଲକ୍ ହୋଇଯିବ ଫୋନ... ଯଦି ଦେଉନଥିବେ

Baldness And Heart Health: ଆପଣଙ୍କ ଚୁଟି ଝଡ଼ୁଛି କି ଧଳା ହେଉଛି କି ? ଭୁଲରେ କରନ୍ତୁ ନାହିଁ ଅଣଦେଖା ...ଭୋଗିପାରନ୍ତି ଗୁରୁତର ସମସ୍ୟା

Father Quits Job : ଝିଅର ଖୁସି ପାଇଁ ବାପା ଛାଡ଼ିଦେଲେ ଚାକିରି, ୯୦୦ କିଲୋମିଟର ଦୂରରେ ଖୋଲିଲେ ଷ୍ଟଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)