/odishatv-khabar/media/media_files/2026/03/02/accident-2026-03-02-14-20-45.jpg)
Accident Photograph: (OTV)
ଭାରସାମ୍ୟ ହରାଇ ଓଲିଟିଲା ଯାତ୍ରା ପାର୍ଟି ବସ୍ । ଅପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ ରୁ ଅଧିକ କଳାକାର ଆହତ ହୋଇଛନ୍ତି । ଦେବଗଡ଼ ରିଆମାଳ ଥାନା କଂସର ଫାଣ୍ଡି ଡଙ୍ଗାପଥର ଘାଟିରେ ଦୁର୍ଘଟଣା ଘଟିଛି। ଡଙ୍ଗାପଥର ଗାଁରେ ଅପେରା ସାରି ଫେରିବା ବେଳେ ଦୁର୍ଘଟଣା ହୋଇଛି।
Advertisment
ବସ୍ ରେ ଥିବା ସମସ୍ତ କଳାକାର ଆହତ ହୋଇଥିବା ବେଳେ କିଛି ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧା କରି କଂସର ଡାକ୍ତରଖାନାରେ ଭର୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ରିଆମାଳ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Advertisment



Related Articles
Lunar Eclipse: ଆସନ୍ତା କାଲି ଚନ୍ଦ୍ର ଗ୍ରହଣ, କେଉଁ ରାଶିଙ୍କୁ ଶୁଭ ଓ ଅଶୁଭ
POSTED

Iran Shut Down US F-15: ଇରାନ୍ ଦେଖାଇଲା ଶକ୍ତି, ଖସାଇଲା ଆମେରିକା ଯୁଦ୍ଧ ବିମାନ F-15
POSTED

CM Mohan Majhi Calls Meet: ମୁଖ୍ୟମନ୍ତ୍ରୀ ଡାକିଲେ ବୈଠକ, ମନ୍ତ୍ରୀ ଓ ବିଧାୟକଙ୍କୁ ଡକରା
POSTED

Bhubaneswar–Dubai Flight Cancelled: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍, ସ୍ଥିତି ଦେଖି ନିଆଯିବ କାଲି ପାଇଁ ନିଷ୍ପତ୍ତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)