/odishatv-khabar/media/media_files/2026/03/02/dubai-flight-cancel-2026-03-02-13-01-38.jpg)
Dubai Flight Cancel Photograph: (OTV)
ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍ ହୋଇଛି। ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି କରାଯିବ।
Advertisment
କାଲି ଅପଡେଟ୍ ମିଳିବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ହେବ। ଆଜି ସଂନ୍ଧ୍ୟାରେ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ଅଭିମୁଖେ ଉଡିଥାନ୍ତା ବିମାନ। ଯେହେତୁ ଶନିବାର ପରଠାରୁ ମସ୍କଟ, ଦୁବାଇ, ଆବୁଧାବି ଏବଂ ଜେଦା ଏୟାର ସ୍ପେସ ଉପଲବ୍ଧ ନାହିଁ, ସେଥିପାଇଁ ଆଜି ଦୁବାଇ ଉଡ଼ିବାକୁ ଥିବା ବିମାନ ବାତିଲ କରାଯାଇଛି।
Advertisment



Related Articles
Murder Case: ବଡ଼ମାଆର ବେକ କାଟି ହତ୍ୟାକଲା ପୁତୁରା, ୪୮ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ
POSTED

Massive Hunt for Mao Leader Shukru: ଶୁକ୍ରୁକୁ ଆଉ ନାହିଁ ନିସ୍ତାର, ଆକାଶ ମାର୍ଗରେ ଖୋଜୁଛି ଡ୍ରୋନ୍
POSTED

Crude Oil Jumps 10%: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ; ବଢ଼ିଲା ଅଶୋଧିତ ତୈଳ ଦର
POSTED

Gold & Silver Prices Surge 3%: ମଧ୍ୟପ୍ରାଚ୍ୟ ଯୁଦ୍ଧ: ବଢ଼ିଲା ସୁନା, ରୁପା... ଆଗକୁ ୨ ଲକ୍ଷ ଟପିବା ସମ୍ଭାବନା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)