/odishatv-khabar/media/media_files/2026/03/02/iran-shut-down-us-f-15-2026-03-02-13-19-39.jpg)
Iran Shut Down US F-15 Photograph: (OTV)
ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍। ଆମେରିକାର ବିଭିନ୍ନ ଠିକଣା ଉପରେ ଇରାନର ମିଜାଇଲ୍ ମାଡ଼ ହୋଇଥିବା ଜଣାପଡ଼ିଛି। କୁଏତରେ ଖସିଲା ଆମେରିକାର ଯୁଦ୍ଧ ବିମାନ F-15। ଯୁଦ୍ଧ ବିମାନ ମାରି ଖସାଇଥିବା କହିଲା ଇରାନ୍। କୁଏତରେ ଆମେରିକା ଦୂତାବାସ ଉପରେ ମିଜାଇଲ୍ ଓ ଡ୍ରୋନ୍ ମାଡ଼ ହୋଇଛି।
Advertisment
ମନାମା, ଜୋର୍ଡାନ୍ ରେ ବି ଆମେରିକା ଦୂତାବାସ ଉପରେ ହମ୍ ଲା ହୋଇଛି। ବାହାରିନ୍ ରେ ଆମେରିକା ଠିକଣା ଉପରେ ଘନ ଘନ ଆକ୍ରମଣ କରିଛି ଇରାନ। ଦୁବାଇ ଓ ଦୋହାରେ ବି ଶୁଭିଲା ବଡ଼ ବଡ଼ ବିସ୍ଫୋରଣର ଶବ୍ଦ।
Advertisment



Related Articles
CM Mohan Majhi Calls Meet: ମୁଖ୍ୟମନ୍ତ୍ରୀ ଡାକିଲେ ବୈଠକ, ମନ୍ତ୍ରୀ ଓ ବିଧାୟକଙ୍କୁ ଡକରା
POSTED

Bhubaneswar–Dubai Flight Cancelled: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍, ସ୍ଥିତି ଦେଖି ନିଆଯିବ କାଲି ପାଇଁ ନିଷ୍ପତ୍ତି
POSTED

Murder Case: ବଡ଼ମାଆର ବେକ କାଟି ହତ୍ୟାକଲା ପୁତୁରା, ୪୮ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ
POSTED

Massive Hunt for Mao Leader Shukru: ଶୁକ୍ରୁକୁ ଆଉ ନାହିଁ ନିସ୍ତାର, ଆକାଶ ମାର୍ଗରେ ଖୋଜୁଛି ଡ୍ରୋନ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)