/odishatv-khabar/media/media_files/2026/01/11/cold-wave-2026-01-11-11-12-44.jpg)
Cold Wave Photograph: (OTV)
ହାଡ଼ଭଙ୍ଗା ଜାଡ଼ରେ ଲାଗିଲା ବ୍ରେକ୍। ଗତକାଲି ରାତିରୁ କମିଛି ଶୀତର ପ୍ରଭାବ। ଗଲା କିଛି ଦିନ ଧରି ଅସହ୍ୟ ଶୀତରୁ ଲୋକଙ୍କୁ ମିଳିଛି ନିସ୍ତାର। ଗତକାଲି ରାତିରୁ ପାରଦରେ ପରିବର୍ତ୍ତନ ପରେ ଶୀତର ପ୍ରଭାବ କମିଛି।
ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ କାରଣରୁ ତାପମାତ୍ରା କମିବା ନେଇ ଗତକାଲି ସୂଚନା ଦେଇଥିଲା ପାଣିପାଗ ବିଭାଗ।। ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେତୁ ତାପମାତ୍ରା ବଢ଼ିବା ନେଇ ଅନୁମାନ କରାଯାଇଥିଲା। ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୧୬ ଯାଏଁ ଶୁଖିଲା ରହିବ ପାଗ।
ହାଡ଼ଭଙ୍ଗା ଜାଡ଼ରେ ବ୍ରେକ୍
ହାଡ଼ଭଙ୍ଗା ଜାଡ଼ରେ ହଠାତ ଲାଗିଲା ବ୍ରେକ୍
କାଲି ରାତିରୁ ସାରା ରାଜ୍ୟରେ କମିଛି ଶୀତର ପ୍ରଭାବ
ଗଲା କିଛି ଦିନ ଧରି ଅସହ୍ୟ ଶୀତରୁ କଲବଲ ହେଉଥିଲେ ଲୋକେ
କାଲି ରାତିରୁ ପାରଦରେ ପରିବର୍ତ୍ତନ ପରେ ଶୀତର ପ୍ରଭାବ କମିଛି
ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ କାରଣରୁ କମିଛି ପାରଦ
ଏ ନେଇ ଗତକାଲି ସୂଚନା ଦେଇଥିଲା ପାଣିପାଗ ବିଭାଗ।
ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେତୁ ତାପମାତ୍ରା ବଢ଼ିଛି
US Launches 'Operation Hawkeye': ISIS ଆଡ୍ଡା ଉପରେ ବୋମା ପକାଇ ଧ୍ବଂସଲୀଳା, ପ୍ରତିଶୋଧ ନେଉଛି ଆମେରିକା

PM Modi's Somnath Visit: ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି, ହଜାର ସେକେଣ୍ଡ ପାଇଁ ଜପ କଲେ ଓଁକାର ଧ୍ବନି

Youth Brutally Murdered: ଯୁବକଙ୍କୁ ବିଭତ୍ସ ହତ୍ୟା, ନଦୀପଠାରେ ପଡ଼ିଛି ମୃତଦେହ

Major Accident: ଭୟଙ୍କର ଦୁର୍ଘଟଣା; ଟ୍ରକକୁ ଧକ୍କା ଦେଲା ଟ୍ରାଭେଲର୍ସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)