/odishatv-khabar/media/media_files/2026/01/11/murder-2026-01-11-10-10-19.jpg)
Murder Photograph: (OTV)
କଟକ ଖାନନଗରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା। ଜଗନ୍ନାଥମନ୍ଦିର ନିକଟ ନଦୀପଠାରେ ପଡ଼ିଛି ମୃତଦେହ। ମୃତ ଯୁବକଙ୍କ ଘର ହଜାରୀ ଲେନରେ ବୋଲି ଜଣାପଡ଼ିଛି। ସେ ଖାନନଗରରେ ମାଛ ବ୍ୟବସାୟ କରୁଥିଲେ। ତେବେ ଯୁବକଙ୍କୁ କିଏ, କାହିଁକି ଏଭଳି ଜଘନ୍ୟ ଭାବେ ହତ୍ୟା କରିଛି ସେ ନେଇ କିଛି ଜଣାପଡ଼ିନି। ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ ତଦନ୍ତ କରୁଛି।
Advertisment
ଘଟଣା ସ୍ଥଳରେ ସାଇଣ୍ଟିଫିକ ପହଂଚି ମୃତ ଦେହକୁ ଯାଞ୍ଚ କରିଛି। ହତ୍ୟାକାଣ୍ଡରେ ବ୍ୟବହୁତ ପଥର ଓ ରକ୍ତ ଭିଜା ଲୁଗା ଜବତ କରିବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ବାଦାମବାଡ଼ି ଥାନା ପୋଲିସ।
ଖାନନଗରରେ ଯୁବକଙ୍କୁ ହତ୍ୟା!
କଟକ ଖାନନଗରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା
ଜଗନ୍ନାଥମନ୍ଦିର ନିକଟ ନଦୀପଠାରେ ପଡ଼ିଛି ମୃତଦେହ
ମୃତ ଯୁବକଙ୍କ ଘର ହଜାରୀ ଲେନ ଅଞ୍ଚଳରେ
ଖାନନଗରରେ ମାଛ ବ୍ୟବସାୟ କରୁଥିଲେ ଯୁବକ
ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ
କିଏ ଓ କାହିଁକି ହତ୍ୟା କଲା, ଚାଲିଛି ତନାଘନା
Advertisment
Advertisment



Related Articles
Major Accident: ଭୟଙ୍କର ଦୁର୍ଘଟଣା; ଟ୍ରକକୁ ଧକ୍କା ଦେଲା ଟ୍ରାଭେଲର୍ସ
POSTED

Illegal Country Liquor Factory Busted: ଅବକାରୀ ବିଭାଗର ବଡ଼ ରେଡ୍, ଅବକାରୀ ଥାନା ଅଧିକାରୀଙ୍କ ସହ ସ୍ବତନ୍ତ୍ର ଟିମ୍ ସାମିଲ
POSTED

AAIB To Probe Charter Aircraft Crash: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣା; ତଦନ୍ତ କରିବ AAIB
POSTED

Series Accident: ସିରିଜ ଦୁର୍ଘଟଣା; ଏକାଧିକ ଗାଡି ମଧ୍ୟରେ ଧକ୍କା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)