Advertisment

ବିଜୁ ଲିଗାସୀ କାଉଣ୍ଟର ପାଇଁ ମହତାବ୍ କାର୍ଡ ଖେଳୁଛି କି ଶାସକ ବିଜେପି

ବିଜେପି କହିଛି ବିଜେଡି ସରକାରରେ ଥିବା ବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଉନଥିଲା, ଆମେ ସେ ଧାରାରୁ ବାହାରକୁ ଆସୁଛୁ । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, ବିଜୁ-ମହତାବଙ୍କୁ ନେଇ ରାଜନୀତି ନହେଉ।

Advertisment

ବିଜୁ ଲିଗାସୀ କାଉଣ୍ଟର ପାଇଁ ମହତାବ୍ କାର୍ଡ ଖେଳୁଛି କି ଶାସକ ବିଜେପି । ଦିଲ୍ଲୀରୁ ରାଜ୍ୟସ୍ତର ଯାଏଁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀକୁ ପ୍ରଭାବୀ ଢଙ୍ଗରେ ପାଳନକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି । ବିଜେପି କହିଛି ବିଜେଡି ସରକାରରେ ଥିବା ବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଉନଥିଲା, ଆମେ ସେ ଧାରାରୁ ବାହାରକୁ ଆସୁଛୁ । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, ବିଜୁ-ମହତାବଙ୍କୁ ନେଇ ରାଜନୀତି ନହେଉ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ