Advertisment

Debrigarh: ଡେବ୍ରିଗଡ଼କୁ ଆସିବେ ୨ଟି ନୂଆ ବାଘ

ଖୁବଶୀଘ୍ର ଡେବ୍ରିଗଡ଼କୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ସେ କହିଛନ୍ତି, ଏଥିପାଇଁ ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ।

author-image
Sujit kumar Swain
Two New Tigers to Arrive at Debrigarh Soon

Two New Tigers to Arrive at Debrigarh Soon Photograph: (OTV)

ଖୁବଶୀଘ୍ର ଡେବ୍ରିଗଡ଼କୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି, ଏଥିପାଇଁ ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ। ବାଘ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର ।  ସେଥିପାଇଁ ଆଲୋଚନା କରାଯାଉଛି । ପୂର୍ବରୁ ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା  ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ସଫଳତା ମିଳିପାରିନି । ବଂଶବୃଦ୍ଧି ନେଇ ଭାଗ୍ୟ ସାଥ ଦେଇନି ହେଲେ ପ୍ରୟାସ ଜାରି ରହିଛି । ସେମାନଙ୍କୁ କ୍ୟାମେରାରେ ମନିଟରିଂ ସହିତ ଜିପିଏସ୍  ଟ୍ରାକିଂ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। 

Advertisment


ଡେବ୍ରିଗଡ଼କୁ ଆସିବେ ୨ଟି ନୂଆ ବାଘ
ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
‘ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ’
‘ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର, ସେମାନଙ୍କ ସହ ଆଲୋଚନା କରୁଛୁ’
‘ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା’
‘ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ’
‘ବଂଶବୃଦ୍ଧି ନେଇ ଭାଗ୍ୟ ସାଥ ଦେଇନି, ମାତ୍ର ପ୍ରୟାସ ଜାରି ରହିଛି’
‘ଜିପିଏସ୍  ଟ୍ରାକିଂ କରାଯାଉଛି, କ୍ୟାମେରାରେ ମନିଟରିଂ ଜାରି ରହିଛି’

ଦେଖନ୍ତୁ ଭିଡିଓ:

Tiger
Advertisment
Related Articles
Advertisment