/odishatv-khabar/media/media_files/2026/01/13/accident-2026-01-13-10-30-12.jpg)
Accident Photograph: (OTV)
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ଡ଼େଙ୍ଗାଉସ୍ତା ମୁଖ୍ୟ ରାସ୍ତା କପାମଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ସହ ଆମ୍ବୁଲାନ୍ସ୍ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଦୁଇ ଜଣ ଗୁରୁତର। ସକାଳୁ ସକାଳୁ ରାୟଗଡା କାଶୀପୁର ଲଳିତା ନାୟକ କଟକ ମେଡିକାଲ ଚିକିତ୍ସା ହୋଇ ବୋଲେରୋରେ ନିଜ ଘରକୁ ଫେରୁଥିଲେ।ସାଙ୍ଗରେ ଲଳିତାଙ୍କ ଭଉଣୀ ଏବଂ ଭଣଜା ରହିଥିଲେ।
ଦିଗପହଣ୍ଡି କପା ମଣ୍ଡି ସମ୍ମୁଖରେ ଗଜପତି ପଟରୁ ଆସୁଥିବା ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ବୁଲେରୋ ମୁହାଁ ମୁହିଁ ଧକ୍କା ହୋଇ ଥିଲା। ଦୁର୍ଘଟଣାରେ ଲଳିତା ମୃତୁ ହୋଇଥିବା ବେଳେ ତାଙ୍କ ଭଉଣୀ ଭଣଜା ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରା ଯାଇଛି।ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଲାଇଛି।
ବୋଲେରୋ- ଆମ୍ବୁଲାନ୍ସ୍ ମୁହାଁମୁହିଁ ଧକ୍କା
ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସାମ୍ନାରେ ଦୁର୍ଘଟଣା
ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନନ୍ତର କରାଯାଇଛି
ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି
Humane Sagar Death Case: ହ୍ୟୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା

Jaundice Detected at Adarsha School: ଆଦର୍ଶ ସ୍କୁଲରେ ‘ଜଣ୍ଡିସ୍’, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ଜାରି

CBI Intensifies Probe in Police SI Exam Scam: SI ସ୍କାମ: ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ତନାଘନା

Acid Attack on Mother and Son: ମାଆ, ପୁଅଙ୍କୁ ଏସିଡ୍ ମାଡ଼, ପୋଲିସ୍ର ଛାନଭିନ୍ ଆରମ୍ଭ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)