• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vk Pandian

Narendra Modi
ନବୀନଙ୍କ ନାଁ ନେଇ ମୋଦିଙ୍କ ନିଶାନା; କହିଲେ, ଜିଲ୍ଲା ନାଁ କହିପାରୁନଥିବା ବ୍ୟକ୍ତି କେମିତି ବୁଝିବ ରାଜ୍ୟର ଦୁଃଖ

ବର୍ଷିଲେ, ଧୋଇଲେ । ଆଜି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

VK Pandian
ଅପରାଜିତାଙ୍କ ସପକ୍ଷରେ କହିଲେ ଲୋକେ, ଭାଷଣ ମଝିରେ ମାଇକ୍‌ ବନ୍ଦ କରିଦେଲେ ପାଣ୍ଡିଆନ୍‌

ବେଗୁନିଆ ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କିଛି କାମ କରିଛନ୍ତି କି ନାହିଁ ପଚାରିଥିଲେ ପାଣ୍ଡିଆନ୍ । ଏହାର ଜବାବରେ ଦଳୀୟ କାର୍ଯ୍ୟକର୍ତ୍ତା ‘ହଁ’ ବୋଲି କହିଥିଲେ।

Why Jodishankha formula in the election campaign
ନିର୍ବାଚନ ପ୍ରଚାରରେ ହଠାତ୍ 'ଯୋଡ଼ିଶଙ୍ଖ'ର ଆବିର୍ଭାବ କାହିଁକି...କ’ଣ ରହିଛି ଭିତରି ରହସ୍ୟ...

୯୦ ଦଶକ ଶେଷ ଆଡକୁ ଓଡ଼ିଶା ରାଜନୀତିରେ ଏକ ଦଳୀୟ ପ୍ରତୀକ ଭାବରେ ଆବିର୍ଭାବ ହୋଇଥିବା ‘ଶଙ୍ଖ’ ୨୦୨୪ ନିର୍ବାଚନ ବେଳକୁ ନୂଆ ମୋଡ ନେଇଥିବା ଦେଖିବାକୁ ମିଳିଛି। ଗୋଟିଏ ଶଙ୍ଖରେ ୫ଟି ନିର୍ବାଚନ ଜିତିଥିବା ବିଜେଡି ଷଷ୍ଠ ଥର କ୍ଷମତା ହାସଲ ପାଇଁ ‘ଯୋଡି ଶଙ୍ଖ’ ଫର୍ମୁଲା ଆପଣାଇଲା କାହିଁକି ?

VK pandian Helicopter
ପ୍ରଚାର ବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଂ ସ୍କ୍ୱାଡ୍

ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ଫ୍ଲାଇଂ ସ୍କ୍ୱାର୍ଡ।

BJP
‘ବାବୁଙ୍କ ପାଇଁ ଗୋଟିଏ ଆସନ ଛାଡ଼ିବେ ମୁଖ୍ୟମନ୍ତ୍ରୀ’

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବା ପଛରେ ଉଦ୍ଦେଶ୍ୟ ରହିଛି । ଗୋଟିଏ ଆସନ ବାବୁଙ୍କ ପାଇଁ ଛାଡ଼ିବେ। ତାଙ୍କୁ ସେଠାରେ ଦାୟିତ୍ୱ ଦେବେ ।

Sura Routray
ଜଟଣୀ ବିଜେଡି କାର୍ଯ୍ୟାଳୟରେ ସୁରଙ୍କ ପୋଷ୍ଟର, ଫଟୋ ଭାଇରାଲ୍‌ ପରେ ହଟିଲା ପୋଷ୍ଟର

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । କିଛି ଲୋକ ବଦନାମ କରିବାକୁ ଏପରି କରୁଥିବା ସେ କହିଛନ୍ତି । ସେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ବାହାର କରିବାକୁ କହିଥିଲେ।

BJP Target Pandian
ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିଆନ୍‌ଙ୍କ ଅପିଲ୍‌କୁ ବିଜେପିର କଟାକ୍ଷ

୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି ।

BJP
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ଭିକେ ପାଣ୍ଡିଆନ, ରାଜ୍ୟ ବିଜେପି ଦେଲା ସୂଚନା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି ।

RTI Activist
‘RTI କପିକୁ ପୋଲିସ କମିଶନର ଜାଲ୍ ବୋଲି କହିବା ଦୁର୍ଭାଗ୍ୟଜନକ’

ପ୍ରେସମିଟ୍‌ କରି ଆହୁରି କହିଛନ୍ତି ଯେ ଓଡ଼ିଶା ପୋଲିସ ଉପରେ ଆମର ବିଶ୍ୱାସ ନାହିଁ । କେନ୍ଦ୍ର ସରକାରଙ୍କ କୌଣସି ଏକ ସଂସ୍ଥା ଏହାର ଯାଞ୍ଚ କରୁ ।

VK Pandian
5T ଅଧ୍ୟକ୍ଷଙ୍କୁ ତୁରନ୍ତୁ ପଦରୁ ବହିଷ୍କାର ପାଇଁ ଦାବି କଲା ବିଜେପି...

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ?  ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ଏଭଳି ପ୍ରଶ୍ନ କଲା ବିଜେପି । 

VK Pandian
ଫାଇଭ୍‌-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍‌ !

ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି।

BJD leaders return Bhubaneswar from Delhi
ଦିଲ୍ଲୀରୁ ଫେରିଲେ ୨ BJD ନେତା

ଦିଲ୍ଲୀରେ ଆଲୋଚନା କରି ଫେରିଲେ ବିଜେଡିର ୨ ନେତା । ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରୁ ଫେରିଲେ । 

VK Pandian
ପାଣ୍ଡିଆନଙ୍କୁ କିଛି କହିବାକୁ ଚାହୁଁଥିଲେ ଛାତ୍ରୀ, କିନ୍ତୁ ଭିଡିନେଲେ ସାଦା ପୋଷାକଧାରୀ ପୋଲିସ୍

ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ?

5T Chairman VK Pandian
ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼; ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ BJD କର୍ମୀ

ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।

Congress leader Ajoy Kumar
‘ବିଜେଡି ପୋଷ୍ଟରରୁ ବିଜୁ ଆଉଟ୍‌, ପାଣ୍ତିଆନ୍‌ ଇନ୍‌..ଆଗକୁ ନବୀନ ବି ଆଉଟ୍‌’

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । କହିଲେ, ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ।

Arpan Rath
ଅର୍ପଣ ରଥ ପରିକ୍ରମା ବଢାଉଛି ବିଜେଡି ପାଇଁ ଅଡୁଆ

ରଥ ଚାରିପଟୁ ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଅଡ଼ି ବସିଥିଲେ ଗ୍ରାମବାସୀ। ଶେଷରେ ଉଭୟଙ୍କ ଫଟୋ ଉପରେ ଧୋତି ଲଗାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।

Exam Affect Due To Pandian Visit
ପାଣ୍ଡିଆନଙ୍କ ଗସ୍ତ, ପରୀକ୍ଷା ବେଳେ ବଜାଇଲେ ଡିଜେ

ଅଧ୍ୟାପକ ମରୁଡ଼ିକୁ ନେଇ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସର ବିରୋଧ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଠାରୁ ୫୦ ମିଟର ଦୂରରେ ଥିଲା କାର୍ଯ୍ୟକ୍ରମ ।

Odisha Politics, BJD
କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍

ଯିଏ ବଡ଼ ମାର୍ଜିନରେ ଜିତିବ, ତାଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି । କଟକ ସଭାରେ ଦଳୀୟ ନେତାଙ୍କୁ ପାଣ୍ଡିଆନଙ୍କ ଏଭଳି ଅଫରକୁ ନେଇ ଜୋରଦାର ଚର୍ଚ୍ଚା।

VK Pandian
ପୁରୀରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ..

ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।

Pandian Target Dharmendra Pradhan
ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ମାଗିଲେ ମାଟି ପାଇଁ ବିକାଶର ହିସାବ

ଏବେ ଆଉ ବିରୋଧୀ ନୁହଁ, ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଆଟାକ୍। ସଭାମଞ୍ଚରେ ଖୋଲା ଖୋଲି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଟାକ୍ କରିଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍।

Pandian Target Dharmendra Pradhan
ଆଉ ବୁଲେଇ ବଙ୍କେଇ ନୁହେଁ ସିଧା ନିଶାନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ମାଗିଲେ ମାଟି ପାଇଁ ବିକାଶର ହିସାବ

ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

VK Pandian
ପାଣ୍ଡିଆନଙ୍କ ପାଦ ପଡ଼ିଥିଲା ବୋଲି ମନ୍ଦିରରେ ଗୋବର ପାଣି ସିଞ୍ଚିଲେ ସେବାୟତ !

ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ । ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

Kamiya Jani controversy
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ବିବାଦ, କଳାପାହାଡ଼ ସରକାର କହି ପୁଣି ଟାର୍ଗେଟ୍ କଲା ବିଜେପି

ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।

vk pandian
ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ! ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ବୁହାଯାଉଛି ଲୋକ

ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା ।

Politics heats up over Kamiya Janis entry inside Puri Srimandir
ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦରେ ବଢ଼ୁଛି ସରକାରଙ୍କ ଅଡ଼ୁଆ

ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି କଂଗ୍ରେସ। ଦଳ କହିଛି ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ସେବନ ପାଇଁ କାହିଁକି ଡକାଗଲା ? ଏଥିପାଇଁ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ। ଯାହାର ଜବାବ୍ ରଖିଛି ବିଜେଡି।