ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି ଏକ କୁନି ଝିଅର ଭିଡିଓ । ଏଥିରେ ଜଣେ ମାଆ ତାଙ୍କ କୁନି ଝିଅକୁ ଏକ ବ୍ୟାଗ୍ରେ ଘରକୁ ଆଣୁଥିବାର ଦେଖାଯାଉଛି। ଏହି ଭିଡିଓଟି ଦେଖିଲେ ଆପଣଙ୍କ ଦିନ ବି ପୂରା ମସ୍ଗୁଲ୍ ହୋଇଯିବ।
ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଚାପୁଡ଼ା । ବିନାମ ବନ୍ଦରରୁ ଭାଇରାଲ ହେଲା ଭିଡିଓ । ଦେଶର ପ୍ରଥମ ନାଗରିକ ବିଶ୍ୱ ସାମ୍ନାରେ ହେଲେ ବେଜିତ୍ । ଏ ଭିଡିଓକୁ ଦେଖି ବେଶ୍ ଅନୁଭବ କରିପାରୁଥିବେ ସେତେବେଳେ ରାଷ୍ଟ୍ରପତିଙ୍କ ଅବସ୍ଥା କିପରି ହୋଇଥିବ ।
ବ୍ରିଗେଟଙ୍କ ମୁହଁ ଭିଡିଓରେ ଦିଶୁ ନ ଥିଲା। ତେବେ ବିମାନରୁ ଓହ୍ଲାଇବା ପରେ ମାକ୍ରନ ଓ ବ୍ରିଗେଟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ସ୍ପଷ୍ଟ ହୋଇଥିଲା। ଉଭୟ ସିଡିରେ ଅଲଗା ଅଲଗା ଓହ୍ଲାଇଥିଲେ। ଏପରିକି ଫଟୋ ଉଠାଇବା ପୂର୍ବରୁ ମାକ୍ରନ ତାଙ୍କ ହାତ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ରିଗେଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଅଫିସ୍ରେ ଜଣେ ବ୍ୟକ୍ତି ନିଜ କାମରେ ବ୍ୟସ୍ତ ଥିଲେ। ଠିକ୍ ଏହି ସମୟରେ ସେ ତାଙ୍କ ଡେସ୍କ ତଳେ ଏହି ବିରାଟ ସାପଟିକୁ ଦେଖିବାକୁ ପାଇଲେ। ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଖୁବ୍ ଜୋର୍ ଭାଇରାଲ୍ ହେବାରେ ଲାଗିଛି ଆଉ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି।
ଆଜିକାଲି ବିବାହ ସମୟରେ ଫାୟାର୍ ଗନ୍ରୁ ଅଗ୍ନିର ଫୁଆରା ସ୍ପ୍ରେ କରିବା ଏକ ସାଧାରଣ ହୋଇଗଲାଣି । କିନ୍ତୁ କେତେବେଳେ ଏହି ଫାୟାରଗନ୍ ଏଭଳି ଏକ ସୁଖର ମାହୋଲଙ୍କୁ ମଧ୍ୟ ବେକାର କରିଦିଏ ତାହା କେହି ଜାଣନ୍ତି ନାହିଁ । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ।
ନିକଟରେ କଙ୍ଗନା ଶର୍ମା ଏକ ଫ୍ରଣ୍ଟ କଟିଂ ବୋଲ୍ଡ ପୋଷାକ ପିନ୍ଧି ପାପାରାଜିଙ୍କ ସାମ୍ନାରେ ଦେଖାଦେଇଛନ୍ତି। କିନ୍ତୁ ଏଥର ଲୋକମାନେ କଙ୍ଗନାଙ୍କ ଲୁକ୍ ପସନ୍ଦ କରି ନାହାନ୍ତି। ସେମାନେ ତାଙ୍କୁ ଯାଛାତା’ କରି କହୁଛନ୍ତି।
କ୍ୟାମେରାରେ କଏଦ ହୋଇଛି ଏକ ବିଶାଳ ବାଘ। ଏହି ବାଘର ଆକାର ଏତେ ବଡ଼ ଯେ ଲୋକମାନେ ଏହାକୁ ସବୁଠାରୁ ବଡ଼ ବାଘ ବୋଲି ଭାବୁଛନ୍ତି। ଭିଡିଓରେ ବାଘକୁ ଏକ ଜିପ୍ ସହିତ ତୁଳନା କରାଯାଇଛି, ଯାହାଦ୍ୱାରା ଏହାର ବିଶାଳତାକୁ ଅନୁମାନ କରାଯାଇପାରିବ।
ଜଣେ କନ୍ୟା ବିବାହ ମଣ୍ଡପରେ ପହଞ୍ଚିବା ପରେ ଶେଷ ମୁହୂର୍ତ୍ତରେ ଏପରି ନିଷ୍ପତ୍ତି ନେଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି କାହାଣୀଟି ଏକ ଫିଲ୍ମ କାହାଣୀ ପରି ମନେହେଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ବାସ୍ତବ।
ମହଙ୍ଗା ପଡ଼ିଲା ଉତ୍ପାତ । ଜାମିନ ମିଳିବାର କେଇ ଘଣ୍ଟା ପରେ ପୁଣିଥରେ ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ଟେକି ନେଲା ପୋଲିସ । ଜାମିନ ପାଇବା ପରେ ଜେଲରୁ ରୋଡ୍ ସୋ କରି ଫେରିଥିଲେ ଅଭିଯୁକ୍ତ ।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଛୋଟ ଭୁଲ ଯୋଗୁଁ ଝିଅଟିର ଜୀବନ ଚାଲିଯାଇଥାନ୍ତା। ଏପର୍ଯ୍ୟନ୍ତ ଯେଉଁମାନେ ଏହି ଭିଡିଓଟି ଦେଖିଛନ୍ତି ସେମାନେ ଏହାକୁ ବହୁତ ସମାଲୋଚନା କରୁଛନ୍ତି।
ଭାରତ ସିନ୍ଧୁ ଜଳଚୁକ୍ତି ବାତିଲ କରିବା ନେଇ ପାକିସ୍ତାନ ସେନା ଅଧିକାରୀ ଆତଙ୍କୀ ହାଫିଜ ସଇଦର ଭାଷାରେ ଭାରତକୁ ଧମକ ଦେଇଛନ୍ତି । ତମେ ଆମକୁ ପାଣି ରୋକିଲେ, ଆମେ ତମ ନିଃଶ୍ୱାସ ରୋକିଦେବୁ ବୋଲି ସେ କହିଛନ୍ତି ।
କନ୍ନଡ ବନାମ ହିନ୍ଦୀ । ରଣକ୍ଷେତ୍ର ପାଲଟିଲା ଏସବିଆଇ ବ୍ରାଞ୍ଚ । ଗ୍ରାହକ କହିଲେ କନ୍ନଡ କୁହ । 'ମୋତେ କନ୍ନଡ ଆସେନି, ଏଇଟା ଭାରତ'... ଏତିକି କହିବାରୁ SBI ବ୍ରାଞ୍ଚ ମ୍ୟାନେଜରଙ୍କ ହେଲା ବଦଳି । ସୋସିଆଲ ମିଡିଆର ଭିଡିଓ ଭାଇରାଲ
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ଆପଣ ହସି ହସି ଗଡିବେ। ଏହି ଭାଇରାଲ ଭିଡିଓରେ, ଦେଖିବାକୁ ମିଳୁଛି ଯେ, ଏକ ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା ପାଇଁ ପୁଅଟି ନିଜ ଜିନ୍ସରେ ନିଆଁ ଲଗାଇ ଏକ ଇଂରାଜୀ ଗୀତର ତାଳେ ତାଳେ ନାଚିବା ଆରମ୍ଭ କରନ୍ତି। ଆଉ ତା’ ପରେ…
ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ସାପର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକଙ୍କ ଶ୍ୱାସ ମଧ୍ୟ ଅଟକି ଯାଉଛି। ଖାଲି ଶ୍ୱାସ ଅଟକି ଯିବନି କଲିଜା ମଧ୍ୟ ହଲିଯିବ। ଏହି ଆଶ୍ଚର୍ଯ୍ୟଜନକ ଭାଇରାଲ ଭିଡିଓରେ, ଏକ ବିରାଟ ଅଜଗର ସାପ କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବାର ଦେଖାଯାଏ
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏକ ଛୋଟ ପିଲାର କରୁଣ ଭିଡିଓ। ପିଲାଟି ହାତରୁ ମାଙ୍କଡ ରୁଟି ଛଡାଇ ନେଉଛି। ପିଲାଟି ଡରିକି କାନ୍ଦୁଛି। ବାପାର କିନ୍ତୁ କଠୋର ହୃଦୟ। ସୁରକ୍ଷା କରିବା ବଦଳରେ କରୁଛନ୍ତି ଭିଡିଓ।
ବୟସ କେବଳ ଏକ ସଂଖ୍ୟା ବୋଲି ଜଣେ ଜେଜେବାପା ଏହାର ପ୍ରମାଣ ଦେଇଛନ୍ତି। ସେ ଫୋର୍ଡ ମୁଷ୍ଟାଙ୍ଗ କାର୍କୁ ଧୂଆଁରେ ପରିଣତ କରିଦେଇଛନ୍ତି। ଦେଖନ୍ତୁ ତାଙ୍କର ଏହି ଷ୍ଟଣ୍ଟ୍।
ମୋ ସ୍ତ୍ରୀ ହେଉଛି ପାକିସ୍ତାନୀ ଗୁପ୍ତଚର । ମାସୁଦ ଆଜହର ତାକୁ ଇମେଲ୍ କରୁଛି । ସରକାର ତୁରନ୍ତ ତାକୁ ବାହାର କର । ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି ବୋଲି କହୁଛନ୍ତି ।
୨ ବର୍ଷର ଝିଅକୁ ସାଙ୍ଗରେ ନେଇ ଘରକୁ ଘର ବୁଲୁଥିଲେ ଡେଲିଭରୀ ଏଜେଣ୍ଟ । କାରଣ ପିଲାଟିର ଦେଖାଶୁଣା କରିବାକୁ ଘରେ କେହିନଥିଲେ । ଏହି ସମୟର ଫଟୋ ଭାଇରାଲ ହେବା ପରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଏବେ ଆମାଜନ ଜଙ୍ଗଲରେ ଆଉ ଏକ ବିଶାଳ ଆନାକୋଣ୍ଡା ଦେଖାଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଆମାଜନ ଜଙ୍ଗଲରେ ନିର୍ମିତ ଏକ କେନାଲରେ ହେଲିକପ୍ଟରରୁ ଏହି ବିଶାଳ କଳା ଆନାକୋଣ୍ଡାକୁ ଦେଖାଯାଉଛି।
ଯେତେବେଳେ ଜାଭେଦଙ୍କୁ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ପ୍ରତିକ୍ରିୟା ଦେବାକୁ ପଚରାଗଲା, ସେ ପାପାରାଜୀଙ୍କ ଉପରେ ରାଗିଗଲେ। ସେ କହିଛନ୍ତି ଯେ ସେ ଏ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ। ଏହି ଭିଡିଓକୁ ନେଇ ନେଟିଜେନ୍ମାନେ ମଧ୍ୟ ଦୁଇ ଭାଗ ହୋଇଛନ୍ତି।
ଏବେ ପୁଣି ଥରେ ମୋନାଲିସା ପାପାରାଜୀଙ୍କ କ୍ୟାମେରାରେ କଏଦ ହୋଇଛନ୍ତି। ଭାଇରାଲ୍ ଗାର୍ଲ ଏକ ଏମ୍ବ୍ରୋଡେରୀ ନୀଳ ସୁଟ୍ ପିନ୍ଧିଥିବାର ନଜର ଆସନ୍ତି। ମୋନାଲିସାଙ୍କ ମୁହଁରେ ବହୁତ କମ୍ ମେକଅପ୍ ଅଛି। ଏଥିରେ ମୋନାଲିସାଙ୍କ ଷ୍ଟାଇଲ୍, ସ୍ମାଇଲ୍ ଆଉ ସ୍ୱାଗ୍ ଦେଖିଲେ ବଡ ବଡ ହିରୋଇନ୍ମାନେ ବି ଫିକା ପଡିଯିବେ।
ମହିଳା ପ୍ରିନ୍ସିପାଲ ଏବଂ ମୈନଗାଓଁର ଲାଇବ୍ରେରିଆନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତା’ପରେ ଯାହା ହେଲା ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ଆପଣ ନିଶ୍ଚିତ କହିବେ ଏହା ବିଦ୍ୟାଳୟ ନା ଆଖଡାଶାଳ।
ସୋସିଆଲ୍ ମିଡିଆରେ ଆଶ୍ଚର୍ଯ୍ୟ କରୁଛି ଏକ ଭାଇରାଲ୍ ଭିଡିଓ। ଜଣେ ବୃଦ୍ଧଙ୍କ ହାତରେ ୬ଟା ଗୋଲ୍ଡେନ୍ ଘଣ୍ଟା ଆଉ ପକେଟ୍ରେ ଅଛି ୧୨ଟି ଗୋଲ୍ଡେନ୍ ପେନ୍। ଏହି ବୃଦ୍ଧ ବ୍ୟକ୍ତିଙ୍କୁ ବସ୍ରେ ଯାତ୍ରା କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିବେ ଯେ ଏକ କାର୍ ଏପରି ସ୍ଥାନରେ ଝୁଲି ରହିଛି ଯେଉଁଠାରେ ଏହା ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।
ପହଲଗାମର ବୈସରନ୍ ଘାଟିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ହମଲାର ଦୁଇ ଦିନ ପରେ ଘଟଣାସ୍ଥଳରେ ପଡିଛି ପର୍ଯ୍ୟଟକଙ୍କ ଚପଲ ।