ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ଚୋର କହି ବିଚ୍ ରାସ୍ତାରେ ନଗ୍ନ ଅବସ୍ଥାରେ ବୁଲାଯାଉଥିବାର ଦେଖିବାକୁ ମିଳିଛି ।
ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ ଆଜ୍ଞା...ନେହୁରା ହୋଇ ପୋଲିସ୍ ବାବୁଙ୍କୁ ବାରମ୍ବାର କହି ଚାଲିଥିଲେ ବ୍ୟକ୍ତି ଜଣକ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପୋଲିସ୍ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍ ପଡ଼ିନଥିଲା।
ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍ ରିଜର୍ଭ ଜଙ୍ଗଲରେ ହାତୀ ଆକ୍ରମଣ । ଜୀବନ ବଞ୍ଚାଇବା ପାଇଁ ଦୌଡିଲେ ଗାଇଡ୍ । ତେବେ ଏଭଳି ଅଭାବନୀୟ ଘଟଣା କ୍ରୁଗ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଛି । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି କୁନି ଝିଅ। ‘ମାନିକେ ମାଗେ ହିତେ’ ଗୀତରେ ଏମିତି ନାଚୁଛି ଯେ ସମସ୍ତଙ୍କ ହୃଦୟ କିଣିବାକୁ ବାଧ୍ୟ ହେଉଛି। ଆପଣ ବି ଯଦି ଦେଖିବେ ଚକିତ ହୋଇ ରହିଯିବେ।
ଜୁଗ୍ନୁ ଆହ୍ୱାନକୁ ଗ୍ରହଣ କରି ବାଦଶାହ ଗୀତରେ ଧୂଆଁଧାର ନାଚିଲେ ଡାକ୍ତରୀ ଛାତ୍ରୀ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେଉଥିବା ବେଳେ ଅନେକ ପ୍ରଶଂସା ସାଉଁଟିଛି।
ପିଲାଟିର କଟିଯାଇଥିଲା ହାତ। ଡାକ୍ତର ଲଗେଇଦେଲେ ନୂଆ ହାତ। ନୂଆ ହାତ ଦେଖି ପିଲାଟିର ଖୁସି କହିଲେ ନ ସରେ। ଆପଣ ବି ଦେଖି ଖୁସି ହୋଇଯିବେ।
ପଶୁମାନେ ବି ଭଲ ବନ୍ଧୁତା କରିପାରନ୍ତି। ସୋସିଆଲ ମିଡିଆରେ ପଶୁମାନଙ୍କର ପରସ୍ପର ପ୍ରତି ପ୍ରେମର ଅନେକ ଭିଡିଓ ଭାଇରାଲ ହେବା ଆପଣ ଦେଖିଥିବେ। ଏବେ ଭାଇରାଲ ହେଉଥିବା ବିଲେଇ ଓ ମାଙ୍କଡଙ୍କ ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଅନ୍ଧକାରରୁ ବାଟ ଦେଖେଇଥାନ୍ତି ଗୁରୁ। ଯଦି ଗୁରୁ ପଥଭ୍ରଷ୍ଟ ହୁଅନ୍ତି ତେବେ ଭବିଷ୍ୟତ ଅନ୍ଧାରକୁ ଯିବା ହିଁ ଥୟ। ତେବେ ଜାଣନ୍ତୁ ଏଭଳି ଜଣେ ଗୁରୁଙ୍କ ବିଷୟରେ।
ବଲିଉଡ୍ ଗୀତରେ ପାଗଳ ହୋଇଛନ୍ତି ଆଫ୍ରିକାର ଏହି ଭାଇ-ଭଉଣୀ ଯୋଡି। ବଲିଉଡ ଗୀତରେ ଏମିତି ଅଭିନୟ କରୁଛନ୍ତି ଯେ ସବୁ ଭାରତୀୟ ଏବେ ସେମାନଙ୍କ ପ୍ରେମରେ।
ଯେଉଁ ବୟସରେ ଲୋକେ ଶେଯ ଧରନ୍ତି ସେହି ବୟସରେ ଆରମ୍ଭ ହୋଇଛି ପାଠ ପଢା। ୮୧ ବର୍ଷରେ ବୃଦ୍ଧା ଯାଉଛନ୍ତି ସ୍କୁଲ୍। ମନଦେଇ ପଢୁଛନ୍ତି ପାଠ। ନିଜର ସ୍ୱପ୍ନ ପୂରଣ କରି ଦୁନିଆ ପାଇଁ ହୋଇଛନ୍ତି ପ୍ରେରଣାର ଉତ୍ସ।
ଗୋଟିଏପଟେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟପଟେ ଖାଇବାରେ ବ୍ୟସ୍ତ ଥିଲେ ଅତିଥି। ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରରେ ଏକ ମ୍ୟାରେଜ୍ ହଲ୍ରେ ଏହି ଘଟଣା ଘଟିଥିଲା।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛନ୍ତି ମାୟାବୀ ନାରୀ। ପୌରାଣିକର କାହାଣୀ ପରି ସେ ବି ନିମିଷକେ ବଦଳେଇ ଦେଇ ପାରୁଛନ୍ତି ନିଜ ରୂପ। ଆପଣ ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ।
ଆନ୍ଧ୍ରପ୍ରଦେଶ ପୋଲିସ ନିଜର ଅଫିସିଆର ଟ୍ୱିଟର ହ୍ୟାଣ୍ଡେଲରେ କୋମଳମତି ପିଲାଙ୍କ ଏହି ଅଭିଯୋଗର ଭିଡିଓ ସେୟାର କରିଛି । ଭିଡ଼ିଓରେ ଚେକ୍ ସାର୍ଟ ପିନ୍ଧିଥିବା ଜଣେ ପିଲା ସବୁଜ ସାର୍ଟରେ ଥିବା ପିଲା ଆଡ଼କୁ ଅଙ୍ଗୁଳି ଦେଖାଉଛି । ଏହି ସାଙ୍ଗ ମୋ ବିନା ଅନୁମତିରେ ପେନସିନ୍ ନେଇଯାଉଛି ବୋଲି କହିଛି
ପିଲାର ପାଠ ପଢ଼ିବାର ଇଚ୍ଛା ଅଛି, ହେଲେ ମଦ ନିଶାରେ ଟଙ୍କା ଉଡ଼ାଉଥିବା ବାପା ସେକଥା ବୁଝୁନି । ସତରେ ଏମିତି ବାପା ଥିଲେ ପୁଅ ପାଠ କ’ଣ ପଢ଼ିବ ?
ଈଶ୍ୱର ସିନା ଦେଇନାହାନ୍ତି ଦୃଷ୍ଟିଶକ୍ତି ହେଲେ ଦେଇଛନ୍ତି ସୁରିଲା ସ୍ୱର। ଭାଇରାଲ ହେଉଛି ଏହି ପିଲା ବୋଲିଥିବା ଭିଡିଓ।
ସ୍କୁଲ୍ ଟଏଲେଟ୍ ଭିତରେ ଏକ ଗୁପ୍ତ କୋଠରୀ ଥିବା ଜଳେ ଛାତ୍ର ଦେଖିବାକୁ ପାଇଥିଲେ। ଏହା ସୁଡଙ୍ଗ ଭଳି ଦେଖାଯିବାରୁ ଏହାକୁ ଦେଖି ସେ ଡରିଯାଇଥିଲେ।
ଜୀବନ କଟୁଛି ରାସ୍ତା କଡରେ। ଭିକ୍ଷା ମାଗିଲେ ପେଟରେ ପଡେ ଦାନା। କିନ୍ତୁ ତାଙ୍କ ଇଂରାଜୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଏ ଦୁନିଆରେ ଅନେକ ପଶୁପ୍ରେମୀ ଅଛନ୍ତି। ସେମାନେ ପଶୁମାନଙ୍କ ଦୁଃଖ ଦେଖି ସହିପାରନ୍ତି ନାହିଁ। ସେମାନଙ୍କ ସେବା କରନ୍ତି। ନିକଟରେ ଏଭଳି କିଛି ପଶୁପ୍ରେମୀଙ୍କ ଯୋଗୁଁ ଗୋଟେ କୁକୁର ନୂଆ ଜୀବନ ପାଇବାରେ ସଫଳ ହୋଇଛି।
ଉପାନ୍ତ ଅଞ୍ଚଳ ହେଉ କି ସହର ତଳି ଅଂଚଳ। ସବୁଠି ସବୁବେଳେ ମିଳୁଛି ସ୍ୱାସ୍ଥ୍ୟସେବା। ଏକଥା କହି ବୁଲୁଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଯେମିତି ଘଟିଛି ଏ ବଢିଲା ଝିଅର ବାପା ପାଇଁ। ଗାଡି ଖଣ୍ଡେ ନ ମିଳିବାରୁ କାନ୍ଧରେ ୧୮ ବର୍ଷର ଝିଅକୁ ବସାଇ ପାଦରେ ଚାଲି ଚାଲି ମେଡିକାଲ୍ ବାରଣ୍ଡା ଛୁଇଁଲା ଏ ବାପା...
ଭିଡିଓଟିକୁ ଦେଖିଲେ ଲାଗୁଛି ଯେ, ଗୋଟିଏ କୁକୁର କ୍ରିକେଟ୍ ଖେଳୁଛି । ତେବେ ପୋଷା କୁକୁର କ୍ରିକେଟ୍ ଖେଳିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଠି କୁକୁର ୱିକେଟ୍ କିପିଂ କରୁଛି ଏବଂ ଫିଲ୍ଡିଂ ମଧ୍ୟ କରୁଛି ।
ଏବେ ବି ଉପାନ୍ତ ଅଞ୍ଚଳରେ ହେଉ କି ସହରଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନି । ଲୋକେ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି । ଅନେକ ଗାଁକୁ ଏବେ ପକ୍କା ରାସ୍ତାଟିଏ ନାହିଁ । ବିଦ୍ୟୁତ ଆଲୋକ ଅନେକଙ୍କ ପାଇଁ ଏବେ ବି ସାତସପନ ।
ଆମେ ଦେଖିଛେ ମାନବ ଓ ପଶୁ ମଧ୍ୟରେ ଥିବା ଅତୁଟ ପ୍ରେମ। କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ କୁହାଯାଉଥିବା ବେଳେ ଏବେ କୁକୁର ଓ ଏକ ଶିଶୁକୁ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ କିପରି ଏକ କୁକୁର ଗୁରୁ ସାଜି ଶିଶୁଟିକୁ ଗୁରୁଣ୍ଡେଇବା ଶିଖଉଛି।
ଆମେ ଏଲିୟନ୍ସକୁ ନେଇ ଅନେକ ଗବେଷଣା ପଢିଛେ। ବର୍ତ୍ତମାନ ଏକ ଖବର ଆସିଛି ଯେ କିଛି ଏଲିୟନ୍ସ ଜଣେ ମହିଳାଙ୍କୁ କାବୁ କରି ତାଙ୍କ ଡିମ୍ବାଣୁ କାଢି ନେଇଛନ୍ତି।
ଆପଣ ନିଶ୍ଚିତ ନିଆଁ କିମ୍ବା ମାଟି ଦ୍ୱାରା ଚିକିତ୍ସା ବିଷୟରେ ଶୁଣିଥିବେ। କିନ୍ତୁ କେବେ ଛେଣୀରେ ପ୍ରହାର କରି ଚିକିତ୍ସା କଥା ଶୁଣିଛନ୍ତି କି? ଦେଖନ୍ତୁ ଏହି ଭିଡିଓରେ।
ବୁଲା କୁକୁରଟି ବହୁତ୍ କଷ୍ଟ ପାଉଛି। ଦୀର୍ଘ ଏକ ସପ୍ତାହ ହେବ ଗାଁରେ ଏହି କୁକୁରଟି ବୁଲୁଛି। ମୁହଁଟି ପଶିଯାଇଛି ବୋତଲ ଭିତରେ। ଗାଁ ଲୋକେ ଖୋଲିବାକୁ ବାରମ୍ବାର ଚେଷ୍ଟା କଳାପରେ ବି କିଛି ସୁଫଳ ହେଉନି। ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବଡ଼ବିଲ ଗ୍ରାମର