• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Video

Black salt
ଏମିତି ତିଆରି ହେଉଛି ବ୍ଲାକ୍ ସଲ୍ଟ , ଦେଖିଲେ ଆଖି ବୁଜିଦେବେ...

ଲୋକପ୍ରିୟତା ଦୃଷ୍ଟିରୁ ଭାରତୀୟ ଷ୍ଟ୍ରିଟ୍ ଫୁଡରେ ଏହାର ବହୁଳ ବ୍ୟବହୃତ ହୁଏ । ତେବେ ଆପଣମାନେ ଜାଣନ୍ତି କି ଆମ ସମସ୍ତଙ୍କର ଅତି ପ୍ରିୟ ଏହି ବ୍ଲାକ ସଲ୍ଟ କେମିତି ତିଆରି ହୁଏ ।

Massive fight
ଦିଲ୍ଲୀରେ ଅଭାବନୀୟ ଘଟଣା, କୁକୁରକୁ ନେଇ ତୁମୁଳକାଣ୍ତ

କୁକୁରକୁ ଲିଫ୍ଟରେ ନେବାକୁ ମହିଳା ଜଣକ ଅପେକ୍ଷା କରିଥିଲେ । ଏହା ଦେଖି ଆଇଏଏସ ଅଫିସର ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ ।

kangana ranaut request fans to watch tejas in theatres
ଚାଲୁନି ‘ତେଜସ୍’; ହଲ୍‌କୁ ଯାଇ ଫିଲ୍ମ ଦେଖିବାକୁ ନେହୁରା ହେଲେ କଙ୍ଗନା

କଙ୍ଗନା ରାଣାୱତଙ୍କ ‘ତେଜସ୍’ ପ୍ରେକ୍ଷାଳୟକୁ ଆସିବାର ୨ ଦିନ ହୋଇଗଲା। ଫିଲ୍ମ ଭଲ ଚାଲୁନି। ଏହା ଦେଖି କଙ୍ଗନା ଭାଙ୍ଗିପଡିଛନ୍ତି। ଦର୍ଶକଙ୍କ ପାଖରେ ନେହୁରା ହୋଇ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।

bear attacks security guard inside resort
Viral Video: ଭାଲୁର ପଞ୍ଚ୍‌ରେ ଛିଟିକି ପଡିଲେ ସୁରକ୍ଷାକର୍ମୀ

ଏକ ରିସୋର୍ଟର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଭାଲୁକୁ କିଛି ଦିନ ଧରି ଖୋଜାଖୋଜି ପରେ ହତ୍ୟା କରାଯାଇଛି। ଏହି ଦୁର୍ଘଟଣାଜନିତ ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭାଲୁ କିପରି ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ​​ତାହା ଦେଖିବାକୁ ମିଳିଛି।

Helicopter
ଆକାଶରୁ ବର୍ଷା ହେଲା ଟଙ୍କା

ଆକାଶରୁ ବିଡ଼ା ବିଡ଼ା ନୋଟର ବର୍ଷା । ନକଲି ନୁହେଁ, ପୁଣି ସବୁଗୁଡ଼ା ଅସଲି । ହେଲିକପ୍ଟରରୁ ଉଡ଼ୁଛି ଟଙ୍କା । ସେ ବି ୧୦୦ କି ୨୦୦ ନୁହେଁ, ୧୦ ଲକ୍ଷ ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କା । ବିଶ୍ବାସ ନହେଲେ ବି କଥାଟି ସତ ।

Viral Video
Viral Video: ପ୍ରେମିକାର ମୋବାଇଲ୍ ରିଜାର୍ଜ କରି ଋଣରେ ବୁଡିଲେ ଯୁବକ, ଲେଖିଲେ ଗୀତ

କୁହାଯାଏ ଯେ ପ୍ରେମର କଥା କେବେ ଶେଷ ହୁଏ ନାହିଁ। ବେଳେବେଳେ କିନ୍ତୁ ଦୀର୍ଘ ଦିନ ପ୍ରେମ ହେତୁ ଏହା ପଛରେ ଥିବା ବିଲ୍ ମୁଣ୍ଡବ୍ୟଥାର କାରଣ ହୋଇଯାଏ। ନିକଟରେ ସୋସିଆଲ ମିଡିଆରେ ଜଣେ ପ୍ରେମୀ ପାଗଳ ନିଜର ଯନ୍ତ୍ରଣାକୁ ପ୍ରକାଶ କରି ଭାଇରାଲ ହେଉଛନ୍ତି।

PAKvsAFG
ଫସର ଫାଟିଲା ସବୁ ରଣନୀତି, ବିଶ୍ବକପରୁ ଆଉଟ ହେବ ବାବର ବାହିନୀ

ବାହାସ୍ଫୋଟ ମାରୁଥିଲେ । ଭାରତରେ ଭାରତକୁ ହରାଇବେ ପୁଣି ବିଶ୍ବକପ ଜିତିବେ । କିନ୍ତୁ ସବୁ ଫସର ଫାଟିଗଲା ।

Kajol almost falls off durga puja pandal
Viral Video: ଅଭିନେତ୍ରୀ କାଜୋଲଙ୍କ ସହ ଅଘଟଣ; ଦୁର୍ଗା ପୂଜା ମଞ୍ଚରୁ ଗଳିପଡିଲେ

ଅଭିନେତ୍ରୀ କାଜୋଲଙ୍କ ସହ ଘଟିଲା ଏମିତି ଅଘଟଣ। ଦୁର୍ଗା ପୂଜା ସମୟରେ କାଜୋଲଙ୍କ ସହ ଏମିତି କିଛି ଘଟିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଦେଖନ୍ତୁ….

Student Beat Teacher
ପରୀକ୍ଷା ହଲ୍‌ରେ କପି ଧରିଲେ ସାର୍‌; ମନା କରିବାରୁ ନିର୍ଧୂମ ଛେଚା ଖାଇଲେ

ଲ’ ପରୀକ୍ଷା ଚାଲୁଥିବା ବେଳେ ଜଣେ ମହିଳା କପି କରୁଥିବାର ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଦେଖିଥିଲେ । ସେ ତାଙ୍କୁ ବାରଣ ବି କରିଥିଲେ । ଏହାପରେ ଆରମ୍ଭ ହେଲା ହାଇଡ୍ରାମା ।

king cobra
ଅନଲାଇନ ଦୁନିଆର ହୃଦୟହୀନ ଦୃଶ୍ୟ, ଭିୟୁଜ୍ ପାଇଁ ବାଜିରେ ଲାଗୁଛି ଜୀବନ

ସାପର ଚୋଟରେ ମଇଁଷିର ମୃତ୍ୟୁ ହେବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ବେ ବ୍ୟକ୍ତିଙ୍କର ଏପରି ଉଦାସୀନତା ଗ୍ରହଣୀୟ ହୋଇ ପାରୁନାହିଁ । ବାରମ୍ବାର ସାପଟି ଚୋଟ ମାରିବାକୁ ପ୍ରୟାସ କରୁଛି, ଏହା ସତ୍ତ୍ବେ ମଇଁଷିଟି ନିଜକୁ ବଞ୍ଚାଇ ପାରିଛି । ଏହି ମୁକାବିଲାରେ କ୍ୟାମେରା ପଛରେ ଥିବା ବ୍ୟକ୍ତିଙ୍କ ଆଚରଣ ନେଟିଜେନ ମାନଙ୍କୁ କ୍ଷୁବ୍ଧ କରିଛି । ଉକ୍ତ ବ୍ୟକ୍ତିଙ୍କ ଆଚରଣ ନେଇ ପ୍ରବଳ ମାତ୍ରାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁଜର୍ସ ।

Trishakti
ସିକ୍କିମ ଫ୍ଲାସ ଫ୍ଲଡ ପରେ ଚାଲିଛି ରେସ୍କ୍ୟୁ ଅପରେସନ, ଦେଖନ୍ତୁ ଆଖି ବୁଜି ହେଲା ଭଳି ଭିଡିଓ...

ଭାରତୀୟ ସେନାର ତ୍ରିଶକ୍ତି କୋର ଦେଖାଉଛି ପରାକ୍ରମ । ବିଛିନ୍ନ ଅଞ୍ଚଳକୁ କରାଯାଉଛି ଯୋଗାଯୋଗ ।

Congress MLA
ଗୋଡ଼ ତଳେ ପଡ଼ି ନେହୁରା ହେଲେ, ଗୋଇଠା ଖାଇଲେ

କଂଗ୍ରେସ ବିଧାୟକଙ୍କୁ ଅଭିଯୋଗ ଶୁଣାଇବାକୁ ଯାଇଥିଲେ ଚାଷୀ । ସହାୟତା ବଦଳରେ ଚାଷୀଙ୍କ ପଗଡ଼ିକୁ ଲାତ ମାରିଲେ କଂଗ୍ରେସ ବିଧାୟକ ।

Israel Palestine Conflict
ହମାସ ଆତଙ୍କୀଙ୍କ କବଜାରେ ଇସ୍ରାଏଲ୍‌ ତରୁଣୀ; ଚିତ୍କାର କରି କହୁଛନ୍ତି, ମତେ ବଞ୍ଚାଅ..

ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଛି ଏକ ଭିଡିଓ । ଯେଉଁଥିରେ ଯୁବତୀ ଜଣକ ଚିତ୍କାର କରି କହୁଛନ୍ତି ‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’।

Elevator
ଲିଫ୍ଟ ଭିତରୁ କୁନି ଝିଅର କାନ୍ଦ.. ହେ ଭଗବାନ, ମୋତେ ବଞ୍ଚାଅ...

୨୦ ମିନିଟ୍ ପରେ ଲିଫ୍ଟଟି ହଠାତ୍ ଖୋଲିବା ପରେ ଝିଅଟି ବାହାରକୁ ଆସିଥିଲା । 

Makeshift bridge washed away due to rain in West Bengal
ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବାଉଁଶ ପୋଲ, ନଦୀର ପ୍ରଖର ସୁଅରେ ହୋଇଗଲା ୨ ଖଣ୍ଡ...

ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବିରାଟ ବାଉଁଶ ପୋଲ । ନଈର ପ୍ରଖର ସୁଅରେ ଦୁଇ ଖଣ୍ଡ ହୋଇଗଲା ହାତ ତିଆରି ସେତୁ।

urfi javed secretly engaged roka ceremony photo viral
Urfi Javed: ଲୁଚିଛପି ଏନ୍‌ଗେଜ୍‌ମେଣ୍ଟ୍ କରିନେଲେ କି ଉର୍ଫି ଜାଭେଦ… କିଏ ଏହି ମିଷ୍ଟ୍ରୀ ମ୍ୟାନ୍…

ଆଜିକାଲି ଉର୍ଫି ତାଙ୍କ ପୋଷାକ ପାଇଁ ନୁହେଁ, ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଖବର ହେଉଛି ଯେ ଉର୍ଫି ଲୁଚିଛପି ଏନ୍‌ଗେଜ୍‌ମେଣ୍ଟ୍ କରିନେଇଛନ୍ତି। ତେବେ କିଏ ସେହି ପୁରୁଷ ଜାଣିବା ପାଇଁ ଲୋକଙ୍କ ମନରେ ବଢୁଛି ଉତ୍କଣ୍ଠା।

handicapped person playing drum with artificial limbs
Viral Video: ବାପା ହେବା ସହଜ ନୁହେଁ; ଏହି ଭିଡିଓ ଆପଣଙ୍କ ଆଖିକୁ କରିଦେବ ଛଳଛଳ

ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…

Farmer Takes An Audi To Sell Vegetables At Roadside Market
Viral Video: ଅଡି କାର୍‌ରେ ଆସି ରାସ୍ତାକଡ଼ରେ ଶାଗ ବିକ୍ରି କରୁଛନ୍ତି ଏହି ଚାଷୀ...

ଅଡି କାର୍‌ରେ ଆସି ପରିବା ବିକ୍ରି କରୁଛନ୍ତି ଚାଷୀ। ଏମିତି ଜଣେ ଚାଷୀଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

two brothers
‘ବେପାର କଲେ ପାଠ ପଢିବୁ’

ସକାଳୁ ସ୍କୁଲ ଯାଉଛନ୍ତି । ସଂଜ ହେଲେ ଦୋକାନ ଖୋଲୁଛନ୍ତି । ଯେତିକି ଯାହା ରୋଜଗାର ହେଲା ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଦୁଇ ଭାଇ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Aamir Khan ex-wife Reena Dutta
ପୁଣି ଏକାଠି ଫଟୋ ପୋଜ୍‌ ଦେଲେ ଆମିର ଓ ରିନା, ଭାଇରାଲ ହେଲା ଭିଡିଓ..

ଆମିର ଓ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତା ମୁମ୍ବାଇରେ ଫିଲ୍ମ ନିର୍ମାତା ମନସୁର ଖାନ୍‌ଙ୍କ ପୁସ୍ତକ ‘ଦ ଷ୍ଟୋରୀ ଅଫ୍‌ ଅଲଟିମେଟ୍‌ ମାଇଥ୍‌’ ପ୍ରକାଶନରେ ଏକାଠି ହୋଇଛନ୍ତି ।

Couple Kisses On Bike
ପ୍ରେମରେ ପାଗଳ ପ୍ରେମୀଯୁଗଳ; ଚଳନ୍ତା ବାଇକରେ ପ୍ରେମିକାକୁ ବୁଲି ପଡ଼ି କିସ୍‌ କରୁଥିଲେ, ଫାଇନ୍‌ ଗଣିଲେ

ମୁଣ୍ତରେ ହେଲମେଟ୍‌ ନାହିଁ କି ଗାଡ଼ି ଚଳାଇଲା ବେଳେ ଆଗକୁ ଦେଖୁ ବି ନାହାନ୍ତି । ଆଖି ପଲକ ପଡ଼ିଲେ ଦୁର୍ଘଟଣା ଘଟିବ । ପ୍ରେମ ନିଶା ଏତେ ଯେ ଚଳନ୍ତା ବାଇକ୍‌ରେ ବୁଲି ପଡ଼ି ପ୍ରେମିକାକୁ କିସ୍‌ ଦେଉଥିଲେ, ମୋଟା ଅଙ୍କର ଫାଇନ୍‌ ଗଣିଲେ ।

Virat Kohli
ବିରାଟଙ୍କ ଏ କି ରୂପ ! ଡେଇଁ ଡେଇଁ ଆସିଲେ, ଦର୍ଶକ ଦେଖି ହସିଲେ..

ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।

River of red wine flows through Portuguese town
ରାସ୍ତାରେ ବହିଲା ମଦ..ଭାଇରାଲ ହେଲା ଭିଡିଓ

ଥିଲା ଥିଲା....ରାସ୍ତାରେ ରେଡ୍‌ ୱାଇନ୍‌ ବର୍ଷା ହେଲା । ହଠାତ୍‌ ଏତେ ମାତ୍ରାରେ ମଦ ଆସିଲା କେଉଁଠୁ ? ଭାଇରାଲ ହେଲା ଭିଡିଓ

Wine Viral Video
ରାସ୍ତାରେ ବୋହିଲା ମଦ..ଭାଇରାଲ ହେଲା ଭିଡିଓ

ଥିଲା ଥିଲା....ରାସ୍ତାରେ ନାଲି ୱାଇନ୍‌ ବର୍ଷା ହେଲା । ହଠାତ୍‌ ଏତେ ମାତ୍ରାରେ ମଦ ଆସିଲା କେଉଁଠୁ ? ଭାଇରାଲ ହେଲା ଭିଡିଓ

Red Wine Viral Video
ଏହି ସହରରେ ପାଣି ସୁଅ ପରି ରାସ୍ତାରେ ଭାସିଲା ରେଡ୍‌ ୱାଇନ୍‌, ଭାଇରାଲ୍‌ ହେଉଛି ଭିଡିଓ...

ମଦରେ ବୁଡ଼ିଗଲା ରାସ୍ତା। ପାଣି ସୁଅ ପରି ରାସ୍ତାରେ ବହିଲା ରେଡ୍‌ ୱାଇନ୍‌। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌