ଉର୍ଫି ଅନେକ ଲୋକପ୍ରିୟ ଟିଭି ସିରିଏଲର ଏକ ଅଂଶ ହୋଇସାରିଛନ୍ତି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ, ଏମିତି କ’ଣ ହେଲା ଯେ ଉର୍ଫି ଛୋଟ ପରଦାରୁ ନିଜକୁ ଦୂରେଇ ଦେଲେ ଏବଂ ଆଜି ପର୍ଯ୍ୟନ୍ତ ଫେରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ପୁରା କାହାଣୀ କ’ଣ…
ସୋସିଆଲ ମିଡିଆ ସେନ୍ସେସ୍ ଉର୍ଫି ଜାଭେଦ ପୁଣିଥରେ ତାଙ୍କ ଚେହେରା ଦ୍ୱାରା ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବ। ତାଙ୍କ ପ୍ରଶଂସକମାନେ ତ ଭାବୁଛନ୍ତି ସେମାନେ ବୋଧହୁଏ ସ୍ୱପ୍ନ ଦେଖୁଛନ୍ତି।
ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ହୁହନ୍ତି। ତେବେ ଏଥର ଉର୍ଫି ତାଙ୍କ ଚେହେରା କାରଣରୁ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି।
ସବୁବେଳେ ଖବରରେ ରହୁଥିବା ଉର୍ଫି ଜାଭେଦଙ୍କ ଲାଷ୍ଟ୍ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ତାଙ୍କର କୌଣସି ଅଜବ ଗଜବ ଫ୍ୟାସନ ନୁହେଁ ବରଂ ତାଙ୍କୁ ଗିରଫ କରାଯାଉଥିବା ଦେଖିବାକୁ ମିଳିଛି।
ଆଜିକାଲି ଉର୍ଫି ତାଙ୍କ ପୋଷାକ ପାଇଁ ନୁହେଁ, ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଖବର ହେଉଛି ଯେ ଉର୍ଫି ଲୁଚିଛପି ଏନ୍ଗେଜ୍ମେଣ୍ଟ୍ କରିନେଇଛନ୍ତି। ତେବେ କିଏ ସେହି ପୁରୁଷ ଜାଣିବା ପାଇଁ ଲୋକଙ୍କ ମନରେ ବଢୁଛି ଉତ୍କଣ୍ଠା।
ପୋଷାକ ପାଇଁ ଉର୍ଫିଙ୍କୁ ଅନେକ ଥର ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ପୁଣିଥରେ ଉର୍ଫି ଜାଭେଦଙ୍କ ସହ ସମାନ ଘଟଣା ଘଟିଛି। ଏହି ପୋଷାକ କାରଣରୁ ସେ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରିଛନ୍ତି।
ଅଜବଗଜବ ଡ୍ରେସ୍ ପିନ୍ଧିବାରେ ମାହିର ଉର୍ଫି ଜାଭେଦ। ଏନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଯେଉଁ ଲୁକ୍ରେ ଦେଖିବାକୁ ମିଳିଛନ୍ତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଭାଇରାଲ୍ ଭିଡିଓ ଦେଖିଲେ ଆପଣ ହସି ହସି ଗଡିବେ।
ନିଜର ଭିନ୍ନ ଡ୍ରେସିଂ ଷ୍ଟାଇଲ୍କୁ ନେଇ ସବୁବେଳେ ସୋସିଆଲ୍ ମିଡିଆରେ ସେନ୍ସେସନ୍ ପାଲଟନ୍ତି ଫ୍ୟାସନ୍ କୁଇନ୍ ଉର୍ଫି ଜାଭେଦ୍ । ଏଥର ପୋଷାକକୁ ନେଇ ତାଙ୍କୁ ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ମିଳିଲାନି, ଜାଣନ୍ତୁ ପୂରା ଘଟଣା..
ପ୍ରଖ୍ୟାତ ଲେଖକ ଚେତନ୍ ଭଗତ ଏବଂ ନିଜର ଅଜବଗଜବ ପରିଧାନ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦଙ୍କ ମଧ୍ୟରେ ଚାଲିଛି ସୋସିଆଲ୍ ମିଡିଆ ଓ୍ୱାର୍