ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଫିସ୍ ଲ୍ୟାଣ୍ଡି ସେଣ୍ଟର ନିର୍ମାଣ କେଁ ! ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ? ସିଆରଜେଡର ଅନୁମତି ଅଛି କି ନାହିଁ, ଉଠିଲା ପ୍ରଶ୍ନ...
ଚାନ୍ଦବାଲିରେ କନ୍ଧାଠାରେ ଷ୍ଟାଡିୟମ ନିର୍ମାଣ ୨୦୧୬ ମସିହାରୁ କାର୍ଯ୍ୟାଦେଶ ଆରମ୍ଭ ହୋଇଥିଲା। ୨୦୨୪ ମସିହା ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟ ବରାଦ ପରେ ଏନ୍ ଏ ସି ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇ ସାରିଲାଣି।
୪ବର୍ଷରୁ ଅଧିକ ସମୟ ହେଲା ଚାଲିଛି ପୁନରୁଦ୍ଧାର କାମ । କେବେ ସରିବ କାମ ଆଉ କେବେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ରାଇରଙ୍ଗପୁର ପୌରପରିଷଦରେ ଥିବା ନିର୍ମାଣାଧୀନ ଟାଉନ୍ ହଲକୁ ନେଇ ଅସନ୍ତୋଷ ।
ଘର ଘରକୁ ପାନୀୟଜଳ ଯୋଗାଇ ଦେବାକୁ ପ୍ରଶାସନ ତିଆରି କଲା ପାଣି ଟାଙ୍କି । ହେଲେ ଏବେ ସେହି ପାଣି ଟାଙ୍କି ହିଁ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛି । ଯଦି କେତେବେଳେ ନଈ ବନ୍ଧ ଭାଙ୍ଗେ ତେବେ..
ରାଉରକେଲାରେ୧୫ ମାସରେ ହକି ଷ୍ଟାଡିୟମ ତିଆରି କରି ବାଃ ବାଃ ନେଲେ ରାଜ୍ୟ ସରକାର, ମାତ୍ର ସରୁନି ସାଇନ୍ସ ପାର୍କର ଓ ପ୍ଳାନେଟୋରାୟମ ନିର୍ମାଣ କାମ..