ଏହାରି ଭିତରେ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ କିଭ୍, ଖାରକିଭ୍, ସୁମି ଓ ଇର୍ପିନ ଭଳି ସହରରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଉଛି ।
ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ । ବୁଝାମଣା ପାଇଁ ପ୍ରସ୍ତୁତ ଥିବା କହିଲେ ଜେଲେନସ୍କି ।
ଏଭଳି ପଦକ୍ଷେପ ୟୁରୋପ ପାଇଁ ମୁଖାର୍ମୀ ହେବ ବୋଲି କହିଥିଲେ ଋଷ ଉପପ୍ରଧାନମନ୍ତ୍ରୀ।
ଫେବୃଆରୀ ୨୬ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ୍ ଗଙ୍ଗା।
ସଫଳ ହେବାକୁ ଯାଉଛି ଅପରେସନ୍ ଗଙ୍ଗା ଅନ୍ତର୍ଗତ ମିଶନ୍ ସୁମି । ପ୍ରବଳ ଋଷୀ ଅକ୍ରମଣର ଶିକାର ହୋଇଥିବା ୟୁକ୍ରେନୀୟ ସହର ସୁମିରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ୧୨ଟି ବସ୍ରେ ଆଉ ଏକ ସହରକୁ ନିଆଯାଇଛି । ଗତକାଲି ଏହି ପ୍ରସଙ୍ଗରେ ଜାତିସଂଘରେ ଉଦ୍ବେଗ ପ୍ରକାଶ କରିଥିଲା ଭାରତ ।
‘ମୁଁ ଭୟଭୀତ ନୁହେଁ, ମୁଁ ଲୁଚି ନାହିଁ । ଆମେ ଯୁଦ୍ଧ ଜିତିବୁ ।’ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନର ତ୍ରୟୋଦଶ ଦିନରେ ଭିଡିଓ ମେସେଜ୍ ଜାରି କରି ଏଭଳି ଦୃଢୋକ୍ତି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନ୍ସ୍କି ।
ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁନି ପିଲା ଏକା ଏକା କାନ୍ଦି କାନ୍ଦି ରାସ୍ତାରେ ଚାଲି ଚାଲି ଯାଉଛି । ପାଖରେ ଆହା ପଦେ କହିବାକୁ କେହି ନାହିଁ । ପିଲାଟିର ବାପା ମାଆ କେଉଁଠି ତାହାର ଠିକଣା ନାହିଁ ।
ପ୍ରେମ ଯୁଦ୍ଧକୁ ମାନେନି, ଦେଶ ଦେଶ ମଧ୍ୟରେ ଥିବା ତିକ୍ତତାକୁ ବୁଝେନି । ପ୍ରେମ ସାଶ୍ୱତ, ଅନନ୍ତ ଏବଂ ଚିରନ୍ତନ । ସେଥିପାଇଁ ତ ପ୍ରେମ ନିବେଦନ କରିବାକୁ ଯବାନ ଏପରି କିଛି କଲେ, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ।
ରୁଷିଆର ୧୨ ହଜାର ସୈନ୍ୟଙ୍କୁ ନିପାତ କରିଥିବା ୟୁକ୍ରେନ୍ର ଦାବି କରିଛି । ୧୨ ହଜାର ସୈନ୍ୟ ମାରିବା ସହ ୩୦୩ ଟ୍ୟାଙ୍କ୍ ଧ୍ୱଂସ କରିଥିବା ମଧ୍ୟ ଦାବି କରିଛି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଦେଶ ଛାଡ଼ି ପଳାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଭିଡିଓ ଜାରି କରି ଜେଲେନ୍ସ୍କି ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଫେବ୍ରୁଆରୀ ୨୨ରେ ୟୁକ୍ରେନ ବିରୋଧରେ ପୁତିନଙ୍କ ଯୁଦ୍ଧ ଘୋଷଣା ପରେ ଜେଲେନସ୍କିଙ୍କୁ ହତ୍ୟା ଲାଗି ହେଲାଣି ୩ ଥର ଉଦ୍ୟମ । ଜେଲେନେସ୍କିଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଉଛି । ଚେଚେନ୍ ବିଦ୍ରୋହୀ ଓ ଓ୍ୱାଗନର ଗୋଷ୍ଠୀ ପକ୍ଷରୁ ଏହି ହତ୍ୟା ଉଦ୍ୟମ କରାଯାଉଛି । ତେବେ ୟୁକ୍ରେନ ଗୁଇନ୍ଦା ସଂସ୍ଥାର ତତ୍ପରତା କାରଣରୁ ଜେଲେନେସ୍କିଙ୍କ ଜୀବନ ବଞ୍ଚିଯାଇଛି
ପୁଟିନ୍ଙ୍କ ଟାଇଟ୍ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ.
UN ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍. ତିରୁମୂର୍ତ୍ତି ଜାତିସଂଘରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ସେ ଜଣାଇଛନ୍ତି।
ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି ।
୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।
ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ।
ଋଷୀୟ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ବହୁ ସଂଖ୍ୟକ ମସ୍କୋ ଟ୍ୟାଙ୍କ ଦ୍ରୁତ ଗତିରେ କିଭ୍ ଆଡକୁ ଗତି କରୁଥିବା ଦେଖାଯାଉଛି । ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ପ୍ରାୟ ୩୫ ମିନିଟ୍ ଧରି ଫୋନ୍ରେ ଆଲୋଚନା ହୋଇଥିଲା।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣାରେ ପହଞ୍ଚିଛନ୍ତି ।
ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ କହିଛନ୍ତି।
ଋଷିଆ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସହରରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା।
ଋଷିଆର ଯୁଦ୍ଧ ବିରତି ଘୋଷଣା । ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି ।
ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେବା ଟ୍ୱିଟରରେ ଏକ ବିଶାଳକାୟ ବୋମାର ଫଟୋ ପୋଷ୍ଟ କରିଛନ୍ତି । ଏଭଳି ବୋମା ତାଙ୍କ ଦେଶର ଲୋକଙ୍କ ଜୀବନକୁ ହତ୍ୟା କରୁଥିବା ସେ ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ କଥା ହେବେ। ଫୋନ୍ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ସାମ୍ପ୍ରତିକ ଯୁଦ୍ଧ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।