• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ukraine Crisis

Ukraine Crisis
କୌଣସିମତେ ୟୁକ୍ରେନ୍ ସୀମାରେ ହେବନି ପରିବର୍ତ୍ତନ : ଋଷ ଉପରେ ଭଡ଼କିଗଲେ ଭୋଲୋଡିମିର ଜେଲେନସ୍କି

ତିନି ଆଡ଼ୁ ଋଷ ୟୁକ୍ରେନ୍‌କୁ ଘେରିରହିଥିବା ବେଳେ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି, ୟୁକ୍ରେନ କାହାକୁ ଭୟ କରେ ନାହିଁ

Ukraine Crisis
ୟୁକ୍ରେନ୍ ଛକାପଞ୍ଝା : କୌଣସି ବି ମୁହୂର୍ତ୍ତରେ ଆକ୍ରମଣ କରିପାରେ ରୁଷ୍

ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘକୁ ଏଭଳି ସତର୍କ କରାଇଦେଇଛି ଆମେରିକା । ଜାତିସଂଘ ମାନବାଧିକାର ହାଇକମିଶନର୍ ମାଇକେଲ୍ ବେଚଲେଟଙ୍କୁ ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ଚିଠି କରାଯାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ନେଇ ଆମେରିକା ପାଖରେ ବିଶ୍ୱାସଯୋଗ୍ୟ ତଥ୍ୟ ଓ ପ୍ରମାଣ ରହିଛି ।

Russia-Ukraine crisis
ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନ ଘୋଷଣା କଲା ଋଷିଆ

ଯଦି ୟୁକ୍ରେନ୍ ନାଟୋରେ ସାମିଲ ହେଉଛି ତେବେ ଏହା ରଷିଆର ସୁରକ୍ଷା ଦିଗରେ ବିପଦ ସୃଷ୍ଟି କରିବ।

Ukraine Crisis
ୟୁକ୍ରେନ ବିବାଦ ଥମାଇବାକୁ ରୁଷ୍ ଓ ଫ୍ରାନ୍ସର ସମ୍ମତି, ପୁଟିନ ଓ ବାଇଡେନଙ୍କ ମଧ୍ୟରେ ହୋଇପାରେ ସାକ୍ଷାତ

ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।