• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Train Accident

Boggies Of Samta Express Detached From Engine
ବଗି ଛାଡ଼ି ଇଞ୍ଜିନ୍‌ ଛୁ’: ୨ କି.ମି. ଯିବାପରେ ଜାଣିପାରିଲେ ଟ୍ରେନ୍‌ ଡ୍ରାଇଭର, ତା’ପରେ...

ବିଶାଖାପାଟନମ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସ୍‌ ଯାତ୍ରୀବାହୀ ବଗିକୁ ଛାଡ଼ି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଇଞ୍ଜିନ୍‌ ଗଡ଼ି ଯାଇଥିଲା।

ରାଜଧାନୀ ଭୁବନେଶ୍ୱରରେ ବର୍ଷା। ଜନଜୀବନ ପ୍ରଭାବିତ
ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖି ବର୍ଷା ଓ ପବନ, ଜନ ଜୀବନ ପ୍ରଭାବିତ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖି ବର୍ଷା ଓ ପବନ। ଜନ ଜୀବନ ପ୍ରଭାବିତ। ଝଡ଼ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି।

ଲାଇନ୍‌ ପାର ହେବା ବେଳେ ମାଡ଼ିଆସିଲା ଟ୍ରେନ୍
୨୭ ମଇଁଷିଙ୍କୁ ଦଳିଦେଲା ଲୌହ ଦାନବ

ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି। 

Train Accident
କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ମୃତ

ଗୌହାଟି ଯାଉଥିବା ଏକ ଟ୍ରେନ୍ ବାଟରେ ଅଟକିଥିଲା। 

The Falconama Express was slightly injured in the crash
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଏକ୍ସପ୍ରେସ୍‌

ଷ୍ଟେସନରେ ୩ ବଗି ଛାଡ଼ି ଚାଲିଗଲା ଫାଲକନାମା ଏକ୍ପପ୍ରେସ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଏକ୍ସପ୍ରେସ୍‌ । ଏକ ବଡ ଦୁର୍ଘଟଣା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଯାତ୍ରୀବାହୀ ଟ୍ରେନ୍‌। ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ସୂଚନା ମିଳିଛି ।

Train Derails In West Bengal
ବର୍ଷର ଆରମ୍ଭରୁ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅକାଳରେ ଚାଲିଗଲା ୮ ଜୀବନ

ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଗତକାଲି ବିକାନେର-ଗୌହାଟି ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିଲା।

Inter City Express Train Hits 108 Ambulance
୧୦୮ ଆମ୍ବୁଲାନ୍ସକୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଟ୍ରେନ୍‌

୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଇଣ୍ଟରସିଟି ଏକ୍ସପ୍ରେସ୍‌। ତେବେ ଟ୍ରେନ୍ ଆସୁଥିବା ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର।

TRAIN ACCIDENT
ଗତବର୍ଷ ୧୩ ହଜାରରୁ ଅଧିକ ରେଳ ଦୁର୍ଘଟଣା : ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ୩୨

ଜୀବନ ନେଉଛି ଲୌହ ଦାନବ । ଦିନକୁ ଦିନ ଦେଶରେ ବଢ଼ୁଛି ଟ୍ରେନ୍ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଏହି ସୂଚନା ମିଳିଛି

Train Accident Claims 4 Lives In Jharkhand’s Chakradharpur
ଟ୍ରେନ୍ ଧକ୍କାରେ ପରିବାରର ୪ ମୃତ

ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ୩ ମହିଳା ସମେତ ୪ ମୃତ। ଝାଡ଼ଖଣ୍ଡ ଚକ୍ରଧରପୁର ଷ୍ଟେସନ ନିକଟରେ ବଡ଼ ଧରଣର ଅଘଟଣ।

train
ବର୍ତ୍ତିଗଲେ ଶହ ଶହ ଯାତ୍ରୀ

କେସିଙ୍ଗା: ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୮୪୦୬)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ। ଗତ ରାତି ପ୍ରାୟ ୧୦ଟା ୫ ମିନିଟ୍‌ରେ ଟିଟିଲାଗଡ଼ ଷ୍ଟେସନ୍‌ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା। ବଗି ଗୁଡିକରେ କେତେ ଯାତ୍ରୀ ଥିଲେ, ସେନେଇ ସଠିକ୍ ସୂଚନା ନାହିଁ। […]

train accident
କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣିବା,ଧକ୍କା ଦେଲା ଟ୍ରେନ୍

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।