/odishatv-khabar/media/media_files/2025/11/02/elephant-2025-11-02-10-20-01.jpg)
ELEPHANT Photograph: (OTV)
ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ନିକଟସ୍ଥ ଜୁଗଳ ରେଳ ଷ୍ଟେସନ ନିକଟରେ। ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ଏକ ଦନ୍ତା ହାତୀ ରେଳ ଧାରଣା ଉପରକୁ ଚାଲି ଆସିଥିଲା । ଦନ୍ତା ହାତୀଟି ଜୁଗଳ ରେଳ ଷ୍ଟେସନ ପୂର୍ବରୁ ଥିବା ରେଳ ଫାଟକ ମଧ୍ୟରେ ଟ୍ରାକ ଉପରକୁ ଚାଲି ଆସିବାରୁ ଉପସ୍ଥିତ ଲୋକେ ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ ।
ହେଲେ ହାତୀଟି ରେଳ ଫାଟକ ଗେଟ୍ ଗୁଡ଼ିକ ପଡ଼ିଥିବାରୁ ସେ ବାହାରକୁ ଯାଇ ପାରି ନ ଥିଲା । ସେହି ସମୟରେ ଦୃତ ଗତିରେ ଆସୁଥିବା ଟ୍ରେନ ସିଧା ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଛି । ଟ୍ରେନ୍ ହାତୀକୁ ଧକ୍କା ଦେଇ କିଛି ସମୟ ଅଟକି ରହିଥିଲା।
Advertisment
Advertisment



Related Articles
Chandaka Skeleton Case: ଜଙ୍ଗଲରୁ ନରକଙ୍କାଳ ଠାବ ଘଟଣାରେ ବଡ଼ ଖୁଲାସା: ୨ ଅଭିଯୁକ୍ତ ଗିରଫ
POSTED

Shankar Prusti’s Sensational Claim: ଗିରଫ ଶଙ୍କର ପୃଷ୍ଟିଙ୍କ ସାଂଘାତିକ ବୟାନ: ହଜାରେ କୋଟିର ହୋଇଥିଲା ଡିଲ୍!
POSTED

SI Recruitment Scam Mastermind Shankar Prusti: କିଏ ଶଙ୍କର ପୃଷ୍ଟି... କେମିତି ଆରମ୍ଭ କରିଥିଲା କଳା ସାମ୍ରାଜ୍ୟ
POSTED

SI Recruitment Scam: ପୋଲିସ SI ନିଯୁକ୍ତି ଘୋଟାଲା: ଧରା ପଡିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)