Advertisment

ଟ୍ରାକରୁ ଖସିଲା ଟ୍ରେନ୍

କୋରାପୁଟରୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣା ହୋଇଛି। କୋଇଲା ବୋଝେଇ ହୋଇ ଟ୍ରେନଟି ବିଶାଖାପାଟଣା ଯାଉଥିଲା।

author-image
Santosh Kumar Sahoo

ଟ୍ରାକରୁ ଖସିଲା ଟ୍ରେନ୍। ଆନ୍ଧ୍ରପ୍ରଦେଶ ଟାଇଡାରୁ ଚିମିଡ଼ିପାଲି ମଧ୍ୟରେ ୩୦ରୁ ଉର୍ଦ୍ଧ୍ୱ ୱାଗନ୍ ଲାଇନଚ୍ୟୁତ ହୋଇଥିବା ସୂଚନା। କତାବାଳସାରୁ କିରଣ୍ଡୁଲ କେକେ ଟନେଲରେ ଟ୍ରେନ୍ ଟ୍ରାକ୍ ରୁ ଖସିଥିବା ଜଣାପଡିଛି।କୋରାପୁଟରୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣା ହୋଇଛି। କୋଇଲା ବୋଝେଇ ହୋଇ ଟ୍ରେନ ଟି ବିଶାଖାପାଟଣା ଯାଉଥିଲା। ତେବେ ଟ୍ରେନ ଦୁର୍ଘଟଣା ପାଇଁ କିରଣ୍ଡୁଲ-ବିଶାଖପାଟଣା ପାସେଞ୍ଜର ଟ୍ରେନର ଗତି ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ ଟି କୋରପୁଟ, ରାୟଗଡ଼ା ଓ ଭିଜିନାଗରମ ହୋଇ ଯିବ।

Advertisment
Train Accident
Advertisment
Advertisment