• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Train Accident

BMC
BMC ୱେବସାଇଟ୍‌ରେ ମୃତକଙ୍କ ଫଟୋ ଓ ବିବରଣୀ

ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି ।

Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି; ସାରା ବିଶ୍ୱରୁ ଛୁଟୁଛି ସମବେଦନାର ସୁଅ

ଗତକାଲିଠାରୁ ପୁରା ବିଶ୍ୱର ନଜର ରହିଛି ବାହାନଗାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ ।

Train Accident
ଏମାନେ ଯମଦ୍ୱାରର ଦେବଦୂତ; ମୃତ୍ୟୁର ମାୟାଜାଲରୁ ବଞ୍ଚାଉଥିଲେ ଜୀବନ

କାହା ନିର୍ଦ୍ଦେଶକୁ ଅପେକ୍ଷା ଏବଂ ସାଜ ସରଞ୍ଜାମକୁ ଉପେକ୍ଷା କରି ଯେତେ ସମ୍ଭବ ଆହତଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଲୋକେ ।

Train Accident
ରେଳ ଇତିହାସରେ କଳା ରାତି; କନ୍ଦେଇ ଦେଲା କରମଣ୍ତଳ

ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା ।

Odisha Train Mishap
କାଳ ହେଲା କରମଣ୍ଡଳ, କୁଢ଼ କୁଢ଼ ମୃତଦେହ ଭିତରୁ ଚାଲିଛି ପରିଚିତଙ୍କ ମୁହଁ ଖୋଜା

ଶହ ଶହ ସୁନା ସଂସାର ଚୁନାର ମୁକସାକ୍ଷୀ ବାହାନଗା ଡେଥ୍ ସ୍ପଟ୍ । ହସ୍ପିଟାଲରୁ ହସ୍ପିଟାଲ ବୁଲି ମୃତାହତଙ୍କୁ ଖୋଜୁଛନ୍ତି ଆତ୍ମୀୟ ।

Odisha Train Mishap
ଅବାକ୍ ଦୁନିଆ, ହତବାକ୍ ଦେଶ, ସ୍ତବ୍ଧ ଓଡ଼ିଶା : ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର

ଭୀଷଣ, ଭୟଙ୍କର, ହୃଦୟବିଦାରକ । ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା . . . ବାଲେଶ୍ୱର ବାହାନଗାରେ ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର। ଏହା ଏଭଳି ରେଳଦୁର୍ଘଟଣା, ଯାହା କିଏ ଆଗରୁ ଦେଖିଛି, ନା ଦେଖିବାକୁ ଚାହିଁବ । ବିଭିନ୍ନ ହସପିଟାଲରେ ଏବେ ବି ହଜାରେରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ସେଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଶୁକ୍ରବାର କାଳ ରାତି ଉଜାଡ଼ି ଦେଇଛି ଅନେକଙ୍କ ସ୍ୱପ୍ନ । ଛାରଖାର କରିଦେଇଛି ବହୁ ପରିବାରର ଖୁସି।...

PM Modi
ମନୁଷ୍ୟକୃତ କି ବାହାନଗା ଟ୍ରେନ୍‌ ଟ୍ରାଜେଡି ? ମୋଦି ଦେଲେ ଚେତାବନୀ

ଦୋଷୀକୁ ଆଦୌ ଛଡ଼ା ଯିବ ନାହିଁ । ଏହି ଭୟଙ୍କର ରେଳ ଦୁର୍ଘଟଣା ପଛରେ ଯିଏ ବି ଥିବ, ଚରମ କାର୍ଯ୍ୟାନୁଷ୍ଠାନ ହେବ ।

Bus Accident
ବିପଦ ପିଛା ଛାଡୁନି; ଟ୍ରେନ୍‌ ଦୁର୍ଘଟଣାରୁ ବଞ୍ଚିଲେ, ଏବେ ବସ୍‌ ଦେଲା ଧକ୍କା..

କୁହାଯାଏ ବିପଦ ଯେତେବେଳେ ଆସେ, ତାର ଭାଇ ବନ୍ଧୁ କୁଟୁମ୍ବକୁ ଧରି ଆସେ ଓ ପୀଡ଼ିତଙ୍କୁ ଚାରିଆଡୁ ମାଡ଼ି ବସେ ।

PM Modi
ବାହାନଗା ରେଳ ଦୁର୍ଘଟଣା; ଟିକିନିକି ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୋଦି ।

Odisha Train Tragedy
ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ମୋଟ ୮୦୩ ଆହତ

ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କହିଲେ ରେଳ ମନ୍ତ୍ରୀ

Odisha Train Mishap
Odisha Train Tragedy: ଦୋଷୀକୁ ଆଦୌ ଛଡ଼ା ଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି

ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ

Train Tragedy
ଦୁର୍ଘଟଣାସ୍ଥଳରେ ବ୍ୟତିବ୍ୟସ୍ତ ମୋଦି...କାହାକୁ କରୁଛନ୍ତି ଘନଘନ ଫୋନ୍‌ ?

ବାହାନଗାରେ ସମୀକ୍ଷା ବେଳେ ସିଧା ଫୋନ୍ କଲେ ପ୍ରଧାନମନ୍ତ୍ରୀ

train accident
ଓଡ଼ିଶାରେ ରେଳ ଦୁର୍ଘଟଣା,ସାରା ବିଶ୍ୱରେ ଶୋକର ଛାୟା

ଶୋକ ସଂଦେଶ ପଠାଉଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ... ଗଭୀର ଦୁଃଖ ପ୍ରକାଶ କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ .... ଶୋକ ବ୍ୟକ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ.... କାନାଡ଼ା ପ୍ରଧାନମନ୍ତ୍ରୀ କହିଲେ ହୃଦୟ ବିଦାରକ ...

Mamata Banerjee, Aswini Vaishnaw
Odisha Train Tragedy: ଦିଦି କହିଲେ ୫ ଶହ, ଅଶ୍ୱିନୀ କହିଲେ ୨୩୮

ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହେଲେ ଦୁଇ ନେତା ।

Odisha Train Accident
ଦୁଃଖ ବେଳେ ଲୁଟ: ଟ୍ରେନ୍ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦର କସୁଛନ୍ତି ବସ୍ ମାଲିକ

କେଡ଼େ ହୃଦୟହୀନ ସତରେ. . . ରେଳ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦେଢ ଗୁଣାରୁ ଅଧିକ ଦର କସୁଛନ୍ତି ବସ୍ ମାଲିକ . . ପୁରୀ ବସଷ୍ଟାଣ୍ଡରେ କୋଲକତା ଯିବାକୁ ୭ଶହ ଯାଗାରେ ଦାବି କରୁଛନ୍ତି ୧୭ ଶହ ଟଙ୍କା ... କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ...

Odisha Train Tragedy
ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ବାୟୁସେନା ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଞ୍ଚିଲେ

train accident
ରଖେ ହରି ତ ମାରେ କିଏ...ରେଳ ଦୁର୍ଘଟଣାରୁ ବର୍ତ୍ତିଲେ ଗୋଟିଏ ପରିବାରର ୩ ସଦସ୍ୟ

ସ୍ଥାନୀୟ ଲୋକଙ୍କ ସହାୟତା ବଞ୍ଚାଇଲା ପରିବାରର ଜୀବନ । ଓଡ଼ିଶାବାସୀଙ୍କୁ ମହାନ କହିଲେ ମେଦିନାପୁରର ସୁବ୍ରତ ପାଲ୍ ।

What is Anti Collision System; How can it prevent rail accidents
ଆଣ୍ଟି କୋଲିଜିଅନ୍ ସିଷ୍ଟମ କ’ଣ; ଏହା କିପରି ରୋକିବ ରେଳ ଦୁର୍ଘଟଣା

କୁହାଯାଉଛିଯେ, “ଆଣ୍ଟି କୋଲିଜିଅନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନଥାନ୍ତା”। ତେବେ ଏହି ଆଣ୍ଟି କୋଲିଜିଅନ୍ ସିଷ୍ଟମ ବା ରେଳ ସୁରକ୍ଷା ‘କବଚ’ କ’ଣ? ଏହା କିପରି କାମ କରେ ଜାଣିବା ପାଇଁ ପଢନ୍ତୁ।

train accident
ଏଇ ଟ୍ରେନ୍‌ର ଦୃଶ୍ୟ ଦେଖିଲେ...ଡିଆସିଲ ଖୋଳ ପରି ମନେ ହେବ

ଦିଆସିଲି ଖୋଳ ଭଳି ଗୋଟିଏ ବଗି ଉପରେ ଚଢି ଯାଇଛି ଆଉ ଗୋଟିଏ ବଗି । ଦେଖନ୍ତୁ ଦୁର୍ଘଟଣା ସ୍ଥଳର ଭିଡିଓ

Train Mishap: PM Modi To Visit Odisha
ଛାତିଥରା ଟ୍ରେନ୍‌ ଦୁର୍ଘଟଣା: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି।

train accident
ଓଃ ! ଏ ଦୃଶ୍ୟ ଦେଖିବା ମୁସ୍କିଲ୍‌...ଯେଉଁଠି ଦେଖିବେ ସେଇଠି ଶବ

ମୃତ୍ୟୁ ଏମିତି ବି ଆସେ । ହୃଦୟ ବିଦାରକ ଦୃଶ୍ୟ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ନିଜ ପ୍ରିୟ ପରିଜନଙ୍କ ମୃତଦେହ ଖୋଜୁଛନ୍ତି । ଏ ଦୃଶ୍ୟକୁ ଯିଏ ବି ଦେଖିବ, ତାର ଆଖି ଲୁହରେ ଜକେଇ ଆସିବ।

Train Tragedy
ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ବଗି ଛିନଛତ୍ର, ୧୨ ଘଣ୍ଟା ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ଦୁଇ ଏକ୍ସପ୍ରେସ ଟ୍ରେନ କରମଣ୍ଡଳ ଓ ବେଙ୍ଗାଳୁର- ହାୱଡ଼ା ଲାଇନଚ୍ୟୁତ ହୋଇ ମାଲଗାଡ଼ିକୁ ଧକ୍କା ଦେବାରୁ ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତ୍ୟୁ, ୯ଶହରୁ ଅଧିକ ଯାତ୍ରୀ ଆହତ

Train Tragedy
ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି

ଓଃ ! ଏ ଦୃଶ୍ୟ ଦେଖିବା ମୁସ୍କିଲ୍‌...ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି...

Train Acciednt
Train Accident: ଶବ ପକେଟ୍‌ରେ ବାଜିଲା ଫୋନ୍‌, ଲୋକ ରିସିଭ୍‌ କରି କହିଲେ ସେ ଆଉ ନାହାନ୍ତି...

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି..

man looses brother in odisha Train Tragedy
ରେଳ ଦୁର୍ଘଟଣାରେ ଭିଣୋଇ ସିନା ବଞ୍ଚିଗଲେ କିନ୍ତୁ ଭାଇ ଚାଲିଗଲେ

ଜଣେ ବ୍ୟକ୍ତି ତାଙ୍କ ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ...