• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Teacher

This Divyang teacher in Odisha’s Basudevpur dedicated his life to teaching
ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍

ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍ । ବର୍ଷ ୭୦ ହେବ, ନିଜେ ଚାଲିବାକୁ ଟ୍ରାଇ ସାଇକେଲର ସାହାରା ନେଉଛନ୍ତି । ମାତ୍ର ୪୦ ବର୍ଷ ଧରି ପିଲାଙ୍କୁ ପାଠ ପଢାଇଚାଲିଛନ୍ତି । ଗୁରୁଦିବସରେ ଏମିତି ଗୁରୁଙ୍କୁ ଶହେ ନମସ୍କାର ।

miyazaki mango
ବାଡ଼ିରେ ୨.୫ ଲକ୍ଷ ଟଙ୍କିଆ ଆମ୍ବ ଫଳେଇଛନ୍ତି କଳାହାଣ୍ଡିର ଶିକ୍ଷକ ରକ୍ଷାକର

ଆମ୍ବ ଚାଷ ଦେଇଛି ପରିଚୟ । ପରିବେଶ ସନ୍ତୁଳନ ପାଇଁ ସେ ବାଡିରେ ଲଗେଇଛନ୍ତି ଶହଶହ ଗଛ । ଏବେ ଜାପାନୀ ମିଆକାଜି ଆମ୍ବ ଫଳାଇ ଚର୍ଚ୍ଚାରେ ଶିକ୍ଷକ ରକ୍ଷାକର ।

Primary teacher sukanya mondal annual income 1 crore
ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କା!

ଜଣେ ପ୍ରାଥମିକ ଶିକ୍ଷକ ବର୍ଷକୁ କେତେ ବା ରୋଜଗାର କରିପାରିବେ? ଅତିବେଶିରେ ଲକ୍ଷେ ଟଙ୍କା। ଆପଣ କେବେ ଭାବି ପାରୁଛନ୍ତି କି ଜଣେ ପ୍ରାଥମିକ ଶିକ୍ଷକଙ୍କ ବାର୍ଷିକ ଆୟ ଏକ କୋଟି ହୋଇପାରେ! ଏହା କିନ୍ତୁ ସତ। ଏମିତି ଏକ ଖବର ସାମ୍ନାକୁ ଆସିଛି।

MONEY
ଅନଲାଇନ୍ ମନିଗେମ୍ ଖେଳି ଜୀବନ ହାରିଲେ ଶିକ୍ଷୟିତ୍ରୀ !

ଅନଲାଇନ୍ ମନି ଗେମ୍ ପାଇଁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସ୍ୱାମୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି ।

School student beats up lady teacher
ସ୍କୁଲରେ ଭିଡିଓ ଗେମ୍‌ ଖେଳୁଥିଲା ଛାତ୍ର, ଶିକ୍ଷୟିତ୍ରୀ ମନା କରିବାରୁ ମାରିଲା ପ୍ରବଳ ମାଡ଼

ଛାତ୍ରଟିର ଏପରି କାରନାମାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ସଙ୍ଗେସଙ୍ଗେ ତାଙ୍କ ନିକଟକୁ ଧାଇଁ ଆସୁଛନ୍ତି । ଛାତ୍ରଟିକୁ ଅଟକାଇବା ସହ ଶିକ୍ଷୟିତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

Teacher Issue
ବାଃ ବାଃରେ ବ୍ୟବସ୍ଥା : ମାଆ ଚାକିରି କରିବ, ପୁଅ ପାଠ ପଢାଇବ

ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁସାରେ ଏବେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାର କଥା

Teacher
ପତି ସାର୍.. ଆମକୁ ଛାଡ଼ି ଯାଆନ୍ତୁନି..

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।

Head master’s son teaches students in school during her absence in Bhadrak
ନିଜେ ସ୍କୁଲ୍‌ ଆସୁ ନାହାନ୍ତି, ଚାବି ଦେଇ ପୁଅକୁ ପଠାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ...ତାତିଲେ ଲୋକେ

ମା’ ସ୍କୁଲ୍‌ରେ ପ୍ରଧାନ ଶିକ୍ଷୟିତ୍ରୀ। ହେଲେ ମା’ ବଦଳରେ ତାଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅନେକ ସମୟରେ ସ୍କୁଲ୍‌ରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପୁଅ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଥିବା ଭିଡିଓ ଭାଇରାଲ୍ ହୋଇଛି। 

Plus Two Exam
ଆନ୍ଦୋଳନ ଛାଡ଼ି ପରୀକ୍ଷାରେ ସାମିଲ ହେବେ ଅଧ୍ୟାପକ, ଏଥର +୨ରେ ସାଢ଼େ ୩ ଲକ୍ଷ ପରୀକ୍ଷାର୍ଥୀ

ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନାରେ ସାମିଲ ହେବେ ଅଧ୍ୟାପକ । ୬୬୨ ବର୍ଗ ଅଧ୍ୟାପକ ରାଜି ହେବାରୁ ଆଶ୍ବସ୍ତ ହେଲେ ରାଜ୍ୟ ସରକାର ।

annual examination
+୨ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ

ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ବି ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା ।

Bana Sir
ଅବସରର ୨୪ ବର୍ଷ ପରେ...ସ୍କୁଲ ଯାଉଛନ୍ତି, ମାଗଣାରେ ପାଠ ପଢାଉଛନ୍ତି

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍‌ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି

Art Teacher Earns More Than One Lakh From Youtube
ଶିକ୍ଷକତାରୁ ୟୁଟ୍ୟୁବର, ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର

ପ୍ରଫୁଲ୍ଲ ସାର ଶିକ୍ଷକତା ସହ ବଳକା ସମୟରେ ୟୁ-ଟ୍ୟୁବରେ ଶିକ୍ଷଣାତ୍ମକ ଭିଡ଼ିଓ ଅପଲୋଡ କରନ୍ତି। 

 tearful farewell
ସେଲିବ୍ରିଟି ଠାରୁ, କମ୍ ନୁହଁନ୍ତି ଆମ ସାର୍

ଦିନେ ବସ୍ତାନୀ ନେଇ ପାଠ ପଢିବାକୁ ଆସିଥିଲେ।ସମୟ କ୍ରମେ ସେହି ସ୍କୁଲରେ ଦୀର୍ଘବର୍ଷ ଶିକ୍ଷାଦାନ ବି କଲେ।ଏବେ ଅବସର ସମୟରେ ସଭିଙ୍କୁ କନ୍ଦାଇ ଯାଉଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ।ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି।

Headmistress transforms school
ମିନତୀ ଦିଦିଙ୍କ ସବୁଜ ସଂକଳ୍ପ, ସ୍କୁଲକୁ କରିଦେଲେ ପାର୍କ

ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଖିଯିବ...

Sir Madam
ଏଣିକି ସ୍କୁଲରେ ପିଲାମାନେ ସାର୍-ମାଡାମ୍ ନୁହେଁ, ‘ଟିଚର୍’ ଡାକିବେ..!

କେରଳ ଷ୍ଟେଟ୍‌ କମିଶନ୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍‌ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Two Teachers Disengaged From Service
ଚାକିରିରୁ ବିଦା ହେଲେ ୨ ଶିକ୍ଷକ, ୮ ଜଣଙ୍କୁ ନୋଟିସ୍‌...

୨ ଶିକ୍ଷକ ବହିଷ୍କୃତ, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍।  ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Teacher
ବିନା ଛୁଟିରେ ଅନୁପସ୍ଥିତି ପଡ଼ିଲା ମହଙ୍ଗା, ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର

୩୦ ଜଣଙ୍କ ମଧ୍ୟରୁ ୨୪ ଶିକ୍ଷକଙ୍କୁ କାଯର୍ୟାନ୍ତର କଲେ ଜିଲ୍ଲାପାଳ ।

School Teacher
ବିନା କାରଣରେ ସ୍କୁଲ ଆସୁନଥିଲେ ଶିକ୍ଷକ, ଚାକିରିରୁ ବାହାର କଲେ ସରକାର

ମାଲକାନଗିରିରେ ଡ୍ୟୁଟି ଖିଲାପି ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗର ସମୁଚିତ ଶିକ୍ଷା । ବିନା କାରଣରେ ସ୍କୁଲ ଆସୁନଥିବା ୧୦ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ଡିଇଓ ।

Massive irregularities in salary payment of teacher surface in Nabarangpur
ମାସ ମାସ ଧରି ସ୍କୁଲ୍‌ ଆସୁ ନାହାନ୍ତି ଦିଦି, ହେଲେ ଘରେ ବସି ପାଉଛନ୍ତି ଦରମା...

ମାସ ମାସ ଧରି ସ୍କୁଲ୍‌ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ। 

Teacher
ନିଆରା ପ୍ରତିବାଦ,ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍‌ରେ ଝାଡୁ ମାରିଲେ ଶିକ୍ଷକ

DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଝାଡ଼ୁ ମାରି ବିରୋଧ ପ୍ରଦର୍ଶନ କଲେ ଶିକ୍ଷକ ସଂଘ। ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ ମରାଇଥିଲେ ADEO । ପ୍ରଧାନଶିକ୍ଷକ ଝାଡ଼ୁ ମାରୁଥିବା ଫଟୋ ହୋଇଥିଲା ଭାଇରାଲ୍ ।

Balasore Teacher
ସହ୍ୟ ହେଲାନି ଯନ୍ତ୍ରଣା, ଶେଷରେ ଚିଠି ଲେଖି ଜୀବନ ହାରିଦେଲେ ଶିକ୍ଷୟିତ୍ରୀ

୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ବି କଲେ, ହେଲେ କଷ୍ଟ କମିଲାନି । ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ । ଆଉ ଚିଠିରେ ଲେଖିଲେ ଶେଷ କଥା..ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ...

UP Police Arrests Teacher For Carrying Country-Made Pistol
ପିଠିରେ ବ୍ୟାଗ, ଅଣ୍ଟାରେ ବନ୍ଧୁକ ଧରି ବୁଲୁଥିଲେ ଶିକ୍ଷୟିତ୍ରୀ, ମାଡ଼ି ବସିଲା ପୋଲିସ୍

ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ଦେହ ସାରା ହାତ ବୁଲାଇଲା। ଆଉ ଶେଷରେ ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ। ଯାହାକୁ ଦେଖି ତାଜୁବ ପୋଲିସ୍...

18-Year-Old Gifts Bike To A Teacher-Turned-Delivery Boy
ଦିନେ ଶିକ୍ଷକତା କରୁଥିଲେ, ପରେ ସାଇକେଲରେ ଜମାଟୋ ଅର୍ଡ଼ର ଡେଲଭରି କରୁଥିଲେ...ଖବର ଭାଇରାଲ ପରେ ମିଳିଲା ବାଇକ୍‌...

ଦିନେ ଶିକ୍ଷକତା କରୁଥିଲେ, ପରେ ଡେଲିଭରି ବୟ ହେଲେ। ପାଖରେ ଟଙ୍କା ନଥିବାରୁ ଖରାତରାରେ ସାଇକେଲରେ ବୁଲି ବୁଲି ଦେଉଥିଲେ ଖାଇବା। ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ସେନ୍‌ସେନ୍‌ ପାଲଟିଲେ...ଗିଫ୍ଟ ଆକାରରେ ମିଳିଲା ବାଇକ୍‌। ଦେଖନ୍ତୁ ଗାଡ଼ି ମିଳିବା ବେଳକୁ କେତେ ଖୁସି ଅଛନ୍ତି ଏଇ ବ୍ୟକ୍ତି...