/odishatv-khabar/media/media_files/2025/12/05/teacher-2025-12-05-20-30-38.jpg)
TEACHER Photograph: (OTV)
ରାଜଧାନୀକୁପୁଣିଫେରିଲାଶିକ୍ଷକଆନ୍ଦୋଳନ।ଲୋୟରପିଏମଜିରେଗର୍ଜିଲେପ୍ରାଥମିକଶିକ୍ଷକ।ମହାତ୍ମାଗାନ୍ଧୀମାର୍ଗରେଆଜିଏକାଠିହୋଇଛନ୍ତି୨୫ହଜାରରୁଅଧିକଶିକ୍ଷକ।ଗ୍ରେଡ୍ପେବୃଦ୍ଧିଆଉଠିକାବ୍ୟବସ୍ଥାଉଚ୍ଛେଦଭଳିଦୁଇ୨ଦଫାଦାବିନେଇଆଜିଠୁଅନିର୍ଦ୍ଦିଷ୍ଟକାଳପାଇଁଆନ୍ଦୋଳନକୁଓହ୍ଲାଇଛିପ୍ରାଥମିକଶିକ୍ଷକସଂଘ।ସେପଟେଗୁରୁଜୀହରତାଳକୁଓହ୍ଲାଇଥିବାବେଳେସ୍କୁଲରେଠପ୍ହୋଇଛିପିଲାଙ୍କପାଠପଢ଼ା।ଆଉଏପଟେବିରୋଧୀଏମାମଲାରେସରକାରଙ୍କୁଝାଡ଼ିଥିବାବେଳେ, ଶିକ୍ଷକଙ୍କସହଆଲୋଚନାପରେସମସ୍ୟାରସମାଧାନହେବବୋଲିକହିଛିସରକାରୀଦଳ।...
ରାଜଧାନୀରେଶିକ୍ଷକଙ୍କରଣହୁଙ୍କାର।କ୍ଲାସରୁମ୍ବଦଳରେରାଜାରାସ୍ତାରେହଲ୍ଲାବୋଲ୍।ସରକାରଙ୍କବିରୋଧରେନାରାବାଜିଆଉଦାବିପୂରଣଯାଏଁଧର୍ମଘଟଧମକ।୨ଦଫାଦାବିରେଆଜିଠୁଭୁବନେଶ୍ବରଲୋୟରପିଏମଜିରେବଡ଼ଧରଣରଆନ୍ଦୋଳନକୁଓହ୍ଲାଇଛିରାଜ୍ୟପ୍ରାଥମିକଶିକ୍ଷକମହାସଂଘ।ପ୍ରାଥମିକଶିକ୍ଷକମାନଙ୍କରମୂଳପଦବୀକୁଅପଗ୍ରେଡ୍କରିଲେବୁଲ୯ଅନୁସାରେମୂଳବେତନ୩୫ହଜାର୪ଶହଟଙ୍କାକୁବଢ଼ାଇବା, ପ୍ରାଥମିକଶିକ୍ଷାବ୍ୟବସ୍ଥାରୁଠିକାପ୍ରଥାଉଚ୍ଛେଦକରି୨୦୦୧ରୁଏଯାଏଁକାର୍ଯ୍ୟରତସମସ୍ତଶିକ୍ଷକମାନଙ୍କରଠିକାକାର୍ଯ୍ୟକାଳକୁମୂଳଚାକିରିଭାବେଗଣନାଦାବିରେହରତାଳକୁଓହ୍ଲାଇଛିସଂଘ।
ବହୁବର୍ଷତଳରଏପୁରୁଣାଦାବିହାସଲଲାଗିଆଜିସକାଳୁମହାତ୍ମାଗାନ୍ଧୀମାର୍ଗରେଏକଜୁଟ୍ହୋଇଥିଲେସବୁଜିଲ୍ଲାରଶିକ୍ଷକ।ଧର୍ମଘଟଭିତରେଶିକ୍ଷକଙ୍କସଂଖ୍ୟାଏତେବଢ଼ିଥିଲାଯେ, ମହାତ୍ମାଗାନ୍ଧୀମାର୍ଗରେଯେତେଆଗକୁଅନାଉଥିଲେବିଆଖିପାଉନଥିଲା।ଆଉଏପଟେଜଣକପରେଜଣେଶିକ୍ଷକନେତାନିଜଦାବିକୁବାରମ୍ବାରଦୋହରାଇସରକାରଙ୍କୁଦେଇଥିଲେଯୁଦ୍ଧଂଦେହିଡାକରା।...
ସ୍କୁଲ ଛାଡ଼ି ରାଜରାସ୍ତାରେ ଗୁରୁଜୀଙ୍କ ଗର୍ଜନ
ହକ୍ପାଇଁଶିକ୍ଷକମାନେରାଜଧାନୀରେଆନ୍ଦୋଳନକରୁଥିବାବେଳେଏପଟେସ୍କୁଲରେପାଠପଢ଼ାଏକପ୍ରକାରଠପ୍।ବାଲେଶ୍ବରଜିଲ୍ଲାରଭୋଗରାଇବ୍ଲକ୍ଡିଏନ୍. ନୋଡାଲଉଚ୍ଚପ୍ରାଥମିକବିଦ୍ୟାଳୟରେ ୮ଟି ଶ୍ରେଣୀକିନ୍ତୁ, ରାଜଧାନୀରେଆନ୍ଦୋଳନପାଇଁଉପସ୍ଥିତମାତ୍ର୩ଜଣଶିକ୍ଷକ।ଫଳରେଗୋଟିଏଗୋଟିଏକ୍ଲାସରୁମରେଦୁଇରୁତିନିଟିଲେଖାଏଁପିଲାଙ୍କୁବସାଇପଢାଇବାକୁବାଧ୍ୟହେଉଛନ୍ତିଦାୟିତ୍ବରେଥିବାଶିକ୍ଷକ।ଆଉଏପଟେଆନ୍ଦୋଳନକେବେସରିବ, ଆଉଶିକ୍ଷକ-ଶିକ୍ଷୟିତ୍ରୀକ୍ଲାସରୁମକୁଫେରିବେତାକୁଅନାଇରହିଛନ୍ତିପିଲା।...ଯାହାକୁନେଇସରକାରଙ୍କୁକଡାସମାଲୋଚନାସହବର୍ଷିଛନ୍ତିବିରୋଧୀ।ସେପଟେଏନେଇଗଣଶିକ୍ଷାମନ୍ତ୍ରୀନିତ୍ୟାନନ୍ଦଗଣ୍ଡଙ୍କପ୍ରତିକ୍ରିୟାନେବାକୁଚାହଁଥିଲେବି, ଶିକ୍ଷକଙ୍କସହଆଲୋଚନାପରେସମସ୍ୟାରସମାଧାନକରାଯିବବୋଲିକହିଛନ୍ତିସରକାରୀଦଳବିଧାୟକ।...
ପ୍ରାଥମିକଶିକ୍ଷକସଂଘରଅଭିଯୋଗଯେ, ଦେଶର୨୨ଟିରାଜ୍ୟରେକେନ୍ଦ୍ରୀୟହାରରେପ୍ରାଥମିକଶିକ୍ଷକଙ୍କୁ୪୨ଶହଟଙ୍କାଗ୍ରେଡପେଦିଆଯାଉଛି।କିନ୍ତୁଓଡ଼ିଶାରେମାତ୍ର୨୨ଶହଟଙ୍କାଗ୍ରେଡପେରେକାମକରୁଛନ୍ତିପ୍ରାଥମିକଶିକ୍ଷକ।ଶିକ୍ଷକମାନଙ୍କଏଦାବିପୂରଣପାଇଁ୨୦୧୭ରୁଆନ୍ଦୋଳନକରାଯାଇଆସୁଛି।କିନ୍ତୁଏଯାଏଁକେବଳପ୍ରତିଶ୍ରୁତିପରେପ୍ରତିଶ୍ରୁତିମିଳିଥିଲେବି, ଏହାକାର୍ଯ୍ୟକାରୀହେଉନଥିବାରୁପୁଣିହରତାଳକୁଓହ୍ଲାଇଛନ୍ତି୧ଲକ୍ଷ୫୦ହଜାରରୁଉର୍ଦ୍ଧ୍ବପ୍ରାଥମିକଶିକ୍ଷକ।...
Rostering Rule Fallout: କ୍ରୁ ରୋଷ୍ଟରିଂ ରୁଲ୍ ପାଇଁ ଦେଶବ୍ୟାପୀ ଶହ ଶହ ବିମାନ ବାତିଲ୍, ତଦନ୍ତ ଏବଂ ସମୀକ୍ଷା ପାଇଁ କମିଟି ଗଢ଼ିଲା ଡିଜିସିଏ

Major Diplomatic Boost: ୨୦୩୦ ଯାଏଁ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ ଜାରି ପାଇଁ ସହମତି, ଭାରତ-ରୁଷ୍ ମଧ୍ୟରେ ବହୁ ଚୁକ୍ତି ସ୍ବାକ୍ଷରିତ

Blessings Online, Feast Offline : ଭର୍ଚୁଆଲରେ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇ ବାହାଘର ଭୋଜି ଖାଇଲେ, ଇଣ୍ଡିଗୋ ବିମାନ ପାଇଁ ସବୁ ହେଲା ଗଡବଡ …

Honey Trap Shock: ଦୁଇ ଭଉଣୀ ବିବାହ ବାହାନାରେ ୫ ଲକ୍ଷ ଟଙ୍କା ଠକିଦେଲେ, ୫୧ ବର୍ଷୀୟ ବ୍ୟକ୍ତି ହନି ଟ୍ରାପରେ ଫସିଗଲେ

Ticket Frenzy in Cuttack: ବାରବାଟୀ ଟିକେଟ ପାଇଁ ରାତି ଅଧରୁ ଘମାସାନ୍, କିଏ ଖେଳିବ ଜାଣିନାହାନ୍ତି କିନ୍ତୁ ଲଗାଇଛନ୍ତି ଧାଡ଼ି

Diplomatic Strike: ପୁଟିନଙ୍କ ଆଗରେ ପହଲଗାମ ଏବଂ କ୍ରୋକସ୍ ସିଟି ହଲ୍ କଥା ଉଠାଇଲେ ମୋଦି, ପାକିସ୍ତାନକୁ ଟାର୍ଗେଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)