ସାଂସଦ ଓ ବିଧାୟକ ବିରୁଦ୍ଧରେ ଥିବା ଅପରାଧ ମାମଲାରେ ଶୀଘ୍ର ଶୁଣାଣି କରି ଦଣ୍ଡ ଦିଅ । ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ଗଠନ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସମସ୍ତ ହାଇକୋର୍ଟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟଙ୍କ ବାଣ କଟକଣା ରାୟ ପରଠୁ ଦ୍ବନ୍ଦ୍ବରେ ଗ୍ରାହକ ଓ ବାଣ ବ୍ୟବସାୟୀ। କାରଣ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ସରକାର ନା ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରୁଛନ୍ତି, ନା ଲୋକଙ୍କୁ ସଚେତନ କରୁଛନ୍ତି।
ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ମାମଲାର ଶୀଘ୍ର ଫଇସଲା କର । ହାଇକୋର୍ଟ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ନିର୍ଦ୍ଦେଶ...
ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଆତସବାଜି ଶବ୍ଦରେ କଂପିଥାନ୍ତା ଗାଁଠୁ ସହର। ହେଲେ ପ୍ରଦୂଷଣକାରୀ ବାଣ ଉପରେ ରୋକ ଓ କେବଳ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ଜନତାଙ୍କଠୁ ବ୍ୟବସାୟୀ ଯାଏଁ ସଭିଏଁ ଦ୍ବନ୍ଦ୍ବରେ ।
ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ ।
ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ସୁପ୍ରିମକୋର୍ଟ କଲେ ଭର୍ତ୍ସନା ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।
ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କହିଲେ କୋର୍ଟ । ସଂସଦ ଆଇନ ନଆଣିବା ଯାଏ ଏନେଇ ସ୍ୱୀକୃତି ଦେଇ ହେବନି ।
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ ।
ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ସେନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ କ’ଣ ରହିଛି ରାୟ..
ସମଲିଙ୍ଗୀ ବିବାହକୁ ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ ।
ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଜଣେ ମହିଳା ।ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଗର୍ଭପାତ ପାଇଁ ସେ ଅନୁମତି ମାଗିଥିଲେ ବୋଲି କୁହାଯାଇଛି ।
ଭାରତୀୟ ସମାଜରେ ବିବାହ ଏକ ପବିତ୍ର ବନ୍ଧନ । ଏହା ଧର୍ମ, ଆଧ୍ୟାତ୍ମିକତା ସହ ବିଶେଷ ଭାବେ ଜଡ଼ିତ । ଏହା ସହ ବିବାହ ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଉଭୟ ଏକ ଆବେଗ ତଥା ଭାବପୂର୍ଣ୍ଣ ଜୀବନ ଅତିବାହିତ କରିଥାଆନ୍ତି ।
ଦେଶର ସମସ୍ତ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପାଇଁ ୭୦ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଇଲା କେନ୍ଦ୍ର ।
ଏଭଳି ଘଟଣା ସୁପ୍ରିମ୍କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ଦେଶର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି।
ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।
ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମିଳିବ ପିତାମାତାଙ୍କ ସମ୍ପତ୍ତିରୁ ଭାଗ ।
ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହାକୁ ସବୁବେଳେ ଏକମାତ୍ର ଆଧାର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ବର୍ତ୍ତମାନ ସମୟରେ ଯୁବପିଢ଼ି ସୋସିଆଲ ମିଡିଆରେ ନିଜକୁ ଏମିତି ହଜେଇ ଦେଉଛନ୍ତି ଯେ ଭୁଲ୍ ଠିକ୍ର ବିଚାର କରିପାରୁନାହାନ୍ତି ।
ସଲିସିଟର ଜେନେରାଲ ତୁସାର ମେହେତା ମଧ୍ୟ ସେହିଭଳି ସବୁ ମେସେଜ୍କୁ ମିଥ୍ୟା ବୋଲି କହିଛନ୍ତି ।
ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପିଠରେ ଏହି ପିଆଇଏଲ୍ର ଶୁଣାଣି କରାଯାଇଥିଲା ।