• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Supreme Court

same-sex marriage
ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା; ସ୍ୱାମୀ-ସ୍ତ୍ରୀ ସାଜି ପାରିବେନି ପୁରୁଷ-ପୁରୁଷ କି ନାରୀ-ନାରୀ

ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।

same-sex marriage
ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା; ସ୍ୱାମୀ-ସ୍ତ୍ରୀ ସାଜି ପାରିବେନି ପୁରୁଷ-ପୁରୁଷ କି ନାରୀ-ନାରୀ

ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।

Supreme Court reserved its judgement on Same-Sex Marriage
ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କହିଲେ କୋର୍ଟ । ସଂସଦ ଆଇନ ନଆଣିବା ଯାଏ ଏନେଇ ସ୍ୱୀକୃତି ଦେଇ ହେବନି ।

LGBT Community
LGBTଙ୍କୁ ବଡ଼ ଝଟକା; ସମଲିଙ୍ଗୀ ବିବାହକୁ ମିଳିଲାନି ସୁପ୍ରିମକୋର୍ଟଙ୍କ ସ୍ୱୀକୃତି

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ ।

Supreme Court
ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ..‘ବୈଷମ୍ୟ ବିରୋଧୀ ଆଇନ ଆସୁ’

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ସେନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ କ’ଣ ରହିଛି ରାୟ..

Same Sex Marriage
ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସ୍ୱୀକୃତି ?

ସମଲିଙ୍ଗୀ ବିବାହକୁ ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ ।

Supreme court
୨୬ ସପ୍ତାହ ପରେ ଆଉ ହୋଇପାରିବନି ଗର୍ଭପାତ: ସୁପ୍ରିମ କୋର୍ଟ

ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଜଣେ ମହିଳା ।ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଗର୍ଭପାତ ପାଇଁ ସେ ଅନୁମତି ମାଗିଥିଲେ ବୋଲି କୁହାଯାଇଛି ।

supreme court
‘ମୁଁ ସ୍ୱାମୀ ପରିତ୍ୟକ୍ତା ହୋଇ ମରିବାକୁ ଚାହୁଁନି, ଦୟାକରି ଛାଡ଼ପତ୍ର ଗ୍ରହଣ କରନ୍ତୁ ନାହିଁ ’

ଭାରତୀୟ ସମାଜରେ ବିବାହ ଏକ ପବିତ୍ର ବନ୍ଧନ । ଏହା ଧର୍ମ, ଆଧ୍ୟାତ୍ମିକତା ସହ ବିଶେଷ ଭାବେ ଜଡ଼ିତ । ଏହା ସହ ବିବାହ ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଉଭୟ ଏକ ଆବେଗ ତଥା ଭାବପୂର୍ଣ୍ଣ ଜୀବନ ଅତିବାହିତ କରିଥାଆନ୍ତି । 

Supreme Court
ହାଇକୋର୍ଟ ବିଚାରପତି ପାଇଁ ୭୦ ନାମ ଦେଲା କେନ୍ଦ୍ର, ୧୨ ଜଜ୍‌ଙ୍କ ହେବ ବଦଳି

ଦେଶର ସମସ୍ତ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପାଇଁ ୭୦ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଇଲା କେନ୍ଦ୍ର ।

Supreme Court Advocate Sara Sunny
ସୁପ୍ରିମ୍‌କୋର୍ଟ ଇତିହାସରେ ପ୍ରଥମ ! କହିପାରୁ ନାହାନ୍ତି କି ଶୁଣି ପାରୁନାହାନ୍ତି ତଥାପି ଲଢ଼ିଲେ କେସ୍‌

ଏଭଳି ଘଟଣା ସୁପ୍ରିମ୍‌କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ଦେଶର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି।

Supreme Court
'ମିଛ ତଥ୍ୟ ପାଇଁ ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି କାର୍ଯ୍ୟାନୁଷ୍ଠାନ'

ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।

Invalid Marriage
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ହଇରାଣ ହେବେନି ଅବୈଧ ସନ୍ତାନ

ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମିଳିବ ପିତାମାତାଙ୍କ ସମ୍ପତ୍ତିରୁ ଭାଗ ।

Dying declaration can't always be sole basis for conviction
‘ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନ ଅଧିକ ଗ୍ରହଣୀୟ’

ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହାକୁ ସବୁବେଳେ ଏକମାତ୍ର ଆଧାର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

SC ON SM
ସାବଧାନ ସୋସିଆଲ ମିଡ଼ିଆ ୟୁଜର୍ସ ! ଭୁଲରେ ବି ଯଦି ଏମିତି ହୁଏ କାଟିବାକୁ ପଡିବ କୋର୍ଟର ଚକ୍କର

ବର୍ତ୍ତମାନ ସମୟରେ ଯୁବପିଢ଼ି ସୋସିଆଲ ମିଡିଆରେ ନିଜକୁ ଏମିତି ହଜେଇ ଦେଉଛନ୍ତି ଯେ ଭୁଲ୍‌ ଠିକ୍‌ର ବିଚାର କରିପାରୁନାହାନ୍ତି ।

Supreme Court
ସାଂଘାତିକ ! ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ବି ଛାଡ଼ିଲେନି...

ସଲିସିଟର ଜେନେରାଲ ତୁସାର ମେହେତା ମଧ୍ୟ ସେହିଭଳି ସବୁ ମେସେଜ୍‌କୁ ମିଥ୍ୟା ବୋଲି କହିଛନ୍ତି ।

Supreme Court
ଲାଗିପାରିବନି କଟକଣା ! ‘ଯେଉଁ ଚ୍ୟାନେଲ ଭଲ ଲାଗୁନି ଦେଖ ନାହିଁ, କିଏ କହୁଛି ଦେଖିବାକୁ’

ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପିଠରେ ଏହି ପିଆଇଏଲ୍‌ର ଶୁଣାଣି କରାଯାଇଥିଲା ।

Rahul Gandhi
ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ଫେରିପାଇଲେ ସାଂସଦ ପଦ

ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ। ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Supreme Court
ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି; ଦଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍‌କୋର୍ଟ

ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି ।

Supreme Court
‘ସରକାର କିଛି ନକଲେ, ଆମେ କାର୍ଯ୍ୟାନୁଷ୍ଠାନ ନେବୁ’

କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ... ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।

Bike Taxi
ଏଣିକି ରାଜଧାନୀ ରାସ୍ତାରେ ଗଡ଼ିବନି ବାଇକ୍‌ ଟ୍ୟାକ୍ସି

ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ ।

Satyendar Jain
ସତ୍ୟେନ୍ଦ୍ର ଜେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।

Supreme Court stays West Bengal govt order banning film ‘The Kerala Story’
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି- ‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍

ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍। ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନ୍ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ।

Supreme Court On Divorce Case
‘ପ୍ରେମ କରି ବିବାହ କରିଥିବା ଅଧିକାଂଶ ଦମ୍ପତ୍ତି ମାଗୁଛନ୍ତି ଛାଡ଼ପତ୍ର’

ଏକଥା କୋର୍ଟ ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।

SC tells ED
ଇଡିକୁ ତାଗିଦ୍‌ କଲେ ସୁପ୍ରିମକୋର୍ଟ: 'ଅଯଥାରେ ଭୟର ବାତାବରଣ ସୃଷ୍ଟି କରନି'

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଫସାଇବାର ଚକ୍ରାନ୍ତ ହେଉଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଛତିଶଗଡ଼ ସରକାର।

supreme court
ହାଇକୋର୍ଟ ବିଚାରପତିଙ୍କ ରାୟରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ; କହିଲେ ଅଧିକ ପାଠପଢ଼ି ଆସନ୍ତୁ ଜଜ୍‌

ସର୍ବୋଚ୍ଚ ନ୍ୟାୟାଳୟ ଅହୁରି କହିଛନ୍ତି କି, ନ୍ୟାୟିକ ପ୍ରକ୍ରିୟା ସଠିକ୍‌ ନହେଲେ ବିଚାରପତିଙ୍କ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରାଯିବ ଏବଂ ତାଙ୍କୁ ତାଲିମ ପାଇଁ ନ୍ୟାୟିକ ଏକାଡେମୀକୁ ପଠାଯିବ ।