Advertisment

Man Attempts Suicide: ଫାଣ୍ଡି ସାମ୍ନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ; ନିରାଶ ହୋଇ ପଦକ୍ଷେପ

ଫାଣ୍ଡି ସାମ୍ନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ଜଗତପୁର ଥାନା ପାଗା ଫାଣ୍ଡି ସାମ୍ନାର ଦୃଶ୍ୟ। ସ୍ଥାନୀୟ ଅଞ୍ଚଳର ଚକ୍ରଧର ପାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଥାନାରେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଥିଲେ।

author-image
Pramod Behera
JAGATPUR

JAGATPUR Photograph: (OTV)

ଫାଣ୍ଡି ସାମ୍ନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। କଟକ ଜଗତପୁର ଥାନା ପାଗା ଫାଣ୍ଡିରେ ସ୍ଥାନୀୟ ଅଞ୍ଚଳର ଚକ୍ରଧର ପାତ୍ର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦୀର୍ଘ ଗୋଟିଏ ମାସ ହେବ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗ ଶୁଣି ନଥିଲା। ତେଣୁ ନିରାଶ ହୋଇ ଶେଷରେ ଗତକାଲି ରାତିରେ ଫାଣ୍ଡିରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବିଷ ପିଇ ଦେଇଥିଲେ ଚକ୍ରଧର।

Advertisment

ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

  • ଫାଣ୍ଡି ସାମ୍ନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ
  • ଜଗତପୁର ଥାନା ପାଗା ଫାଣ୍ଡି ସାମ୍ନାର ଦୃଶ୍ୟ
  • ସ୍ଥାନୀୟ ଅଞ୍ଚଳର ଚକ୍ରଧର ପାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ
  • ଥାନାରେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଥିଲେ
  • ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା
  • ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ
Advertisment
Suicide Attempt Cuttack Odisha News
Advertisment
Advertisment