• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sonu Sood

Sonu Sood
କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢିବେ କି ସୋନୁ ସୁଦ୍

କରୋନା କାଳରୁ ବଲିଉଡ୍‌ ଅଭିନେତା ଗରିବ, ନିଃସହାୟମାନଙ୍କୁ ସହଯୋଗର ହାତ ବଢେଇ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଏହି ମହା ବିପତ୍ତି ସମୟରେ ସୋନୁ ସୁଦ କାହା ପାଇଁ ଭଗବାନ ହୋଇ ତ କାହା ପାଇଁ ସନ୍ଥ ହୋଇ ଆବିର୍ଭାବ ହୋଇଛନ୍ତି। ତେବେ ଅନେକ ବାର ମଧ୍ୟ ସୋନୁ ସୁଦଙ୍କ ଏହି ମହାନ କାମ ପାଇଁ ପ୍ରଶ୍ନ ଉଠାଯାଇଛି। କେତେକ କୁହନ୍ତି ଯେ ସୋନୁ ସୁଦ ରାଜନିତିକୁ ପ୍ରବେଶ କରିବା ନେଇ ଏଭଳି କାମ କରି ଲୋକଙ୍କ ମନ କିଣିବାରେ ଲାଗିଛନ୍ତି। ତେବେ ଲୋକଙ୍କ ଏହି ଚିନ୍ତା ସତ ଲାଗୁଥିବା ଭଳି ମନେହୁଏ, କାରଣ ସୋନୁ ଇଲେକ୍ସନ ଲଢିବାର ଖବର ଆସୁଛି।

Sonu Sood
ରାସ୍ତାକଡ ଚପଲ ଦୋକାନକୁ ପ୍ରମୋଶନ କଲେ ସୋନୁ

କରୋନା ଭାଇରସ କାଳରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଥିବା ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ। ସୋନୁ ସୁଦ ପୁଣିଥରେ ତାଙ୍କର ମହାନ କାର୍ଯ୍ୟ ପାଇଁ ଶୀର୍ଷକ ସ୍ଥାନରେ ରହିଛନ୍ତି। ସୋନୁ ବର୍ତ୍ତମାନ ସମୟରେ ଶ୍ରୀନଗରରେ ଅଛନ୍ତି। ଜାମ୍ମୁ କାଶ୍ମୀର ପ୍ରଶାସନର ସଂଶୋଧିତ ଚଳଚ୍ଚିତ୍ର ନୀତି ପାଇଁ ସେ ଶ୍ରୀନଗରରେ ପହଞ୍ଚିଛନ୍ତି। କିନ୍ତୁ, ସେ ସେଠାରେ ଏପରି କିଛି କରିଛନ୍ତି ଯାହାକୁ ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିବେ ନାହିଁ। ଏଠାରେ ଅଭିନେତା ସୋନୁ ସୁଦ୍ ରାସ୍ତା କଡ଼ରେ ଜଣେ ଜୋତା ବିକ୍ରେତାଙ୍କୁ ପ୍ରୋତ୍ସାହିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

Sonu Sood
ସୋନୁ ସୁଦ ହେଲେ ସ୍ପେଶାଲ ଅଲିମ୍ପିକ୍ ଭାରତର ବ୍ରାଣ୍ଡ୍ ଆମ୍ବାସଡର୍

କରୋନା କାଳରେ, ସୋନୁ ସୁଦ ନିଜର ମହତ କାମ ପାଇଁ ଦେଶବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏପରି କିଛି ଖବର ଆସୁଛି ଯାହାକୁ ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ନିଜର ଖୁସିକୁ ଅଟକେଇ ପାରିବେ ନାହିଁ। ସୋନୁ ସୁଦଙ୍କୁ ସ୍ପେଶାଲ ଅଲିମ୍ପିକ୍ସ ଭାରତର ବ୍ରାଣ୍ଡ୍‌ ଆମ୍ବାସାଡର କରିଦିଆ ଯାଇଛି। ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି।

sonu sood
ସୋନୁଙ୍କ ବର୍ଥ ଡେ ଉଇସ୍,’ହସପିଟାଲରେ ୧୦୦୦ ବେଡ୍ ଓ ଛାତ୍ରଙ୍କୁ ବୃତ୍ତି ମିଳିବା ଦରକାର’

ବଲିଉଡ ଅଭିନେତା ସୋନୁ ସୁଦ୍ ଏବେ ଗରିବ ଓ ଅସହାୟ ମଣିଷଙ୍କ ପାଇଁ ଦେବଦୂତ ସାଜିଛନ୍ତି । ନିଜ ଜନ୍ମଦିନ ଅବସରରେ ମନ କଥା ଜାହିର କରି ତାଙ୍କ ଫ୍ୟାନ୍ସ ମାନଙ୍କ ନିକଟରେ ସେ ଆହୁରି ପ୍ରଂଶସାର ପାତ୍ର ପାଲଟି ଯାଇଛନ୍ତି ।

sonu
ଗରିବଙ୍କ ଭଗବାନ୍ ସୋନୁ ସୁଦଙ୍କୁ କରୋନା

ଅଭିନେତା ସୋନୁ ସୁଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଟ୍ୱିଟ୍ କରି ସୂଚନା ଦେଲେ ସୋନୁ ହୋମ୍ କ୍ୱାରେଣ୍ଟିନରେ ରହି ଲୋକଙ୍କ କାମ କରିବି ଘରେ ବସି ଏବେ ଅଧିକ ସମୟ ଲୋକଙ୍କ ସହାୟତା କରିପାରିବି ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି […]

sonu-sood
୧ ଲକ୍ଷ ବେରୋଜଗାରିଆଙ୍କୁ ଚାକିରି ଦେବେ ସୋନୁ ସୁଦ୍‌

ମୁମ୍ବାଇ: ନିଜ ପାଇଁ ନୁହେଁ, ସବୁବେଳେ ଅନ୍ୟ ପାଇଁ ଚିନ୍ତା କରି ଚର୍ଚ୍ଚାରେ ଥିବା ରିୟଲ ହିରୋ ସୋନୁ ସୁଦ୍‌ ପୁଣି ଏବେ ଚର୍ଚ୍ଚାରେ। କରୋନା ପରି ମହାବିପତ୍ତି ସମୟରେ ଗରିବ, ଅସହାୟ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଆସିଛନ୍ତି। କେତେବେଳେ ବିଦେଶରେ ଫସି ରହିଥିବା ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି ତ କେତେବେଳେ ଚାଷୀଙ୍କୁ ଟ୍ରାକ୍ଟରୂ ଦେଇଛନ୍ତି। ପୁଣି କେତେବେଳେ ଅନ୍‌ଲାଇନ୍‌ କ୍ଲାସ ପାଇଁ ମୋବାଇଲ ଯୋଗାଇଛନ୍ତି। ହେଲେ ସେ ଏବେ ଯାହା କରିବାକୁ […]

neha
ସୋନୁ ସୁଦ୍‌ଙ୍କୁ ବାହାଘର କାର୍ଡ ପଠେଇଲେ ନେହା, ସୋନୁ କହିଲେ-‘ଚାଲ...

ଆରା: କରୋନା ମହାମାରୀକୁ ନେଇ ଏ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କୁ ସହାୟତାର ହାତ ବଢାଇଥିବା ବଲିଉଡ ସୁପରଷ୍ଟାର ସୋନୁ ସୁଦ୍‌ (Sonu Sood) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନୁ ସୁଦ୍‌ ଟ୍ୱିଟରରେ ନେହାଙ୍କ ବିବାହ ଆମନ୍ତ୍ରଣ ସ୍ୱୀକାର କରି ଚର୍ଚ୍ଚାକୁ ଆସିଛନ୍ତି। ବିହାର ଭୋଜପୁର ଜିଲ୍ଲାର ନବାଦା ଥାନା ଅଞ୍ଚଳର କରମନ ଟୋଲାର ବାସିନ୍ଦା।  ସେ ତାଙ୍କ ତାଙ୍କର ବିବାହ ପାଇଁ ଫିଲ୍ମ ଷ୍ଟାର ସୋନୁଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ବାହାଘର […]

sonu sood
ସାଇକେଲରେ ସୋନୁ ସୁଦଙ୍କ ସୁପରମାର୍କେଟ୍ : ୧୦ଟି ଅଣ୍ଡା ଅର୍ଡର କଲେ ଫ୍ରି ହୋମ୍ ଡେଲିଭରି

  ଅଣ୍ଡା ଓ ବ୍ରେଡ୍ ବିକ୍ରି କରିବାକୁ ସାଇକେଲରେ ବାହାରିଲେ ସୋନୁ ସୁଦ୍ ହୋମ୍ ଡେଲଭରି ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ ନୂଆ ଅବତାରରେ ଦେବଦୂତ । ସାଇକେଲରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ସୁପରମାର୍କେଟ ।  ଅଣ୍ଡା ଓ…

Sonu Sood
ହୁମା କୁରେଶୀଙ୍କ ପ୍ରଧାନମନ୍ତ୍ରୀ ବୟାନକୁ ନେଇ ସୋନୁ ସୁଦ୍ ଦେଲେ ଜବାବ..

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେଶୀ ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ଏକ ସାକ୍ଷାତକାରରେ ସୋନୁ ଲାଜେଇ ଯାଇଥିଲେ, ଆଉ କହିଥିଲେ ଯେ ‘ଏହା ଟିକିଏ ଅଧିକ ହୋଇଯାଉଛି’ । ଏହା ତାଙ୍କର ମହାନତା ।…