Advertisment

Similipal Tiger Count Begins: ଶିମିଳିପାଳରେ ବାଘ ଗଣନା, ବାଘଙ୍କ ଫଟୋକୁ NTCAକୁ ହସ୍ତାନ୍ତର କରାଯିବ

ଶିମିଳିପାଳରେ ବାଘ ଗଣନା। ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୨୭୫୦ ବର୍ଗ କିମି ଅଂଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି।

author-image
Chinmayee Sahoo
Similipal

Similipal Photograph: (OTV)

ଶିମିଳିପାଳରେ ବାଘ ଗଣନା। ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୨୭୫୦ ବର୍ଗ କିମି ଅଂଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି। ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଯିବା ଆସିବା କରୁଥିବା ରାସ୍ତାରେ ଏହି କ୍ୟାମେରାକୁ ଲଗାଯାଉଥିବା ବେଳେ ପାଖାପାଖି ୭୦୦ରୁ ଅଧିକ କ୍ୟାମେରାକୁ ବିଭିନ୍ନ ପର୍ଯ୍ୟାୟରେ ୧୩ ଶହଟି ସ୍ଥାନରେ ଲଗାଯାଇଛି।

Advertisment

ଏହି ସବୁ କ୍ୟାମେରା ସାମ୍ନାରେ ବାଘ କିମ୍ବା ଅନ୍ୟ ଯେକୌଣସି ଜନ୍ତୁ ପାର ହେବାପରେ ଏହି କ୍ୟାମେରାରେ ଫଟୋ ଉଠିବ। ବାଘଙ୍କ ଫଟୋକୁ NTCAକୁ ହସ୍ତାନ୍ତର କରାଯିବା ପରେ ଏହି ଫୋଟକୁ ବିଶ୍ଳେଷଣ ଏବଂ ସମୀକ୍ଷା କରି ବାଘଙ୍କ ପ୍ରକୃତ ତଥ୍ୟ ଜଣାପଡିବ।

Similipal TIger Census
Advertisment
Related Articles
Advertisment