• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sbi

SBI
SBI ରେ ଖାଲିପଡ଼ିଛି ୧୪୨୨ ପଦବୀ; ଜାଣନ୍ତୁ କେଉଁ ପଦବୀ ଓ କେମିତି କରିବେ ଆବେଦନ

SBI ରେ ଖାଲି ପଡ଼ିଛି ପଦବୀ । ନଭେମ୍ବର ୭ରେ ରହିଛି ଶେଷ ଆବେଦନ ପ୍ରକ୍ରିୟା । ତେବେ ଜାଣନ୍ତୁ କେମିତି କରିବେ ଆବେଦନ..

SBI Clerk Recruitment 2022
SBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ବାହାରିଛି ୫୦୦୮ ପୋଷ୍ଟ୍‌

କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ ପଦବୀ ପୂରଣ ପାଇଁ ଏସ୍‌ବିଆଇ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ୫ ହଜାରରୁ ଅଧିକ ପୋଷ୍ଟ୍ ପୂରଣ ହେବ। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ…

SBI WhatsApp service launched
SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି WhatsAppରେ ଚେକ୍‌ କରିପାରିବେ ଆକାଉଣ୍ଟ ବାଲାନ୍ସ...

Yono App ଲଗ୍‌ଇନ୍‌ କିମ୍ବା ଏଟିଏମ୍‌ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟମେଣ୍ଟ୍‌ ସମ୍ପର୍କରେ ତଥ୍ୟ ପାଇପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍‌(ନେଣଦେଣ)ଆପଣଙ୍କୁ ମିଳିପାରିବ। 

atm
ଏଟିଏମରୁ ଟଙ୍କା ଉଠାଣ ପାଇଁ ମାନିବାକୁ ହେବ କିଛି ନିୟମ, ନଚେତ୍...

ଏଟିଏମରୁ ଟଙ୍କା ଉଠାଇବା ପାଇଁ ନୂଆ ନିୟମ ଲାଗୁ ହୋଇ ସାରିଛି । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଏହି ନିୟମ ଆଣିଛି। ଏଣିକି ଏଟିଏମରୁ ଟଙ୍କା ଉଠାଇବା ସମୟରେ ଓଟିପି ଦେବାକୁ ହେବ। ନଚେତ ଟଙ୍କା ବାହାରିବ ନାହିଁ । ୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଏହି ନୂଆ ନିୟମ ଲାଗୁ...

sbi
SBI ଗ୍ରାହକ ସାବଧାନ : ଏହି ୨ଟି ମୋବାଇଲ ନମ୍ବରରୁ କଲ୍ ଆସିଲେ ଫୋନ ଉଠାନ୍ତୁ ନାହିଁ

ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...

State Bank Of India Hikes Lending Rate By 0.1%; Monthly EMIs To Go Up
SBI ଗ୍ରାହକଙ୍କୁ ବଡ ଝଟକା; ମହଙ୍ଗା ହେବ ଲୋନ୍

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମାର୍ଜିନାଲ୍‌ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ୍ (MCLR)ରେ ୧୦ ପ୍ରତିଶତ ବେବିସ ପଏଣ୍ଟକୁ ବୃଦ୍ଧି କରିବାର ଘୋଷଣା କରିଛି ।

State Bank Of India
SBIକୁ ଦିଲ୍ଲୀ ମହିଳା କମିଶନଙ୍କ ନୋଟିସ୍

SBIକୁ ଦିଲ୍ଲୀ ମହିଳା କମିଶନ ନୋଟିସ୍ କରିଛନ୍ତି। ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗ ଦେବାରେ ଅଟକାଇବା ଓ ସାମୟିକ ଅଯୋଗ୍ୟ ଘୋଷଣାକୁ ନେଇ ଏହି ନୋଟିସ୍ ଜାରି ହୋଇଛି।

SBI
SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ଫେବୃଆରୀ ୧ରୁ ବଦଳିବ ଏହିସବୁ ନିୟମ...

ଏଣିକି SBI ଗ୍ରାହକ ଡିଜିଟାଲ୍‌ ମାଧ୍ୟମରେ ତତ୍‌କାଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆସନ୍ତା ମାସରୁ ଏହି ନିୟମ ଲାଗୁ ହେବ। ଏହି ନେଣଦେଣ YONO ଆପ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଂ/ମୋବାଇଲ୍‌ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ।

SBI PO Recruitment
SBI PO Recruitment 2021: ଖାଲି ପଡ଼ିଥିବା ୨ ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

SBI ଖାଲି ପଡ଼ିଥିବା ୨,୦୫୬ଟି  Probationary Officers (PO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୫ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। 

Special Story | Earn Rs 60, 000 From Home Per Month, Know Details About SBI\'s \'Mega Offer\'
SBI ଦେଉଛି ଏମିତି ସୁଯୋଗ, ଘରେ ବସି ମାସିକ ୬୦ ହଜାର ଟଙ୍କା ରୋଜଗାର କରନ୍ତୁ

ଆପଣ ଯଦି ବେକାର ଅଛନ୍ତି ଏବଂ କିଛି ରୋଜଗାର କରିବା ପାଇଁ ବାଟ ଖୋଜୁଛନ୍ତି, ତା’ହେଲେ ଏହି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

Bank Loot
ବିଲ ମଝିରେ ଝୁଣ୍ଟିଲା ବ୍ୟାଙ୍କ୍‌ ଲୁଟେରା

ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ୍‌ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ।

home loan
ଗୃହ ନିର୍ମାଣକାରୀଙ୍କ ପାଇଁ ଖୁସି ଖବର! ଅଗଷ୍ଟ ୩୧ ଯାଏଁ ଗୃହ ଋଣ ପାଇଁ ପ୍ରୋସୋସିଂ ଫି ଛାଡ କଲା SBI

ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ସବୁବେଳେ କିଛି ନା କିଛି ଅଫର ଆଣିଥାଏ । ଭାରତର ସର୍ବବୃହତ ଋଣଦାତା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଧମାକା ଅଫର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗୃହ ଋଣ ଉପରେ ପ୍ରୋସୋସିଂ ଫି ଛାଡ କରିବ ବୋଲି ଘୋଷଣା କରିଛି । ଅଗଷ୍ଟ ଶେଷ ଯାଏଁ ଗ୍ରାହକଙ୍କୁ ଆଉ ଏହି ଅର୍ଥ ପୈଠ କରିବାକୁ ପଡିବନାହିଁ। ଏନେଇ SBI ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

sbi
ପୁଣି ବ୍ୟାଙ୍କ ଡକାୟତି

ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳାରେ। ଏଠାରେ ଥିବା ଏସ୍‌ବିଆଇ ଶାଖାରୁ ଚୋରି ହୋଇଛି। ତେବେ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇଛି। ଷ୍ଟ୍ରଙ୍ଗରୁମ୍‌ରେ ଥିବା ଏକ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି।  ଷ୍ଟ୍ରଙ୍ଗରୁମ୍‌ରେ ଡକାୟତି ବେଳେ ସାଇରନ୍ ବାଜିବାରୁ ଡକାୟତମାନେ ସେଠାରୁ ଖସି ପଳାଇଥିଲେ। ତେବେ ଯିବା ପୂର୍ବରୁ ଏକ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା […]

sbi
କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ

ଗଞ୍ଜାମ  : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ନିଜେ ବ୍ରାଞ୍ଚ୍ ମ୍ୟାନେଜର। ଗଞ୍ଜାମ ବୁଗୁଡ଼ା ବ୍ଲକ୍ କରଚୁଲି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜର ୭ ଜଣଙ୍କ ନାଁରେ ଚୂନ ଲଗାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଉଦୟପୁର ଗାଁର କିଛି ହିତାଧିକାରୀ। ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ […]

sbi
ସୁଯୋଗ ଦେଉଛି SBI, CSP ଖୋଲି କରିପାରିବେ ଭଲ ରୋଜଗାର ! ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଆପଣ ଯଦି ଚାକିରି ହରାଇଛନ୍ତି ଏବଂ ଏହି ସମୟରେ ରୋଜଗାର ପାଇଁ ଆପଣ କୌଣସି ବିକଳ୍ପ ଦେଖୁଛନ୍ତି, ତେବେ ଆପଣଙ୍କର ଏକ ଭଲ ସୁଯୋଗ ରହିଛି । ଏହି ସୁଯୋଗ ଦେଇଛି ଦେଶର ସର୍ବବୃହତ ସରକାରୀ…