• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sachin Tendulkar

Happy Birthday Sachin Tendulkar: India legend turns 49
୪୯ ବର୍ଷରେ ପାଦ ଥାପିଲେ ଗଡ୍‌ ଅଫ୍‌ କ୍ରିକେଟ୍ ସଚିନ୍‌ ତେନ୍ଦୁଲକର

୪୯ ବର୍ଷରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ।

Sachin Tendulkar said never endorsed gambling, tobacco or alcohol; misuse of my photo
ମୁଁ କେବେ ବି ଜୁଆ କି ତମାଖୁ ବିଜ୍ଞାପନ କରିନି, ମୋ ଫଟୋକୁ ଦୁରୁପୋଯୋଗ କରାଯାଉଛି

ସଚିନ ତେନ୍ଦୁଲକରଙ୍କ ଫଟୋକୁ ଦୁରୁପୋଯୋଗ କରାଯାଉଥିବା ସେ କହିଛନ୍ତି। ସେ କେତେ ମଦ, ତମାଖୁ କିମ୍ବା ଜୁଆକୁ ସମର୍ଥନ କରିନାହାନ୍ତି ବୋଲି କହିବା ସହ ଯିଏ ତାଙ୍କ ଫଟୋକୁ ବିଜ୍ଞାପନରେ ବ୍ୟବହାର କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି।

Sachin and Virat
ମାଷ୍ଟର୍‌ ବ୍ଲାଷ୍ଟର୍‌ଙ୍କୁ ବିରାଟ୍‌ଙ୍କ ନିଆରା ଉପହାର; କାନ୍ଦି ପକାଇଲେ ସଚିନ୍, ଜାଣନ୍ତୁ..

ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍‌ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ।

Sachin Tendulkar
ଅଲ୍‌ରାଉଣ୍ଡର କୁକୁର ! ଫିଲ୍ଡିଂ ବି କରୁଛି ୱିକେଟ୍‌ କିପିଂ ବି କରୁଛି, ଭାଇରାଲ ଭିଡିଓ...

ଭିଡିଓଟିକୁ ଦେଖିଲେ ଲାଗୁଛି ଯେ, ଗୋଟିଏ କୁକୁର କ୍ରିକେଟ୍‌ ଖେଳୁଛି । ତେବେ ପୋଷା କୁକୁର କ୍ରିକେଟ୍‌ ଖେଳିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଠି କୁକୁର ୱିକେଟ୍‌ କିପିଂ କରୁଛି ଏବଂ ଫିଲ୍ଡିଂ ମଧ୍ୟ କରୁଛି ।

pramod bhagat
ପ୍ରମୋଦଙ୍କୁ T Shirt ଉପହାର ଦେଲେ ସଚିନ୍

ଟୋକିଓ ପରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ପଠାଇଛନ୍ତି ଦୁଇଶହତମ ଟେଷ୍ଟ କ୍ରିକେଟର ଜର୍ସି। ଏଥିରେ ଲେଖା ଅଛି ଡିୟର ପ୍ରମୋଦ ଏଣ୍ଟାୟର ନେସନ ଇଜ ପ୍ରାଉଡ଼ ଅଫ ୟୁ। କିପ ସାଇନି॥

pramod bhagat
ସଚିନଙ୍କୁ ଭେଟିଲେ ପ୍ରମୋଦ

ସଚିନଙ୍କୁ ଭେଟିଲେ ପ୍ରମୋଦ। କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକରଙ୍କୁ ଭେଟିଲେ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ। ଫାଇନାଲ ମ୍ୟାଚ୍ ଖେଳିଥିବା ବ୍ୟାଡମିଣ୍ଟନ୍ ରାକେଟ୍ ସଚିନଙ୍କୁ ଦେଲେ ଉପହାର। ସଚିନ ବି ଦେଲେ ଉପହାର।

sachin
ଭାବୁକ ହୋଇଗଲେ ସଚିନ !

ନୂଆଦିଲ୍ଲୀ : କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ଭାବାତ୍ମକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର୍ ସହ ୨୦୨୦ ଶୁଭାରମ୍ଭ କରିଛନ୍ତି। ଏହା ସହ ସଚିନ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗ କ୍ରିକେଟର ଅଛନ୍ତି, ଯାହାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓଗସ୍ତ ଅଛି। ଏହା ସତ୍ତ୍ୱେ ସେ (ଦିବ୍ୟାଙ୍ଗ କ୍ରିକେଟର) ନିଜ ଆଣ୍ଠୁ ଦ୍ୱାରା ଦୌଡ଼ୁଛନ୍ତି ଏବଂ ଆକର୍ଷଣୀୟ ଶଟ୍ ମଧ୍ୟ ଖେଳୁଛନ୍ତି। ତେବେ କଥା ଏଇଠି ଶେଷ ହୋଇ […]

sach
କ୍ୟାପଟେନ୍ସିରେ କାହିଁକି ଫ୍ଲପ୍ ହେଲେ ସଚିନ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ବ୍ୟାଟିଂ ପାଇଁ ସବୁ ପାଗଳ। ନିଜର ୨୪ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସଚିନ ଟେଷ୍ଟ ଓ ଦିନିକିଆରେ ଏକାଧିକ ରେକର୍ଡ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି। ବ୍ୟାଟିଂରେ ତ ସଚିନ ସଫଳତାର ଶିଖର ଛୁଇଁଲେ, କିନ୍ତୁ କ୍ୟାପଟେନ୍ସିରେ ସେ ଏହାର ସମ୍ପୂର୍ଣ୍ଣ ଓଲଟା। ସଚିନ ୧୯୯୬ରୁ ୨୦୦୦ ମଧ୍ୟରେ ୭୬ଟି ଦିନିକିଆ ଓ ୨୫ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ […]

sachin
କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ସଚିନ। ଏଥିସହିତ ଲୋକଙ୍କୁ ସତର୍କ ରହିବା ପାଇଁ ତଥା ଯଥା ସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ଏଠି କହିରଖିବୁ, ସଚିନ ତେନ୍ଦୁଲକର ମାର୍ଚ୍ଚ ୨୨ ତାରିଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ କ୍ୱାରେଣ୍ଟିନରେ ଥିବା କହିଥିଲେ। ସେ […]