କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ ।
କୋଲକାତାରେ ପହଞ୍ଚିଲା CBIର ସ୍ପେଶାଲ ଟିମ । ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ ।
ଦୁଷ୍କର୍ମ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ। ୧୬୧, ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ।
ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ ।
ପୋଲିସ ଭ୍ୟାନ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ । ଜଣେ ମହିଳା କଏଦୀଙ୍କୁ ଚିକିତ୍ସା ପାଇଁ ନିଆଯିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଖାନନଗର ହାଇସ୍କୁଲରେ ଘଟିଥିଲା ଘଟଣା । ନାବାଳକକୁ ପ୍ରଲୋଭିତ କରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ଚିନ୍ତାମଣି।
ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।
ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ ।
ଏହି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଲଜ୍ଜାଜନକ ଖବର ମାମଲା ସାମ୍ନାକୁ ଆସିଛି। ଜଣେ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହେବା ଭଳି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ ।
ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ ।
ସତରେ କେତେ ଘୃଣ୍ୟ ଏ ମଣିଷ । ଯାହାକୁ ସାହାରା ଦେବା ପାଇଁ ଆଣିଥିଲେ । ତା’ର ଇଜ୍ଜତ୍ ଲୁଟିଲେ । ପୋଷ୍ୟ କରି ଆଣିଥିବା ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନାବାଳିକା । ପୋଲିସ୍ ମଧ୍ୟ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।
ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ଦୋଷୀ ସାବ୍ୟସ୍ତ
ଅସହାୟଙ୍କୁ ସାହାଯ୍ୟ କରିବା ବଦଳରେ ଇଜ୍ଜତ୍ ସହ ଖେଳ । ଦିନକୁ ଦିନ ଯେପରି ଦୁନିଆରୁ ମାନବିକତା ମରି ମରି ଯାଉଛି । ଧୀରେ ଧୀରେ ଦାନବ ପାଲଟି ଯାଉଛି ମଣିଷ ।
ଏ ଖବର ଶୁଣିଲା ମାତ୍ରେ ସମସ୍ତଙ୍କ ଦେହ ଶୀତେଇ ଉଠୁଛି ।
ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍ଇନ୍ରେ ରହୁଥିଲେ । ଲିଭ୍ଇନ୍ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ ।
୧୫ ବର୍ଷିୟ ନାତୁଣୀକୁ ଦୁଷ୍କର୍ମ କଲା ଜେଜେବାପା ।
ହୁକା ବାର୍ରେ କୋଲ୍ଡ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍ମେଲିଂ କରି ଆସୁଥିଲା।
୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କୁ ପାଣିରେ ନିଶାଦ୍ରବ୍ୟ ମିଶାଇ ଏହାକୁ ପିଇବା ପାଇଁ ଅଫର କରିବା ପରେ କାର୍ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
୧୬ ବର୍ଷ ବାଳକର ଭୟଙ୍କର କାଣ୍ଡ। ହାତ ବାନ୍ଧି, ପାଟି ବନ୍ଦ କରି ୫୮ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସମ୍ପର୍କୀୟ ଭାଇଙ୍କ ସହ ଯାଉଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ୩ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ... ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରି ଛାତ୍ର କଂଗ୍ରେସର ଅଣ୍ଡାମାଡ଼...
ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ଏବେ ପ୍ରଶ୍ନ