• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pm Modi

Digital Banking Units
ମୋଦି ସରକାରଙ୍କ ବଡ଼ ଯୋଜନା : ଦେଶର ୭୫ ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍

ଡିଜିଟାଲ ଇଣ୍ଡିଆ ସହ ଗ୍ରାମାଞ୍ଚଳକୁ ଯୋଡ଼ିବାକୁ ପ୍ରୟାସ

Modi government
ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି ! ୭୮ ଦିନର ବୋନସ୍‌ ଘୋଷଣା

ଦୀପାବଳି ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର

Mahakal Lok Lokarpan
ଭବ୍ୟ, ଦିବ୍ୟ, ଶକ୍ତି ଓ ଶାନ୍ତିର ଅନନ୍ୟ ନମୁନା : ଉଜୈନର ବାବା ମହାକାଳଙ୍କ ପ୍ରାଙ୍ଗଣ

କେନ୍ଦ୍ର ସରକାର, ମଧ୍ୟପ୍ରଦେଶ ସରକାର, ବାବା ମହାକାଳ ଟ୍ରଷ୍ଟ, ଶ୍ରଦ୍ଧାଳୁଙ୍କଠାରୁ ଦାନ ସୂତ୍ରରେ ସଂଗୃହିତ ଅର୍ଥରେ ହୋଇଛି କରିଡର ନିର୍ମାଣ

PM Modi
ସଭାକୁ ଯିବାକୁ ହେଲେ ଦରକାର କ୍ୟାରେକ୍ଟର ସାର୍ଟିଫିକେଟ୍

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଏଭଳି ନିୟମ କରାଯାଇଛି।

mulayam singh yadavs in icu
ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଗତ  କିଛି ଦିନ ଅସୁସ୍ଥ ଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ଗୁରୁତର ହୋଇଛି। ୮୨ ବର୍ଷୀୟ ମୁଲାୟମ  ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

Special story
ଦେଶରେ 5G ଯୁଗକୁ ମୋଦିଙ୍କ ଲଗ୍ ଇନ୍ : ଆଖି ପିଛୁଳାକେ ହୋଇପାରିବ ଡାଉନଲୋଡିଂ

ପ୍ରଗତି ମୈଦାନରେ 5G କ୍ରାନ୍ତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଦିଲ୍ଲୀରେ ଷ୍ଟିୟରିଂ ଧରି ମୋଦି ଚଳାଇଲେ ସ୍ୱିଡେନ୍‌ କାର୍

Narendra Modi
5G ଟେକ୍ନୋଲୋଜିର କମାଲ୍ : ଦିଲ୍ଲୀରେ ବସି ୟୁରୋପରେ କାର ଚଳାଇଲେ ମୋଦି

ଦିଲ୍ଲୀରେ ବସି ୟୁରୋପ୍‌ରେ କାର୍‌ ଚଳାଇବା କିପରି ସମ୍ଭବ ହେଲା ?

Special story
ପ୍ରଶାସନର ନିୟମ ମାନିଲେ ପ୍ରଧାନମନ୍ତ୍ରୀ ମୋଦି : ମାଇକରେ ଦେଲେନି ଭାଷଣ

ରାତି ୧୦ଟା ପରେ ମାଇକରେ ଭାଷଣ ଦେଲେନି, ପ୍ରଶାସନର ନିୟମ ଅନୁସାରେ ରାତିରେ ମାଇକ୍ ବଜାଇବା ମନା

Kejriwal
କାହାଣୀରେ ଟ୍ୱିଷ୍ଟ ! କେଜ୍ରିୱାଲଙ୍କୁ ଡିନର ଦେଇଥିବା ଅଟୋ ଡ୍ରାଇଭର ମୋଦିଙ୍କ ବଡ଼ ଫ୍ୟାନ୍

ମୁଁ କେବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନଥିଲି । କିମ୍ବା ଏବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନାହିଁ ।’

5G Start In India
ଶହେ ଗୁଣା ସ୍ପିଡ୍‌ରେ ଚାଲିବ 5G, ଜାଣନ୍ତୁ କେଉଁ ୧୩ ସହରରେ ପ୍ରଥମେ

5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।

pm stopped the convoy for ambulance
ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ନିଜ ଗାଡ଼ି ଅଟକାଇଲେ ପ୍ରଧାନମନ୍ତ୍ରୀ

ନିଜର ମହାନତାକୁ ନେଇ ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏଇ ଗସ୍ତ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଗସ୍ତ ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନିଜ ଗାଡିକୁ ଅଟକାଇ ଦେଇଥିଲେ।

World Leaders Praise PM Modi
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ବିଶ୍ୱ ନେତା

ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସାମ୍ନାରେ ରଖିଥିବା ମନ୍ତବ୍ୟକୁ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଶଂସା କରାଯାଇଛି। ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରଶଂସା କରିଛନ୍ତି।

Modi Gift Cheetah
୭ ଦଶନ୍ଧିର ଶୂନ୍ୟତାରେ ପଡ଼ିଲା ଯବନିକା, ଭାରତର ଜୈବ ବିବିଧତାକୁ ମୋଦିଙ୍କ ଚିତା ଭେଟି

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଗଲା ୮ ଚିତା । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଛାଡ଼ିଲେ ଆଫ୍ରିକୀୟ ଚିତାବାଘ ।

Know Why Russian President Vladimir Putin not wish PM Modi for his birthday
ମୋଦିଙ୍କୁ ଆଡଭାନ୍ସ ହାପି ବାର୍ଥ ଡେ’ କାହିଁକି କହିଲେନି ପୁଟିନ୍‌ ?

ଋଷ୍‌ ରାଷ୍ଟ୍ରପତି ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍‌ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ସାକ୍ଷାତ ବେଳେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ।

narendra modi
‘ସୁନେଲୀ ଭବିଷ୍ୟତ ପାଇଁ ମଉକା ଦେଇଛି ଅତୀତ’ : ଜନ୍ମଦିନରେ ଚିତା ଭେଟିଦେବା ପରେ କହିଲେ ମୋଦି

ଆଜାଦୀ କା ଅମୃତ ମହୋତ୍ସବ ବେଳେ ଚିତା ପୁଣି ଫେରିଥିବା ମୋଦି କହିଛନ୍ତି ।

8 Cheetahs Land In Gwalior
୭୦ ବର୍ଷ ପରେ ଭାରତକୁ ଫେରିଲା ଚିତା: ସ୍ୱତନ୍ତ୍ର ବିମାନରେ ଗ୍ୱାଲିୟରରେ ପହଞ୍ଚିଲେ ୮ ବାଘ

ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ  ପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ।  

Kartvya Path
ନୂଆ ଭାରତର ନୂଆ ପରିଚୟ; ରାଜପଥ ପାଲଟିଲା କର୍ତ୍ତବ୍ୟପଥ

ନୂଆ ଭାରତର ନୂଆ ପରିଚୟ । ହଟିଲା ବ୍ରିଟିସ୍ ରାଜ୍‌ର ଆଉ ଏକ ଛାପ । ନୂଆଦିଲ୍ଲୀ ରାଜପଥର ନାଁ ହେଲା କର୍ତ୍ତବ୍ୟ ପଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି ।

INS Vikrant
ବଢିଲା ଭାରତୀୟ ନୌସେନାର ବଳ

ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ । ଭବ୍ୟ ସମାରୋହରେ ଆଏନ୍ଏସ୍ ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ।

INS Vikrant
ଭାରତୀୟ ନୌସେନାକୁ ବିକ୍ରାନ୍ତ ବଳ, ଉନ୍ମୋଚିତ ହେଲା ନେଭିର ନୂଆ ପତାକା

ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ ।

INS Vikrant a reflection of India's rising spirits says PM Modi
‘ଭାରତୀୟ ନୌସେନାକୁ ନୂଆ ଧ୍ୱଜ ଓ ନୂଆ ଶକ୍ତି ଦେବ- INS ବିକ୍ରାନ୍ତ’

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।

India's First Home-Built Aircraft Carrier INS Vikrant Commissioned
ସାବାଡ୍‌ ହେବେ ଶତ୍ରୁପକ୍ଷ, ଆସିଗଲା ସମୁଦ୍ରର ମହାବଳୀ INS ବିକ୍ରାନ୍ତ

ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି। 

Special story
ପ୍ରଧାନମନ୍ତ୍ରୀଙ୍କ ଭୋଜନ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ ? ଉତ୍ତର ଦେଲା ଆରଟିଆଇ

ସରକାରୀ ଅର୍ଥ ଖର୍ଚ୍ଚ କରି ଭୋଜନ କରନ୍ତି କି ପ୍ରଧାନମନ୍ତ୍ରୀ ମୋଦି ?

Flood In Pakistan
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ମୋଦିଙ୍କ ଆବେଗଭରା ଟ୍ୱିଟ୍‌, ଧନ୍ୟବାଦ ଜଣାଇଲେ ସରିଫ୍‌

ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ।