• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pm Modi

PM Modi
ମନୁଷ୍ୟକୃତ କି ବାହାନଗା ଟ୍ରେନ୍‌ ଟ୍ରାଜେଡି ? ମୋଦି ଦେଲେ ଚେତାବନୀ

ଦୋଷୀକୁ ଆଦୌ ଛଡ଼ା ଯିବ ନାହିଁ । ଏହି ଭୟଙ୍କର ରେଳ ଦୁର୍ଘଟଣା ପଛରେ ଯିଏ ବି ଥିବ, ଚରମ କାର୍ଯ୍ୟାନୁଷ୍ଠାନ ହେବ ।

PM Modi
ବାହାନଗା ରେଳ ଦୁର୍ଘଟଣା; ଟିକିନିକି ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୋଦି ।

Odisha Train Mishap
Odisha Train Tragedy: ଦୋଷୀକୁ ଆଦୌ ଛଡ଼ା ଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି

ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ

Train Tragedy
ଦୁର୍ଘଟଣାସ୍ଥଳରେ ବ୍ୟତିବ୍ୟସ୍ତ ମୋଦି...କାହାକୁ କରୁଛନ୍ତି ଘନଘନ ଫୋନ୍‌ ?

ବାହାନଗାରେ ସମୀକ୍ଷା ବେଳେ ସିଧା ଫୋନ୍ କଲେ ପ୍ରଧାନମନ୍ତ୍ରୀ

Odisha BJP
୨୪ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ୍; ବିଜେଡିମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ମେଗା ସୋ'

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରି କ୍ଷମତାକୁ ଆସିବା ଲକ୍ଷ୍ୟରେ ଦଳର ମେଗା ସୋ'। ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଆରମ୍ଭ କରିଛି ମହା ଜନସଂପର୍କ ଅଭିଯାନ ।

New Parliament Building
ପଞ୍ଚାୟତରୁ ପାର୍ଲାମେଣ୍ଟ ଯାଏ ଗୋଟିଏ ସଂକଳ୍ପ: ଦେଶର ବିକାଶ, ଲୋକଙ୍କ ବିକାଶ

ଭାରତୀୟ ଗଣତନ୍ତ୍ର ପାଇଁ ଐତିହାସିକ ଦିନ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ଅତ୍ୟାଧୁନିକ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...

ନୂଆ ସଂସଦ ଭବନ
ଝଲସୁଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର

ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ।

New Parliament Building
କାଲି ଭାରତୀୟ ଗଣତନ୍ତ୍ରକୁ ମିଳିବ ସ୍ୱାଭିମାନର ନୂଆ ମନ୍ଦିର, ଅତ୍ୟାଧୁନିକ ସଂସଦ ସୌଧକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ସକାଳ ୭ରୁ ଅପରାହ୍ନ ସାଢ଼େ ୨ଟା ଯାଏଁ ଚାଲିବ ଉଦଘାଟନୀ ସମାରୋହ । ଗଣତନ୍ତ୍ର ସଂଗ୍ରହାଳୟରେ ପରିଣତ ହେବ ପୂରାତନ ସଂସଦ ଗୃହ ।

BJP vs BJD
୯ ବର୍ଷ ବନାମ ୨୩ ବର୍ଷ; ଗ୍ରାଉଣ୍ତରେ ଆରମ୍ଭ ହୋଇଗଲାଣି ବ୍ରାଣ୍ତ ଲଢ଼େଇ !

ସାଧାରଣ ନିର୍ବାଚନ ପୂର୍ବରୁ ମୈଦାନରେ ଆରମ୍ଭ ହୋଇଗଲାଣି ବ୍ରାଣ୍ଡ ଲଢ଼େଇ । ମୋଦି ସରକାରର ୯ ବର୍ଷ ଓ ନବୀନ ସରକାରର ୨୩ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ବିଜେପି ପ୍ରସଙ୍ଗ କରି କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି । ଯାହାକୁ ନେଇ ତେଜିଛି ରାଜନୀତି ।

BJP vs BJD
୯ ବର୍ଷ ବନାମ ୨୩ ବର୍ଷ; ଗ୍ରାଉଣ୍ତରେ ଆରମ୍ଭ ହୋଇଗଲାଣି ବ୍ରାଣ୍ତ ଲଢ଼େଇ !

ମୋଦି ସରକାରର ୯ ବର୍ଷ ବାନାମ୍ ନବୀନ ସରକାରର ୨୩ ବର୍ଷ । ମୋଦିଙ୍କ ସଫଳ ଯୋଜନା ବନାମ୍ ନବୀନଙ୍କ ବିକାଶ ବାର୍ତ୍ତା । ବିଜେପିର ମେଗା ଜନ ସଂପର୍କ ଯାତ୍ରାକୁ କାଉଣ୍ଟର କରିବାକୁ ବିଜେଡିର ପ୍ଲାନ୍ ଭୋଟ ପୂର୍ବରୁ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି ।

Rs 75 Coin
ନୂଆ ସଂସଦ ଭବନରେ ଲଞ୍ଚ ହେବ ୭୫ ଟଙ୍କିଆ କଏନ୍‌

ଆସନ୍ତା ୨୮ ତାରିଖ ରବିବାର ଦିନ ପୂରା ବିଶ୍ୱ କେବଳ ଭାରତର ନୂଆ ସଂସଦ ବିଲଡିଂକୁ ଦେଖିବ ନାହିଁ, ବରଂ ନୂଆ ମୁଦ୍ରାକୁ ମଧ୍ୟ ଦେଖିବ।

9 Years Of Modi Government, Report Card
୯ ବର୍ଷର ହିସାବ ଦେଲା ମୋଦି ସରକାର ! କହିଲା କ’ଣ ନୂଆ ହୋଇଛି ଦେଶରେ...

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ହୋଇଥିବା ତିନି ଦିନିଆ ମିଡିଆ ସଂବାଦରେ ବିଜେପି ପକ୍ଷରୁ ଏହା କୁହାଯାଇଛି ।

New Parliament to Inaugurate By PM Narendra Modi
ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଏଭଳି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ପ୍ରାୟ ୨୦ଟି ବିରୋଧୀ ଦଳ ।

Modi Naveen Politics
ନୂଆ ସମୀକରଣ ଯୋଜନାରେ କି ଶଙ୍ଖଦଳ ?

ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଘୋଷଣା କରିବା ପରେ ତେଜିଲା ରାଜନୀତି। ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ଜାତୀୟ ସ୍ତରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିରୋଧୀ ।

PM Modi
ମୋଦି..ମୋଦି ନାରାରେ କମ୍ପିଲା ସିଡନୀ ଅଲମ୍ପିକ ପାର୍କ

ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।

PM Modi
ମୋଦିଙ୍କ ପାଦ ଧରିପକାଇଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ କୌଣସି ଏକ ଦ୍ୱୀପକୁ ଯାତ୍ରା କରିଛନ୍ତି ।

US President Biden asks for PM Modi’s autograph
ମୋଦିଙ୍କ ଲୋକପ୍ରିୟତା ଦେଖି ମନ୍ତ୍ରମୁଗ୍ଧ ବାଇଡେନ୍‌ ! ସମସ୍ତଙ୍କ ସାମ୍ନାରେ ମାଗିଲେ ଅଟୋଗ୍ରାଫ୍‌

ମୋଦିଙ୍କୁ ଅଟୋଗ୍ରାଫ୍‌ ମାଗିଲେ ବାଇଡେନ୍‌ । କହିଲେ, ଆମେରିକାରେ ଆପଣ ଖୁବ୍‌ ଲୋକପ୍ରିୟ ।

Naveen Patnaik
ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ?

ମୋଦିଙ୍କୁ ପ୍ରଶଂସା କରି ରାଜ୍ୟ ବିଜେପି ଆକ୍ରମଣକୁ ଗୌଣ କରିବାକୁ ଚାଲ୍ ଖେଳୁଛି କି ବିଜେଡି। କାହିଁକିନା ରାଜ୍ୟ ବିଜେପି ଉପରେ ବିଜେଡିର ଘନଘନ ଆକ୍ରମଣ । ହେଲେ କେନ୍ଦ୍ର ବିଜେପି ନେତୃତ୍ବ ପ୍ରତି ନରମ ଆଭିମୁଖ୍ୟ ।

Naveen Patnaik Talks About PM Modi
ନବୀନଙ୍କ 'ମୋଦି ପ୍ରଶଂସା' ଚାଲ୍ ! ଏଠି କଳି, ସେଠି କୋଳାକୋଳି

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି..କେନ୍ଦ୍ରରେ କୋଳାକୋଳି !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା
ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ?

ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ବନ୍ଦେ ଭାରତ ଉତ୍ସବ ଭାଷଣରେ ପୁରୀ ଏୟାରପୋର୍ଟ ଲୋକାର୍ପଣ ପାଇଁ ଆଗୁଆ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ନେଇ ବଢ଼ିଲା ଚର୍ଚ୍ଚା..ତେଣେ ନବୀନଙ୍କ ଡବଲ୍ ଇଞ୍ଜିନ ମନ୍ତବ୍ୟ ଉପରେ ଧର୍ମେନ୍ଦ୍ରଙ୍କ ତେରଛା ବାଣ.

odisha politics
ନୀତିଶ–ନବୀନ ଓ ମୋଦୀ-ନବୀନ ଭେଟଘାଟକୁ ନେଇ ଜାତୀୟ ରାଜନୀତି ବି ହଲଚଲ୍

ନବୀନ ନିବାସରେ ନୀତୀଶଙ୍କ ସହ ଭେଟଘାଟ୍..ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ । ପରସ୍ପର ବିରୋଧୀ ଦୁଇ ତୁଙ୍ଗ ନେତାଙ୍କ ସହ ଦୁଇ ଦିନରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇ ମୁଲାକାତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।

The groom stopped his wedding ceremonies for listen Mann Ki Baat
ପିଏମ୍‌ ମୋଦିଙ୍କ 'ମନ୍‌ କି ବାତ୍‌' ଶୁଣିବା ପାଇଁ ବିବାହକୁ ଅଟକାଇଲେ ବର 

ଯୁବକଙ୍କ ବିବାହ ଏପ୍ରିଲ ୪ ତାରିଖ ରବିବାର ଦିନ ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଏହି ଦିନ ଥିଲା ପ୍ରଧାନମନ୍ତ୍ରୀଙ୍କ 'ମନ୍‌ କି ବାତ୍‌'

Mann Ki Baat
'ମନ୍ କି ବାତ୍'ର ଶହେତମ ସଂସ୍କରଣରେ କଣ କହିଲେ ପିଏମ୍ ମୋଦି

ଜନ ଆନ୍ଦୋଳନ ପାଲଟିଛି 'ମନ୍ କି ବାତ୍': ଶହେତମ ସଂସ୍କରଣରେ ପିଏମ୍ ମୋଦି କହିଲେ ମୋ ପାଇଁ ଏ କାର୍ଯ୍ୟକ୍ରମ ଆସ୍ଥା, ପୂଜା ଓ ବ୍ରତ। ପୁନଃ ସ୍ମରଣରେ ନେଲେ ଓଡ଼ିଶାର ଡି.ପ୍ରକାଶ ରାଓଙ୍କ ଭଳି ଦେଶର ବହୁ ପ୍ରେରଣାଦାୟୀ ବ୍ୟକ୍ତିଙ୍କ ନାଁ

mann ki baat
'ମନ କି ବାତ୍'ର ଶତକ ଅଧ୍ୟାୟ ଶୁଣିବାକୁ ଦେଶବ୍ୟାପୀ ଉତ୍ସାହ

ଦିଲ୍ଲୀରୁ ପଲ୍ଲୀ, ନେତା-ଜନତାଙ୍କଠୁ ସେଲିବ୍ରିଟି: 'ମନ କି ବାତ୍'ର ଶତକ ଅଧ୍ୟାୟ ଶୁଣିବାକୁ ଦେଶବ୍ୟାପୀ ଉତ୍ସାହ, ୪ ଲକ୍ଷ ବୁଥରେ ବିଜେପି କଲା ବ୍ୟାପକ ଆୟୋଜନ, ବିଦେଶରେ ବି ଲୋକଙ୍କ ମନକୁ ଛୁଇଁଲା ମୋଦିଙ୍କ ମନର କଥା

100th Episode Of 'Mann Ki Baat'
‘ମନ୍‌ କୀ ବାତ୍‌’ର ୧୦୦ତମ ଏପିସୋଡ୍‌ରେ ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି

ଗରିବ ପିଲାଙ୍କ ପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ସ୍ମରଣ କରିବା ସହ ସମାଜ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୋଦି କହିଛନ୍ତି ।