Advertisment

ନୌସେନା ମୁହଁ ଖୋଲିଲେ,ପାକିସ୍ତାନରେ ସୁନାମୀ ଆସିବ

ଆଇଏଏନସର ବିକ୍ରାନ୍ତରୁ ପୁଣି ଥରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯଦି ପାକିସ୍ତାନ ଆଲୋଚନା ଚାହୁଁଛି ତେବେ ପ୍ରଥମେ ସୟିଦ ହାଫିଜ୍ ଓ ମାସୁଦ ଆଜହରକୁ ହସ୍ତାନ୍ତର କରୁ।

author-image
Tapaswini Nayak

ଆଇଏଏନସର ବିକ୍ରାନ୍ତରୁ ପୁଣି ଥରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯଦି ପାକିସ୍ତାନ ଆଲୋଚନା ଚାହୁଁଛି ତେବେ ପ୍ରଥମେ ସୟିଦ ହାଫିଜ୍ ଓ ମାସୁଦ ଆଜହରକୁ ହସ୍ତାନ୍ତର କରୁ। ନଚେତ୍ ଭାରତୀୟ ନୌସେନା ପ୍ରଚଣ୍ଡ ଦେଖାଇବ। ପାକିସ୍ତାନ ଭାରତୀୟ ନୌସେନାର ନୀରବ ମୁଦ୍ରା ଦେଖିଛି, ଯଦି ପ୍ରଚଣ୍ଡ ଦେଖିବ ତେବେ ଥରହର ହୋଇଯିବ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

Advertisment
Defence Minister Rajnath Singh Pahalgam Attack
Advertisment
Advertisment