Advertisment

ବାପା ଆକାଉଣ୍ଟ ସଫା କରି ଜୀବନ ଗଲା

ମା’ କୋଳ ଖାଲି କରିଦେଲା ଅନଲାଇନ୍‌ ଗେମ୍‌। କାଳ ସାଜି ମା’ଠୁ ଛଡାଇ ନେଲା ପୁଅକୁ। ଚାଲିଗଲା ଘରର ଏକମାତ୍ର କୁଳନନ୍ଦନ। ଏବେ ପୁଅକୁ ଝୁରି ହେଉଛି ମା’। ଆଖି ଆଗରେ ପୁଅର ମୃତ ଦେହକୁ ଦେଖି ମା’ ପାଟିରୁ କଥା ବାହାରୁନି।

author-image
Tapaswini Nayak

ମା’ କୋଳ ଖାଲି କରିଦେଲା ଅନଲାଇନ୍‌ ଗେମ୍‌। କାଳ ସାଜି ମା’ଠୁ ଛଡାଇ ନେଲା ପୁଅକୁ। ଚାଲିଗଲା ଘରର ଏକମାତ୍ର କୁଳନନ୍ଦନ। ଏବେ ପୁଅକୁ ଝୁରି ହେଉଛି ମା’। ଆଖି ଆଗରେ ପୁଅର ମୃତ ଦେହକୁ ଦେଖି ମା’ ପାଟିରୁ କଥା ବାହାରୁନି। ସେପଟେ ବାପାଙ୍କ ଅବିସ୍ଥା ବି ସମାନ। ୧୮ ବର୍ଷର ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର, କାନ୍ଦୁଛନ୍ତି ସାହି ପଡିଶା।

Advertisment
Kendrapara Online Gaming
Advertisment
Advertisment