• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron Variant

Coronavirus
‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍‌

‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ। 

OMICRON
ଚିନ୍ତା ବଢ଼ାଇଲାଣି ଓମିକ୍ରନ୍, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି..

୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । କ୍ୱାରେଣ୍ଟିନ୍ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍‌କୁ ପଠାଯାଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

Health Minister Naba Kishore Das
‘ଓମିକ୍ରନ୍‌ ବିରୋଧରେ କାମ କରୁଛି ଟିକା, ଭୟଭୀତ ହୁଅନ୍ତୁ ନାହିଁ’

କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବିରୋଧରେ ଟିକା କାମ କରୁଛି। ଏଣୁ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। 

Passengers
‘ଓମିକ୍ରନ୍‌’କୁ ନେଇ ଘାରିଲା ଚିନ୍ତା: ଭାରତ ଆସିଥିବା ୧୦ ବିଦେଶୀଙ୍କ ମିଳୁନି ପତ୍ତା, ଫୋନ୍‌ ସ୍ୱିଚ୍‌ ଅଫ୍‌

ଓମିକ୍ରନ୍‌ ଭାରିଏଣ୍ଟ୍‌ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳୁ ନାହିଁ।

covid testing
ଓମିକ୍ରନ୍‌ ଭାରିଏଣ୍ଟ୍‌ରେ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ କରୋନା ସଂକ୍ରମିତ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Omicron in india
ଭାରତରେ ପଶିଲା ଓମିକ୍ରନ୍: ୨ ଆକ୍ରାନ୍ତ ଚିହ୍ନଟ

ଓମିକ୍ରନ ୨୯ ଦେଶକୁ ବ୍ୟାପି ଯାଇଥିବା କେନ୍ଦ୍ର ଜଣାଇଲା। ୨୯ ଦେଶରେ ୩୭୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। 

Bhubaneswar Airport
‘ଓମିକ୍ରନ୍‌’ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦

ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Passengers
ବଢ଼ିଲା ଚିନ୍ତା, ‘ଅଧିକ ସଂକ୍ରମଣ ଭୟ’ ଥିବା ଦେଶରୁ ଭାରତ ଆସିଥିବା ୬ ଯାତ୍ରୀ କରୋନା ପଜିଟିଭ୍‌

ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ମହାରାଷ୍ଟ୍ର ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯେଉଁ ଦେଶ ଗୁଡ଼ିକରେ କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’ ଚିହ୍ନଟ ହୋଇଛି, ସେହିସବୁ ଦେଶରୁ ଏହି ଯାତ୍ରୀମାନେ ଆସିଥିବା ସୂଚନା ମିଳିଛି। 

India's New Travel Rules
କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’କୁ ନେଇ ଆଲର୍ଟ, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ନୂଆ ଟ୍ରାଭେଲ୍‌ ନିୟମ

କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ୁଛି। ଏସବୁ ଭିତରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହେବ। 

South Africa Returnee Tests Positive In Chandigarh
ପ୍ରଥମେ ଆସିଲା ନେଗେଟିଭ୍‌, ୭ ଦିନ ପରେ ପଜିଟିଭ୍‌ ଚିହ୍ନଟ ହେଲେ ଦକ୍ଷିଣ ଆପ୍ରିକା ଫେରନ୍ତା

ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Omicron
ଓମିକ୍ରନ୍ ନାମକରଣ ପଛର ରହସ୍ୟ ! କେଉଁଠୁ ଆସିଲା ଆଗରୁ ଶୁଣାଯାଇ ନଥିବା ଅଜବ ଶବ୍ଦ?

ନୂଆ ମାରାତ୍ମକ କରୋନା ଭାରିଆଣ୍ଟ୍‌ର ନାମ ଓମିକ୍ରନ୍ କାହିଁକି ? କେଉଁ ଆଧାରରେ ଏହି ନମା ଦିଆଯାଇଛି ।

Dharmendra Pradhan
ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ସତର୍କ ରହିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ; ପୂର୍ବ ଅପେକ୍ଷା ୬ ଗୁଣ ଶକ୍ତିଶାଳୀ

ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ravellers coming from outside country have to carry negative certificate.
ଓମିକ୍ରନ ବାବଦରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ଚାଲିଛି ପରୀକ୍ଷା ନିରୀକ୍ଷା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କୋଭିଡ୍ ପରେ ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଭୟ । ଯାହାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ଓମିକ୍ରନ ବାବଦରେ ଏବେ ଯାଏଁ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନଥିବା ବେଳେ ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Omicron Variant
ଡରାଇଲାଣି ଓମିକ୍ରନ ଭାରିଏଣ୍ଟ, ଶିକ୍ଷାନୁଷ୍ଠାନ ବଢ଼ାଉଛି ସଂକ୍ରମଣ ସଂଖ୍ୟା

ସତରେ ଡରାଇଲାଣି ତୃତୀୟ ଲହର ଆଶଙ୍କା । ଓମିକ୍ରନ ଭାରିଏଣ୍ଟ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ । ଡେଲ୍‌ଟା ଭାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ସହଜରେ ସଂକ୍ରମିତ କରିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।