ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଦ୍ୱନ୍ଦ୍ୱ । ବଢୁଥିବା ଦ୍ୱନ୍ଦ୍ୱକୁ ନେଇ ତେଜିଲା ରାଜନୈତିକ ବୟାନବାଜି ।
ମୁଖ୍ୟମନ୍ତ୍ରୀ ଓ 5T ବିରୋଧୀ ନାରାରେ କଂପୁଛି ଧାରଣାସ୍ଥଳ । କାଲିଠୁ ସମୂହ ଛୁଟିରେରେ ଯିବାକୁ ଧମକ ।
ବିରୋଧୀ ବି ଆଜି ସିଧାସଳଖ ଉଭୟଙ୍କୁ ଘେରିଛନ୍ତି ।
ମୁକୁଳିବାକୁ ଶଙ୍ଖ ଭବନରେ ବିଜେଡିର ମେଗା ଟ୍ରେନିଂ । ପ୍ରତି ଦୁଇ ଲୋକସଭା କ୍ଷେତ୍ରରେ ବିଜେପି ଖୋଲିବ କଲ୍ ସେଣ୍ଟର ।
୫ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ହୋଇନି ବଦଳି । କେନ୍ଦୁଝର ଜିଲ୍ଲାପାଳ ବି ୫ ବର୍ଷରୁ ଅଧିକ ସମୟ ହେଲା ରହିଲେଣି ।
ସୌମ୍ୟ କହିଲେ, ଅତନୁଙ୍କୁ ଉପରୁ ଚାପ ପଡ଼ିଥିବ, ତାଙ୍କ ପାଇଁ ଆଉ କିଏ ଏଭଳି ସଂଳାପ ଲେଖିଥିବ । ତେଣୁ ସେ ଏଭଳି କଥା କହୁଛନ୍ତି ।
ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ।
ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
୫ଟି ଗାଁର ଚାଷୀଙ୍କ ସ୍ବାର୍ଥକୁ ଦଳିମକଚି ପୋତାଯାଇଛି ଡ୍ୟାମ୍ ଚ୍ୟାନେଲ । ନିଜେ ମାଟି ଖୋଳି ସତ ସାମ୍ନାକୁ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଏଥିସହ ଫାଇଭ ଟି ସଚିବଙ୍କ ଗସ୍ତ, ରତ୍ନଭଣ୍ଡାର ସୁରକ୍ଷାରେ ବିଫଳ, ବିଜୁଳି ଦୁର୍ନୀତି, ସହରୀ ଜଳ ନିଷ୍କାସନରେ ବିଫଳତା, ନବ ଦାସ ହତ୍ୟା, ଧାନ କିଣାରେ ଅବ୍ୟବସ୍ଥା ଭଳି ୧୦୮ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ବିଜେପି।
ଦିବଙ୍ଗତ ନେତା ସୂର୍ଯ୍ୟ ପାତ୍ରଙ୍କୁ ଦିଆଗଲା ଶେଷ ସମ୍ମାନ ।
ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଅସମ୍ମାନ କହି ବିରୋଧୀଙ୍କ ନିନ୍ଦା । ଅସମ୍ମାନ ଅଭିଯୋଗକୁ ଖଣ୍ଡନ କଲା ବିଜେଡି ।
ପ୍ରିମିୟମ୍ ଦେଇନପାରି ଅତିରିକ୍ତ ଜାଗା ଫେରାଇବାକୁ ଧାଡ଼ିରେ ହିତାଧିକାରୀ । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଲାଗୁଛି ଲମ୍ବା ଲାଇନ୍ ।
ଶଙ୍ଖଭବନରେ ବିଧାୟକଙ୍କ ସହ ବିଜେଡିର ମନ୍ତ୍ରଣା । ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗରେ ଅକଳରେ ବିଜେଡି ।
ଭୋଟ୍ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
ସେପଟେମ୍ବର ୨ୟ ସପ୍ତାହରେ ଭାଙ୍ଗିବାକୁ ହୋଇପାରେ ନିଷ୍ପତ୍ତି । ଲୋକସଭା ଭୋଟ୍ ବି ଆଗୁଆ ହେବା ନେଇ କଳ୍ପନା ଜଳ୍ପନା ।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକାନ୍ତ ଅନୁଗତ ଶଶିକଳା । ତାମିଲନାଡୁ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଭି.କେ.ଶଶିକଳା ।
ବିରୋଧୀ ନେତାଙ୍କୁ ଚେକ୍ ଦେବାକୁ ବିଜେଡିର ନୂଆ ଷ୍ଟ୍ରାଟେଜୀ । ଅପରାଜିତା ଓ ପ୍ରଦୀପଙ୍କୁ ଘେରିବା ପରେ ଉଠିଲା ପ୍ରଶ୍ନ ।
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜମି ପଟ୍ଟା ଭେଳିକି । ଜାଗା ମିଶନ ଜରିଆରେ ଜାଗା ପଟ୍ଟା ବାଣ୍ଟିଲେ ରାଜ୍ୟ ସରକାର ।
ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ ଧର୍ମେନ୍ଦ୍ର କୋଳେଇ ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ସସ୍ମିତ ।
5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।
ଯାହାକୁ ନେଇ ଗଂଜାମ ଜିଲ୍ଲା ରାଜନୀତିରେ ହଲଚଲ୍ ସାଙ୍ଗକୁ ସୋସିଆଲ ମଡିଆରେ ବି ଭାଇରାଲ୍ ।
ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।
ଆଗକୁ ବଡ଼ ଖୁଲାସା କରିବେ ମନମୋହନ ! ଖୋଲାକଥାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଇସାରା । କହିଲେ ଏବେ କହିବିନି ଠିକ୍ ସମୟରେ କହିବି..
ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ ।