Advertisment

ରାଜ୍ୟ ବିଜେପିର ମଙ୍ଗ ଧରିବେ ମନମୋହନ

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ରାଜ୍ୟ ବିଜେପିର ମଙ୍ଗ ଧରିବେ ମନମୋହନ ସାମଲ। ଚତୁର୍ଥ ଥର ପାଇଁ ମନମୋହନ ସାମଲ ହେବେ ରାଜ୍ୟ ବିଜେପିର ମୁଖିଆ। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ନାମାଙ୍କନ ଦାଖଲ କରିଛନ୍ତି। ଫଳରେ ସେ ହିଁ ରାଜ୍ୟ ସଭାପତି ହେବା ନିଶ୍ଚିତ।

author-image
Sujit kumar Swain

Odisha BJP
Advertisment
Advertisment