/odishatv-khabar/media/media_files/2025/09/26/opsc-2025-09-26-16-07-03.jpg)
opsc Photograph: (OTV)
ପ୍ରକାଶ ପାଇଲା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷାର ଫଳାଫଳ। କଟକସ୍ଥିତ OPSC କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ୱେବସାଇଟରେ ଏହାର ପଳାଫଳ ଉପଲବ୍ଧ ଅଛି । ପ୍ରିୟାଂଶୁ ପାଲ୍ OPSC ଟପ୍ପର ହୋଇଛନ୍ତି । ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର, ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ ସ୍ଥାନ ପାଇଛନ୍ତି । ଟପ୍ ଟେନ୍ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା । ୩୯୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି ।
Advertisment
ଏଇଠି ଦେଖନ୍ତୁ ପୂରା ତାଲିକା :
/odishatv-khabar/media/post_attachments/61bf07d3-e91.jpg)
/odishatv-khabar/media/post_attachments/4190a6fe-bb1.jpg)
/odishatv-khabar/media/post_attachments/03f26c82-4cd.jpg)
/odishatv-khabar/media/post_attachments/2def19c6-32a.jpg)
/odishatv-khabar/media/post_attachments/16cf4bcc-afb.jpg)
/odishatv-khabar/media/post_attachments/9cf9a90b-ffc.jpg)
/odishatv-khabar/media/post_attachments/4b75e96e-755.jpg)
/odishatv-khabar/media/post_attachments/046239cd-b63.jpg)
/odishatv-khabar/media/post_attachments/22b3e50c-432.jpg)
/odishatv-khabar/media/post_attachments/d9f38824-deb.jpg)
Advertisment


Related Articles
Unusual Disorder Causes Patient to Consume Spoons: ପେଟରୁ ବାହାରିଲା ୨୯ଟି ଚାମଚ, ୧୯ଟି ଟୁଥବ୍ରଶ ଓ ୨ଟି କଲମ; ଏହି ଅଜବ ରୋଗ ଯୋଗୁଁ ସେସବୁ ଖାଇଦେଇଥିଲେ
POSTED

Progress in India-US Trade Agreement: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପୁଣିଥରେ ଫେରିବ ଟ୍ରାକକୁ, କିନ୍ତୁ H-1B ଭିସା ଉପରେ ଆମେରିକା…
POSTED

Why Do Bengalis Eat Non Veg: ଅନେକ ନବରାତ୍ରୀରେ ଉପବାସ ରଖନ୍ତି, କିନ୍ତୁ ବେଙ୍ଗଲିମାନେ ଦୁର୍ଗା ପୂଜାରେ ନନ୍-ଭେଜ୍ କାହିଁକି ଖାଆନ୍ତି?
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)