Advertisment

ମିଳିମିଶି ନବାନ୍ନ ଖାଇଲେ ପାଟଣାଗଡ଼ ରାଜପରିବାର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଏକାଠି ହେଲେ ପାଟଣାଗଡ଼ ରାଜପରିବାର। ଶୈଳଶ୍ରୀ ପ୍ୟାଲେସରେ ଏକାଠି ନବାନ୍ନ ଖାଇଲେ କନକ ବର୍ଦ୍ଧନ ସିଂଦେଓ, ସଂଗୀତା ସିଂଦେଓ, କଳିକେଶ ସିଂଦେଓ ଓ ମେଘନା ସିଂଦେଓ।

author-image
Chinmayee Sahoo

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଏକାଠି ହେଲେ ପାଟଣାଗଡ଼ ରାଜପରିବାର। ଶୈଳଶ୍ରୀ ପ୍ୟାଲେସରେ ଏକାଠି ନବାନ୍ନ ଖାଇଲେ କନକ ବର୍ଦ୍ଧନ ସିଂଦେଓ, ସଂଗୀତା ସିଂଦେଓ, କଳିକେଶ ସିଂଦେଓ ଓ ମେଘନା ସିଂଦେଓ।

Advertisment
Nuakhai Festival
Advertisment
Advertisment