• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nitish Kumar

Nitish Kumar
ବିହାର ରାଜନୀତି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।

 Bihar Political Crisis: CM Nitish Kumar May Face More Problem
ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ

ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି। ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ। 

Bihar Political Crisis
ଭାଙ୍ଗି ଯିବ କି ବିହାରରେ BJP-JDU ମେଣ୍ଟ ? ବିଧାୟକ ଦଳ ବୈଠକ ଡାକିଲେ ନୀତିଶ କୁମାର

NDA ଡଙ୍ଗାରୁ ଡେଇଁ ପଡ଼ିବ କି JDU ?  ଦୁଇ ପାର୍ଟି ମଧ୍ୟରେ ଫାଟ ଏତେ ବଢ଼ି ଯାଇଛି ଯେ କୌଣସି ସମୟରେ ବି ମେଣ୍ଟ ଭାଙ୍ଗିବା ଆଶଙ୍କା ରହିଛି। 

\'Visarjan\' Of Nitish Kumar Govt In Bihar Soon : Lalu Yadav
ଲାଲୁଙ୍କ ସରଳିଆ ଉବାଚ

ଅସୁସ୍ଥ ଥିଲି, ଦୁଇଟି ନିର୍ବାଚନ ମିସ୍ କରିଦେଲି। ଏବେ ପୁଣି ମଇଦାନରେ ଓହ୍ଲେଇବି। ଜିତିବୁ ଆମେ। ଆଗାମୀ ଉପନିର୍ବାଚନକୁ ନେଇ ଏମିତି କିଛି କହିଛନ୍ତି ଲାଲୁ।

bihar-jharkhand
କ୍ଷମତା ଓ ସମୟ ସହିତ ବଦଳି ନାହାନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ : ନବୀନଙ୍କ ପ୍ରଶଂସାରେ ଶତମୁଖ ବିହାର ମୁଖ୍ୟମନ୍ତ୍ରୀ ନୀତିଶ

ରାଜନୀତିରେ ନବୀନ ପଟ୍ଟନାୟକ ପ୍ରବେଶ ସମୟରେ ସେ 'ବିଜୁ ବାବୁଙ୍କ ପୁଅ' ଭାବରେ ସମ୍ମାନିତ ହେବା ସହ ପରିଚୟ ପାଇଥିଲେ । ହେଲେ ବିଗତ ୨୪ ବର୍ଷ ମଧ୍ୟରେ ସେ ନିଜ ପାଇଁ ଏକ ସାମାଜ୍ର୍ୟ ଗଢ଼ିଦାଇଛନ୍ତି । ଲୋକମାନେ ସାଧାରଣତଃ କ୍ଷମତା ଏବଂ ସମୟ ସହିତ ପରିବର୍ତ୍ତନ ହୋଇଯାଆନ୍ତି । କିନ୍ତୁ ସେ ଜଣେ ନିଆରା ଓ ଅତି ସରଳ ମଣିଷ

nitish
ବିରୋଧୀଙ୍କ ସହ ସ୍ୱର ମିଳାଇଲେ ନୀତିଶ କୁମାର: ବିଜେପି ପାଇଁ ବଢିପାରେ ଅଡ଼ୁଆ

ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍‌ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି।

nitish-kumar
ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ରଖୁଛନ୍ତି କି ନୀତିଶ କୁମାର?

ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।

Nitish Kumar
ନୀତୀଶ କୁମାରଙ୍କୁ ମିଳିଲା ମହାଗଠବନ୍ଧନର ଅଫର୍‌

ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ନୀତୀଶ କୁମାରଙ୍କ ଉପସ୍ଥିତି ଯୋଗୁଁ ବିହାର ରାଜନୀତିରେ ଉତ୍ତେଜନା ତୀବ୍ର ହୋଇଛି। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜାତି ଜନଗଣନା ପ୍ରସଙ୍ଗରେ ନୀତୀଶ କୁମାରଙ୍କ ବିବୃତ୍ତି ପରେ ବିରୋଧୀ ଦଳରେ ଆଶା ସଂଞ୍ଚାର ହୋଇଛି ଯେ ଏହି ବିବୃତ୍ତି ପରେ ଭବିଷ୍ୟତରେ କିଛି ନୂତନ ରାଜନୈତିକ ସଙ୍କେତ ଆସିପାରେ।

Nitish Kumar
“କେନ୍ଦ୍ରରେ ଆମକୁ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଦେବା କଥା”

କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚାଲିଛି ଚର୍ଚ୍ଚା। ତେବେ ଦିଲ୍ଲୀରେ ଏନେଇ ଆଜି ମାନସମନ୍ଥନ ହେଉଥିବା ଜଣାପଡ଼ିଛି। କେଉଁ ବିଭାଗରେ କିଏ ମନ୍ତ୍ରୀ ରହିବେ? କାହାର ମନ୍ତ୍ରୀ ପଦ ଯିବ? କାହାକୁ ନୂଆ ଦାୟିତ୍ୱ ମିଳିବ? କିଏ ସଂଗଠନ ପାଇଁ କାମ କରିବ?