• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nitish Kumar

Naveen-Modi meet opportunity for Congress
ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ

ତୃତୀୟ ସାମୁଖ୍ୟର ରାଜନୈତିକ ତୀର୍ଥରେ ଥିବା ନୀତୀଶଙ୍କୁ ସାକ୍ଷାତର ୪୮ଘଣ୍ଟା ପରେ ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦଳ ଏହାର ଫାଏଦା ନେବା ସ୍ଥିତିରେ ନଥିବା ଜଣାଯାଏ।

odisha politics
ନୀତିଶ–ନବୀନ ଓ ମୋଦୀ-ନବୀନ ଭେଟଘାଟକୁ ନେଇ ଜାତୀୟ ରାଜନୀତି ବି ହଲଚଲ୍

ନବୀନ ନିବାସରେ ନୀତୀଶଙ୍କ ସହ ଭେଟଘାଟ୍..ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ । ପରସ୍ପର ବିରୋଧୀ ଦୁଇ ତୁଙ୍ଗ ନେତାଙ୍କ ସହ ଦୁଇ ଦିନରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇ ମୁଲାକାତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।

odisha politics
ମୋଦିଙ୍କୁ ବିରୋଧ କରି ରିସ୍କ ନେବାକୁ ଚାହୁଁନାହାନ୍ତି କି ନବୀନ ?

ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ

Odisha Politics, Naveen Patnaik, BJD
ରାଜନୀତିରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ? ମମତା ଓ ନୀତୀଶଙ୍କୁ ଭେଟିବା ପରେ ବି ନିରବ ନବୀନ

ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି ।

Politics, Naveen Patnaik-Nitish Kumar
ନବୀନ-ନୀତୀଶ ଭେଟ; JDU ଟୁଇଟର ପୋଷ୍ଟକୁ ନେଇ ବଢ଼ିଲା ସସ୍‌ପେନ୍ସ

ନବୀନ ନିବାସରେ ଦୁଇ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ମେଣ୍ଟ ଆଲୋଚନା ହୋଇନି କହି, କେହି ଖୋଲିଲେନି କାର୍ଡ । ଜେଡିୟୁ ଟୁଇଟର ଆକାଉଣ୍ଟ ପୋଷ୍ଟକୁ ନେଇ ବଢ଼ିଲା ସସ୍‌ପେନ୍ସ ।

Bihar chief minister Nitish Kumar reaches Bhubaneswar
ନବୀନ ନିବାସରେ ବିହାର ମୁଖ୍ୟମନ୍ତ୍ରୀ; ଚାଲିଛି ନବୀନ-ନୀତିଶ ଆଲୋଚନା

କେନ୍ଦ୍ରର ବିଜେପି ନେତତ୍ୱାଧୀନ ସରକାର ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି ।

West Bengal Chief Minister Mamata Banerjee meeting with Nitish kumar
'ମୁଁ ଚାହୁଁଛି- ଦେଶରେ ବିଜେପି ଜିରୋ ହୋଇଯାଉ'

ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।   

Bihar hooch tragedy
ମଦମୃତ୍ୟୁକୁ ନେଇ ସରଗରମ ବିହାର ରାଜନୀତି : ନୀତୀଶଙ୍କ ମନ୍ତବ୍ୟ ପରେ ସରକାରକୁ ଘେରିଲା ବିଜେପି

ବିହାରରେ ୨୦୧୬ ମସିହାରେ ଲାଗୁ ହୋଇଥିଲା ମଦ ବ୍ୟାନ୍ । ତେବେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା କେତେ, ସାରନ ମଦମୃତ୍ୟୁ ମାମଲାରୁ ସ୍ପଷ୍ଟ ହୋଇଛି

Nitish Kumar
‘ଯିଏ ମଦ ପିଇବ, ସିଏ ମରିବ’

ଯିଏ ମଦ ପିଇବ, ସେ ତ ମରିବ ନା। ଉଦାହରଣ ସମସ୍ତଙ୍କ ଆଗରେ ରହିଛି। ପିଇବ ତ ମରିବ ବୋଲି ନୀତୀଶ କୁମାର କହିଛନ୍ତି ।

Nitish Kumar, Prashant Kishor
ନୀତୀଶଙ୍କୁ ଷ୍ଟ୍ରାଟେଜି ମେକର୍‌ ପ୍ରଶାନ୍ତଙ୍କ କାଉଣ୍ଟର; କହିଲେ ମୁଣ୍ତ କାମ କରୁନି..

ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।

Bihar Politics
ବିହାରରେ ନୀତିଶ ନା ଲାଲୁ ! କିଏ ଖେଳୁଛି ଗେମ୍‌, କାହା ଇଶାରାରେ ଚାଲିଛି ପ୍ଲାନ୍‌ ?

ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍‌ଜେଡି ମେଣ୍ଟ କରିଥିଲା ।

Bihar CM  Nitish Kumar
କଥା ଦେଲେ ନୀତୀଶ: ୨୪ରେ କ୍ଷମତାକୁ ଆସିଲେ ରାଜ୍ୟକୁ ମିଳିବ ଏମିତି ସୁବିଧା

୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର ।

Nitish Kumar
ନୀତୀଶ-ପ୍ରଶାନ୍ତ ଟକ୍କର, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉଠିଲା ଝଡ଼

କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍‌ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍‌ ଚର୍ଚ୍ଚା ଚାଲିଛି ।

Nitish Kumar
ପ୍ରଧାନମନ୍ତ୍ରୀ ଦୌଡ଼ରେ ନୀତିଶ, ଭେଟିବେ ନବୀନଙ୍କୁ !

ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

Nitish Kumar
ନୀତୀଶ-କେଜରିୱାଲ ଭେଟ୍‌ଘାଟ, ପ୍ରଧାନମନ୍ତ୍ରୀ ପୋଷ୍ଟ ଖାଲି ନାହିଁ କହିଲେ ରବିଶଙ୍କର

ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ  ।

Nitish Kumar
ନୀତିଶଙ୍କୁ ବଡ଼ ଝଟ୍‌କା ! ଗୋଟିଏ ପରେ ଗୋଟିଏ ରାଜ୍ୟରୁ ସଫା ହେଉଛି ଜେଡିୟୁ

ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।

Ahead of floor test in Bihar, CBI RAIDS residence of RJD MLC Sunil Singh
ଏପଟେ ଶକ୍ତି ପରୀକ୍ଷା, ସେପଟେ CBI ରେଡ୍‌: ସକାଳୁ ସକାଳୁ ଆରଜେଡି MLCଙ୍କ ଘରେ ପଶିଲା ସିବିଆଇ

ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି। 

Ahead of Nitish Kumar govt's floor test, Bihar Speaker says won't resign despite no-trust motion
ବହୁମତ ସାବ୍ୟସ୍ତ ପୂର୍ବରୁ ବିହାରରେ ନୂ‌ଆ ହାଇଡ୍ରାମା, ଇସ୍ତଫା ଦେବା ପାଇଁ ମନା କରିଦେଲେ ବାଚସ୍ପତି

ଫ୍ଲୋର୍‌ ଟେଷ୍ଟ୍‌ ପୂର୍ବରୁ ବିହାରରେ ନୂ‌ଆ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି। ପଦରୁ ଇସ୍ତଫା ଦେବାକୁ ସିଧା ସିଧା ବାଚସ୍ପତି ବିଜୟ ସିହ୍ନା ମନା କରି ଦେଇଛନ୍ତି।

Nitish Kumar
ପ୍ରଧାନମନ୍ତ୍ରୀ ହେବାକୁ ମୋର ଭାବନା ନାହିଁ : ନୀତୀଶ

ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା।

Nitish Kumar
ନୀତୀଶଙ୍କ ପଲଟିମାର ପଲିଟିକ୍ସ ! ୨୦୨୪ରେ ମୋଦିଙ୍କୁ ଦେବେ କି ବଡ଼ ଚେକ୍ ?

ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ ଯାଦବ । ବିହାରରେ ମହାମେଣ୍ଟ ସରକାରର ଦ୍ୱିତୀୟ ପାଳି, ରେକର୍ଡ ୮ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

Special story
ନୀତୀଶଙ୍କ ଅଷ୍ଟମ ଇନିଂସ ଆରମ୍ଭ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର

Nitish Kumar
ନୀତୀଶଙ୍କ ନିଆରା ରେକର୍ଡ : ୮ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ ନୀତୀଶ ।

Nitish broke ties with bjp people
ବିଜେପିରୁ ଇସ୍ତଫା ଦେବା ପରେ ନୀତୀଶ କୁମାରଙ୍କୁ ଥଟା

ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ମୀମ୍ସରେ ଛାଇ ଯାଇଛି।