ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଦିନେ ଦୁଇ ଭିତରେ ଦିନ ମେଳିକୁ ନେଇ ହୋଇପାରେ ବଡ଼ ଘୋଷଣା, ମେଣ୍ଟ ସମ୍ପର୍କରେ କଂଗ୍ରେସ ବଡ଼ ଘୋଷଣା କରିବା ନେଇ ସୂଚନା
ତୃତୀୟ ସାମୁଖ୍ୟର ରାଜନୈତିକ ତୀର୍ଥରେ ଥିବା ନୀତୀଶଙ୍କୁ ସାକ୍ଷାତର ୪୮ଘଣ୍ଟା ପରେ ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦଳ ଏହାର ଫାଏଦା ନେବା ସ୍ଥିତିରେ ନଥିବା ଜଣାଯାଏ।
ନବୀନ ନିବାସରେ ନୀତୀଶଙ୍କ ସହ ଭେଟଘାଟ୍..ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ । ପରସ୍ପର ବିରୋଧୀ ଦୁଇ ତୁଙ୍ଗ ନେତାଙ୍କ ସହ ଦୁଇ ଦିନରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇ ମୁଲାକାତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।
ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ
ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି ।
ନବୀନ ନିବାସରେ ଦୁଇ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ମେଣ୍ଟ ଆଲୋଚନା ହୋଇନି କହି, କେହି ଖୋଲିଲେନି କାର୍ଡ । ଜେଡିୟୁ ଟୁଇଟର ଆକାଉଣ୍ଟ ପୋଷ୍ଟକୁ ନେଇ ବଢ଼ିଲା ସସ୍ପେନ୍ସ ।
କେନ୍ଦ୍ରର ବିଜେପି ନେତତ୍ୱାଧୀନ ସରକାର ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି ।
ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ବିହାରରେ ୨୦୧୬ ମସିହାରେ ଲାଗୁ ହୋଇଥିଲା ମଦ ବ୍ୟାନ୍ । ତେବେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା କେତେ, ସାରନ ମଦମୃତ୍ୟୁ ମାମଲାରୁ ସ୍ପଷ୍ଟ ହୋଇଛି
ଯିଏ ମଦ ପିଇବ, ସେ ତ ମରିବ ନା। ଉଦାହରଣ ସମସ୍ତଙ୍କ ଆଗରେ ରହିଛି। ପିଇବ ତ ମରିବ ବୋଲି ନୀତୀଶ କୁମାର କହିଛନ୍ତି ।
ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।
ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍ଜେଡି ମେଣ୍ଟ କରିଥିଲା ।
୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର ।
କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି ।
ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ ।
ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।
ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି।
ଫ୍ଲୋର୍ ଟେଷ୍ଟ୍ ପୂର୍ବରୁ ବିହାରରେ ନୂଆ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି। ପଦରୁ ଇସ୍ତଫା ଦେବାକୁ ସିଧା ସିଧା ବାଚସ୍ପତି ବିଜୟ ସିହ୍ନା ମନା କରି ଦେଇଛନ୍ତି।
ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖି ବଦଳାଇଛନ୍ତି ନାଆ
ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ ଯାଦବ । ବିହାରରେ ମହାମେଣ୍ଟ ସରକାରର ଦ୍ୱିତୀୟ ପାଳି, ରେକର୍ଡ ୮ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ