/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748163930.jpg)
New Rules For Employees
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ନିୟମ । ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁଥିରେ କର୍ମଚାରୀ ୧୦ଟା ବେଳେ ଅଫିସ ଆସିବେ ଓ ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ି ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି । କର୍ମଚାରୀ ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବାକୁ ବାଧ୍ୟତାମୂଳକ ଭାବେ ଦର୍ଶାଯାଇଛି ।
Advertisment
ଏହାସହ ବାୟୋ-ମେଟ୍ରିକ୍ ଜରିଆରେ କର୍ମଚାରୀ ଅଫିସ ପ୍ରବେଶ ଓ ପ୍ରସ୍ଥାନ କରିବେ । ଯଦି ବାୟୋମେଟ୍ରିକ ସଠିକ ଭାବେ କାର୍ଯ୍ୟକାର ନହୁଏ, ଅର୍ଥାତ୍ ପ୍ରବେଶ( Punch In) ଓ ପ୍ରସ୍ଥାନ ( Punch Out) ସମୟରେ ବ୍ୟତିକ୍ରମ ଦେଖାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି ।
ଅଧିକ ପଢନ୍ତୁ : ଫର୍ମ ଫିଲପ୍ କଲେ, ହଲକୁ ଗଲେନି; ପ୍ଲସ୍-ଟୁରେ କାହିଁକି ବଢୁଛି ଡ୍ରପ୍ଆଉଟ୍ ହାର ?
Advertisment
Advertisment



Related Articles
Carboxylic Acid: ଆପଣଙ୍କ ଶରୀରରେ ଅଛି କି କାର୍ବୋକ୍ସିଲିକ ଏସିଡ୍? ଜାଣନ୍ତୁ ମଶା ସହ କ’ଣ ରହିଛି ସମ୍ପର୍କ
POSTED

By-polls On June 19: ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ:୧୯ରେ ଭୋଟିଂ, ୨୩ରେ ରେଜଲ୍ଟ
POSTED
PM Modi Mann Ki Baat: 'ମନ୍ କି ବାତ୍'ରେ ଅପରେସନ ସିନ୍ଦୂର କଥା କହିଲେ ପିଏମ, ସମସ୍ତଙ୍କୁ ଦେଲେ ବିଜୟର ଶ୍ରେୟ
POSTED
Heavy Rain Lashes Delhi: ଲଗାଣ ବର୍ଷାରେ ଉବୁଟୁବୁ ଦିଲ୍ଲୀ: ବୁଡ଼ିଲା ରାସ୍ତାଘାଟ, ପବନ ପାଇଁ ଶତାଧିକ ଫ୍ଲାଇଟ୍ ବାତିଲ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)