ଦର୍ଶକବନ୍ଧୁ ଆଜି ହେଉଛି ଏପ୍ରିଲ ପହିଲା । ଆଉ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ନୂଆ ଆର୍ଥିକ ବର୍ଷରେ ଏମିତି କିଛି ନୂଆ ପରିବର୍ତ୍ତନ ହୋଇଛି ଯାହାର ପ୍ରଭାବ ଆପଣଙ୍କ ଉପରେ ପଡିପାରେ । UPIରେ ହୋଇଛି ପରିବର୍ତ୍ତନ । ୟୁପିଆଇ ସହିତ ଲିଙ୍କ ହୋଇଥିବା ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରକୁ ଏବେ ହଟାଯିବ । ଫଳରେ ଏହି ନମ୍ୱର ଦ୍ୱାରା ଅନଲାଇନ ପେମେଣ୍ଟ କରିହେବ ନାହିଁ । ନୂଆ ନିୟମ ଅନୁଯାୟୀ, ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ ।
Published By: Namita Biswal
Last updated: 01 April 2025, 10:47 AM IST
୯୫ ହଜାର ଟଙ୍କା ଡେଇଁଲା ସୁନା । ୨୪ କ୍ୟାରେଟ୍ ସୁନା ଦର ୨୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କା । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୪୫୦ ଟଙ୍କା ।