Advertisment

ଅମ୍ବାନୀଙ୍କ ଆଣ୍ଟିଲିଆରେ ଅଶୋକଙ୍କ ଗଣେଶ

ଦେଶର ସବୁଠାରୁ ବଡ ଧନୀ ମୁକେଶ ଅମ୍ବାନୀ ଘରେ ଲାଗିଲା ଓଡ଼ିଶାର କଳାକୃତି। ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ବାସସ୍ଥାନ ଆଣ୍ଟିଲିଆରେ ସ୍ଥାନ ପାଇଛି ଓଡ଼ିଶା ସ୍ଥପତି ଅଶୋକ ସାହୁଙ୍କ ପଥର ମୂର୍ତ୍ତି। ତେବେ ପାଖାପଖି ୮ ଫୁଟ ଉଚ୍ଚର ଶ୍ରୀଗଣେଶଙ୍କ ପ୍ରତିମା କିଭଳି ଭାବେ ଓଡ଼ିଶାରୁ ମୁମ୍ବାଇ ଗଲା ଦେଖନ୍ତୁ ଓଟିଭିର ଏହି Exclusive ରିପୋର୍ଟରେ...

author-image
Chinmayee Sahoo

Mukesh Ambani Mukesh Ambani House Antilia Sculptures
Advertisment
Advertisment