Boy goes missing in Nilagiri
ସନ୍ଦେହ ଆଶଙ୍କା ଭିତରେ ରହସ୍ୟର ବୁଢୀଆଣି ଜାଲ.. ନା ମିଳୁଛି ଖିଅ ନା ମିଳିଛି ଠିକଣା.. ଦିନେ ଏମିତି ରିଲ୍ସ କରି ହସମଜାରେ ଦିନ କାଟୁଥିଲେ.. ହେଲେ ଆଜି ୟାଙ୍କର ପତ୍ତା ମିଳୁନି..କାନ୍ଦବୋବାଳିରେ ଫାଟି ପଡୁଛି ପରିବେଶ.. ୪ ଦିନ ହେଲାଣି ଗାଁରେ କାହା ଘରେ ଚୁଲି ଜଳିନି..ଫୋନ୍ କରି କହିଥିଲା ‘ବୋଉଲୋ ମୋତେ ଖୋଜିବୁନି ମୁଁ ରାତି ୧୦ଟା ବେଳକୁ ଘରକୁ ଆସିବି..’ ହେଲେ ଚାରି ରାତି ବିତିଗଲାଣି.. ନା ପୁଅ ଫେରିଲା.. ନା ମିଳିଲା ଖୋଜଖବର.. ଯାହା ମିଳିଲା ଦେହ ଥରାଇଦେଲା.. ଜଙ୍ଗଲ ଭିତରେ ଜଳାଶ୍ରୟ ନିକଟରେ ରକ୍ତ ଜୁଡୁବୁଡୁ ବାଇକ୍ ଆଉ ଚପଲ୍.. ହେଲେ ଶରୀର କାହିଁ !
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)